ପୁରୀ ୨୩-୬ (ଓଡ଼ିଆ ପୁଅ) ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୨-୬-୨୦୨୦ ରେ ୧୧୪୩ ସେବାୟତଙ୍କ କୋଭିଡ୍ ୧୯ ପରୀକ୍ଷା କରାଯାଇଥିଲା। କେବଳ ଜଣକୁ ଛାଡ଼ି ସମସ୍ତଙ୍କର କୋଭିଡ୍ -୧୯ ଟେଷ୍ଟ ନେଗେଟିଭ୍ ଆସିଛି ବୋଲି ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ କନଫର୍ମ କେସ୍ କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଟ୍ରେସିଂ ଚାଲିଛି।
Covid 19 Tests of 1143 Servitors were undertaken on 22.6.2020 as per hnbl Supreme Court instructions .Except one all are found negative.Confirm case has been shifted to Covid Hospital before Rath Yatra rituals , Contact tracing is being done and Area has been contained.
— District Election Officer Puri (@Puri_Official) June 23, 2020