Home Coronavirus Outbreak ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ରାଜ୍ୟରେ ଆଜି କରୋନା ନେଲା ୪୦ ଜୀବନ : ମୋଟ...

ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ: ରାଜ୍ୟରେ ଆଜି କରୋନା ନେଲା ୪୦ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୨,୮୩୧ କୁ ବୃଦ୍ଧି

108

ଭୁବନେଶ୍ୱର ୨-୬ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୮୩୧ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାରୁ ୫ ଜଣ ,
ବାଲେଶ୍ୱର ଜିଲ୍ଲାରୁ ୧ ଜଣ ,
ବୌଦ୍ଧ ଜିଲ୍ଲାରୁ ୩ ଜଣ ,
କଟକ ଜିଲ୍ଲାରୁ ୫ ଜଣ ,
ଦେବଗଡ଼ ଜିଲ୍ଲାରୁ ୨ ଜଣ ,
ଢେଙ୍କାନାଳ ଜିଲ୍ଲାରୁ ୧ ଜଣ ,
ଯାଜପୁର ଜିଲ୍ଲାରୁ ୧ ଜଣ ,
ଝାରସୁଗୁଡା ଜିଲ୍ଲାରୁ ୪ ଜଣ ,
କଳାହାଣ୍ଡି ଜିଲ୍ଲାରୁ ୫ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ,
ମାଲକାନଗିରି ଜିଲ୍ଲାରୁ ୧ ଜଣ ,
ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ,
ରାୟଗଡ଼ା ଜିଲ୍ଲାରୁ ୩ ଜଣ ଏବଂ
ସମ୍ବଲପୁର ଜିଲ୍ଲାରୁ ୨ ଜଣ ,

ମୋଟରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି।

୧ – ଅନୁଗୁଳ ଜିଲ୍ଲାର ୭୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨ – ଅନୁଗୁଳ ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୩ – ଅନୁଗୁଳ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪ – ଅନୁଗୁଳ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୫ – ଅନୁଗୁଳ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୬ – ବାଲେଶ୍ୱର ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭ – ଭୁବନେଶ୍ୱରର ୩୨ ବର୍ଷ ବୟସ୍କ ପୁରୁଷ ଯିଏ ମାନସିକ ଅବସାଦରେ ପୀଡିତ ଥିଲେ।

୮ – ଭୁବନେଶ୍ୱରର ୬୯ ବର୍ଷ ବୟସ୍କ ପୁରୁଷ।

୯ – ବୌଦ୍ଧ ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୧୦ – ବୌଦ୍ଧ ଜିଲ୍ଲାର ୫୫ ବର୍ଷ ବୟସ୍କା ମହିଳା।

୧୧ – ବୌଦ୍ଧ ଜିଲ୍ଲାର ୪୭ ବର୍ଷ ବୟସ୍କ ପୁରୁଷ।

୧୨ – କଟକ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କା ମହିଳା ଯିଏ ଆକ୍ୟୁଟ୍ ମାଇଲୋଜେନସ୍ ଲ୍ୟୁକେମିଆରେ ମଧ୍ୟ ପୀଡିତ ଥିଲେ।

୧୩ – କଟକ ଜିଲ୍ଲାର ୭୬ ବର୍ଷ ବୟସ୍କ ପୁରୁଷ।

୧୪ – କଟକ ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା।

୧୫ – କଟକ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୬ – କଟକ ଜିଲ୍ଲାର ୫୪ ବର୍ଷ ବୟସ୍କ ପୁରୁଷ।

୧୭ – ଦେବଗଡ଼ ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୮ – ଦେବଗଡ଼ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୯ – ଢେଙ୍କାନାଳ ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ।

୨୦ – ଯାଜପୁର ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୧ – ଝାରସୁଗୁଡା ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨୨ – ଝାରସୁଗୁଡା ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୨୩ – ଝାରସୁଗୁଡା ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ।

୨୪ – ଝାରସୁଗୁଡା ଜିଲ୍ଲାର ୪୧ ବର୍ଷ ବୟସ୍କ ପୁରୁଷ।

୨୫ – କଳାହାଣ୍ଡି ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

୨୬ – କଳାହାଣ୍ଡି ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୨୭ – କଳାହାଣ୍ଡି ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨୮ – କଳାହାଣ୍ଡି ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୨୯ – କଳାହାଣ୍ଡି ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା।

୩୦ – ଖୋର୍ଦ୍ଧା ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୩୧ – ଖୋର୍ଦ୍ଧା ଜିଲ୍ଲାର ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩୨ – ଖୋର୍ଦ୍ଧା ଜିଲ୍ଲାର ୨୭ ବର୍ଷ ବୟସ୍କା ମହିଳା।

୩୩ – ମାଲକାନଗିରି ଜିଲ୍ଲାର ୪୪ ବର୍ଷ ବୟସ୍କ ପୁରୁଷ।

୩୪ – ନବରଙ୍ଗାପୁର ଜିଲ୍ଲାର ୭୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩୫ – ନବରଙ୍ଗପୁର ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

୩୬ – ରାୟଗଡ଼ା ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩୭ – ରାୟଗଡ଼ା ଜିଲ୍ଲାର ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩୮ – ରାୟଗଡ଼ା ଜିଲ୍ଲାର ଜଣେ ୮୩ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୩୯ – ସମ୍ବଲପୁର ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୪୦ – ସମ୍ବଲପୁର ଜିଲ୍ଲାର ୪୩ ବର୍ଷ ବୟସ୍କ ପୁରୁଷ।

ରାଜ୍ୟରେ ଗତ ୨୪ ଘଂଟାରେ ୮,୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ପଜିଟିଭ୍ କେସ୍ : ୮୩୯୯

କ୍ୱାରେଣ୍ଟିନ ସେଣ୍ଟରରୁ: ୪୭୪୧

ସ୍ଥାନୀୟ ସମ୍ପର୍କରୁ: ୩୬୫୮

ଜିଲ୍ଲା ୱାରୀ ପଜିଟିଭ୍ ମାମଲା:

୧ – ଅନୁଗୁଳ: ୪୬୮

୨ – ବାଲେଶ୍ୱର: ୨୪୦

୩ – ବରଗଡ: ୧୮୯

୪ – ଭଦ୍ରକ: ୧୪୭

୫ – ବଲାଙ୍ଗୀର: ୧୧୬

୬ – ବୌଦ୍ଧ: ୧୬୬

୭ – କଟକ: ୭୬୬

୮ – ଦେବଗଡ଼: ୮୧

୯ – ଢେଙ୍କାନାଳ: ୪୫୧

୧୦ – ଗଜପତି: ୮୦

୧୧ – ଗଞ୍ଜାମ: ୬୫

୧୨ – ଜଗତସିଂହପୁର: ୨୬୯

୧୩ – ଯାଜପୁର: ୫୧୪

୧୪ – ଝାରସୁଗୁଡା: ୫୩

୧୫ – କଳାହାଣ୍ଡି: ୧୯୦

୧୬ – କନ୍ଧମାଳ: ୯୫

୧୭ – କେନ୍ଦ୍ରାପଡା: ୨୧୦

୧୮ – କେନ୍ଦୁଝର: ୧୮୬

୧୯ – ଖୋର୍ଦ୍ଧା: ୧୧୦୨

୨୦ – କୋରାପୁଟ: ୧୭୮

୨୧ – ମାଲକାନଗିରି: ୧୨୮

୨୨ – ମୟୂରଭଞ୍ଜ: ୪୮୫

୨୩ – ନବରଙ୍ଗପୁର: ୨୦୦

୨୪ – ନୟାଗଡ଼: ୨୨୩

୨୫ – ନୁଆପଡା: ୩୪

୨୬ – ପୁରୀ: ୪୭୫

୨୭ – ରାୟଗଡ଼ା: ୨୯୨

୨୮ – ସମ୍ବଲପୁର: ୧୯୧

୨୯ – ସୋନପୁର: ୧୪୩

୩୦ – ସୁନ୍ଦରଗଡ: ୪୭୭

୩୧ – ରାଜ୍ୟ ପୁଲ୍: ୧୮୫

ନୂତନ ପୁନରୁଦ୍ଧାର: ୧୧୦୯୫

ସଂଗୃହିତ ପରୀକ୍ଷଣ: ୧୧୯୦୨୦୪୮

ସକରାତ୍ମକ: ୭୮୨୧୩୧

ପୁନରୁଦ୍ଧାର: ୬୯୨୦୨୭

ସକ୍ରିୟ ମାମଲା: ୮୭୨୨୦

ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ –
ଅନୁଗୁଳ ଜିଲ୍ଲାରେ ୩୩, ୯୮୯ [+୪୬୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫, ୧୪୯ [+୪୬୩] ଜଣ ସକ୍ରୀୟ ଅଛନ୍ତି ଏବଂ ୨୮, ୭୨୧ ଜଣ ସୁସ୍ଥ ହୋଇଥିବା ବେଳେ ୧୧୯ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୨୫, ୨୬୮ [+୨୪୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୭୨୫ [+୨୩୯] ଜଣ ସକ୍ରୀୟ ଅଛନ୍ତି ଏବଂ ୨୧, ୪୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧୦୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୨୭, ୯୨୮ [+୧୮୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୩୨୮ [+୧୮୯] ଜଣ ସକ୍ରୀୟ ଅଛନ୍ତି ଏବଂ ୨୪, ୫୫୨ ଜଣ ସୁସ୍ଥ ହୋଇଥିବା ବେଳେ ୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୧୬, ୭୮୫ [+୧୪୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୪୩୫ [+୧୪୭] ଜଣ ସକ୍ରୀୟ ଅଛନ୍ତି ଏବଂ ୧୪, ୩୧୩ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୧, ୬୯୧ [+୧୧୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୧୩୪ [+୧୧୬] ଜଣ ସକ୍ରୀୟ ଅଛନ୍ତି ଏବଂ ୨୦, ୪୯୬ ଜଣ ସୁସ୍ଥ ହୋଇଥିବା ବେଳେ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୦, ୩୩୫ [+୧୬୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୨୮୮ [+୧୬୩] ଜଣ ସକ୍ରୀୟ ଅଛନ୍ତି ଏବଂ ୭, ୦୦୨ ଜଣ ସୁସ୍ଥ ହୋଇଥିବା ବେଳେ ୪୫ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୬୨, ୯୫୦ [+୭୬୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮, ୦୭୯ [+୭୬୧] ଜଣ ସକ୍ରୀୟ ଅଛନ୍ତି ଏବଂ ୫୪, ୬୯୭ ଜଣ ସୁସ୍ଥ ହୋଇଥିବା ବେଳେ ୧୭୦ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୫, ୩୨୫ [+୮୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮୬ [+୭୯] ଜଣ ସକ୍ରୀୟ ଅଛନ୍ତି ଏବଂ ୪, ୭୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୩, ୮୩୬ [+୪୫୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪, ୨୭୮ [+୪୫୦] ଜଣ ସକ୍ରୀୟ ଅଛନ୍ତି ଏବଂ ୯, ୫୨୧ ଜଣ ସୁସ୍ଥ ହୋଇଥିବା ବେଳେ ୩୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୮, ୩୭୬ [+୮୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୦ [+୮୦] ଜଣ ସକ୍ରୀୟ ଅଛନ୍ତି ଏବଂ ୭, ୬୭୭ ଜଣ ସୁସ୍ଥ ହୋଇଥିବା ବେଳେ ୫୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୧, ୭୫୧ [+୬୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୦୯୫ [+୬୫] ଜଣ ସକ୍ରୀୟ ଅଛନ୍ତି ଏବଂ ୩୦, ୩୬୪ ଜଣ ସୁସ୍ଥ ହୋଇଥିବା ବେଳେ ୨୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୧୭, ୮୪୮ [+୨୬୯] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୫୩୨ [+୨୬୯] ଜଣ ସକ୍ରୀୟ ଅଛନ୍ତି ଏବଂ ୧୫, ୨୭୨ ଜଣ ସୁସ୍ଥ ହୋଇଥିବା ବେଳେ ୪୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୨୭, ୩୬୫ [+୫୧୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୬୩୯ [+୫୧୩] ଜଣ ସକ୍ରୀୟ ଅଛନ୍ତି ଏବଂ ୨୩, ୬୯୫ ଜଣ ସୁସ୍ଥ ହୋଇଥିବା ବେଳେ ୩୦ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡା ଜିଲ୍ଲାରେ ୨୨, ୪୩୯ [+୫୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୦୫୭ [+୪୯] ଜଣ ସକ୍ରୀୟ ଅଛନ୍ତି ଏବଂ ୨୧, ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ୫୮ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୨, ୧୭୩ [+୧୯୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୪୪୦ [+୧୮୫] ଜଣ ସକ୍ରୀୟ ଅଛନ୍ତି ଏବଂ ୧୯, ୬୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୨୧ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୯, ୩୪୬ [+୯୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୬ [+୯୫] ଜଣ ସକ୍ରୀୟ ଅଛନ୍ତି ଏବଂ ୮, ୩୭୯ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୧୫, ୯୪୧ [+୨୧୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୮୨୭ [+୨୧୦] ଜଣ ସକ୍ରୀୟ ଅଛନ୍ତି ଏବଂ ୧୪, ୦୬୩ ଜଣ ସୁସ୍ଥ ହୋଇଥିବା ବେଳେ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧୬, ୨୭୫ [+୧୮୬] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୩ [+୧୮୬] ଜଣ ସକ୍ରୀୟ ଅଛନ୍ତି ଏବଂ ୧୫, ୨୮୩ ଜଣ ସୁସ୍ଥ ହୋଇଥିବା ବେଳେ ୫୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୧୭, ୦୩୭ [+୧, ୧୦୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧, ୯୨୭ [+୧, ୦୯୭] ଜଣ ସକ୍ରୀୟ ଅଛନ୍ତି ଏବଂ ୧, ୦୪, ୬୨୪ ଜଣ ସୁସ୍ଥ ହୋଇଥିବା ବେଳେ ୪୭୬ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୫, ୪୩୩ [+୧୭୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୨୭୪ [+୧୭୮] ଜଣ ସକ୍ରୀୟ ଅଛନ୍ତି ଏବଂ ୧୩, ୧୧୭ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୮, ୪୫୧ [+୧୨୮] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୭ [+୧୨୭] ଜଣ ସକ୍ରୀୟ ଅଛନ୍ତି ଏବଂ ୭, ୪୨୯ ଜଣ ସୁସ୍ଥ ହୋଇଥିବା ବେଳେ ୩୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୂରଭଞ୍ଜ ଜିଲ୍ଲାରେ ୨୮, ୯୪୬ [+୪୮୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୫୧୪ [+୪୮୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୫, ୩୩୬ ଜଣ ସୁସ୍ଥ ହୋଇଥିବା ବେଳେ ୯୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୦, ୨୪୧ [+୨୦୦] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୪୫୭ [+୧୯୮] ଜଣ ସକ୍ରୀୟ ଅଛନ୍ତି ଏବଂ ୧୭, ୭୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୧୬, ୨୮୫ [+୨୨୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୬୯୭ [+୨୨୩] ଜଣ ସକ୍ରୀୟ ଅଛନ୍ତି ଏବଂ ୧୩, ୫୩୫ ଜଣ ସୁସ୍ଥ ହୋଇଥିବା ବେଳେ ୫୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୨୨, ୦୬୪ [+୩୪] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୪ [+୩୪] ଜଣ ସକ୍ରୀୟ ଅଛନ୍ତି ଏବଂ ୨୧, ୫୬୨ ଜଣ ସୁସ୍ଥ ହୋଇଥିବା ବେଳେ ୫୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୩୨, ୭୫୪ [+୪୭୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩, ୯୧୦ [+୪୭୫] ଜଣ ସକ୍ରୀୟ ଅଛନ୍ତି ଏବଂ ୨୮, ୬୮୭ ଜଣ ସୁସ୍ଥ ହୋଇଥିବା ବେଳେ ୧୫୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୬, ୦୫୫ [+୨୯୨] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୫୨୫ [+୨୮୯] ଜଣ ସକ୍ରୀୟ ଅଛନ୍ତି ଏବଂ ୧୪, ୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୧୨ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୨୭, ୯୭୬ [+୧୯୧] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୧୩୫ [+୧୮୯] ଜଣ ସକ୍ରୀୟ ଅଛନ୍ତି ଏବଂ ୨୫, ୭୫୦ ଜଣ ସୁସ୍ଥ ହୋଇଥିବା ବେଳେ ୯୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୧୧, ୪୫୭ [+୧୪୩] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧, ୪୦୩ [+୧୪୩] ଜଣ ସକ୍ରୀୟ ଅଛନ୍ତି ଏବଂ ୧୦, ୦୨୧ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୫୫, ୩୧୦ [+୪୭୭] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪, ୭୯୫ [+୪୭୭] ଜଣ ସକ୍ରୀୟ ଅଛନ୍ତି ଏବଂ ୫୦, ୨୪୧ ଜଣ ସୁସ୍ଥ ହୋଇଥିବା ବେଳେ ୨୭୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି ଏବଂ ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଷ୍ଟେଟ୍ ପୁଲ ୨୦, ୫୦୧ [+୧୮୫] ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨, ୦୬୧ [+୧୮୫] ଜଣ ସକ୍ରୀୟ ଅଛନ୍ତି ଏବଂ ୧୮, ୪୪୦ ଜଣ ସୁସ୍ଥ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.