Home Coronavirus Outbreak ରାଜ୍ୟରେ ଆଜି ୪୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ, – ମୋଟ ଆକ୍ରାନ୍ତ ୧୭୫୫୫୦ କୁ ବୃଦ୍ଧି

ରାଜ୍ୟରେ ଆଜି ୪୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ, – ମୋଟ ଆକ୍ରାନ୍ତ ୧୭୫୫୫୦ କୁ ବୃଦ୍ଧି

183

ଭୁବନେଶ୍ୱର ୧୯-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୭୫୫୫୦ କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତ : ୪୨୦୯
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୪୧
– ସ୍ଥାନୀୟ ଅଞ୍ଚଳରୁ ୧୭୬୮

– ଖୋର୍ଦ୍ଧା ସର୍ବାଧିକ  ୬୬୩

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୦୯
୨- ବାଲେଶ୍ୱର ଜିଲ୍ଲାରୁ – ୧୮୩
୩- ବରଗଡ଼ ଜିଲ୍ଲାରୁ – ୧୧୬
୪- ଭଦ୍ରକ ଜିଲ୍ଲାରୁ – ୪୩
୫- ବଲାଙ୍ଗୀର ଜିଲ୍ଲାରୁ – ୭୮
୬- ବୌଦ୍ଦ ଜିଲ୍ଲାରୁ – ୫୫
୭- କଟକ ଜିଲ୍ଲାରୁ – ୪୯୧
୮- ଦେବଗଡ଼ ଜିଲ୍ଲାରୁ – ୨୩
୯- ଢେଙ୍କାନାଳ ଜିଲ୍ଲାରୁ – ୮୦
୧୦- ଗଜପତି ଜିଲ୍ଲାରୁ – ୪୩
୧୧- ଗଞ୍ଜାମ ଜିଲ୍ଲାରୁ – ୬୫
୧୨- ଜଗତସିଂହପୁର ଜିଲ୍ଲାରୁ – ୧୪୬
୧୩- ଯାଜପୁର ଜିଲ୍ଲାରୁ – ୧୭୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୮୦
୧୫- କଳାହାଣ୍ଡି ଜିଲ୍ଲାରୁ – ୯୦
୧୬- କନ୍ଧମାଳ ଜିଲ୍ଲାରୁ – ୧୦୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୨୩
୧୮- କେନ୍ଦୁଝର ଜିଲ୍ଲାରୁ – ୭୨
୧୯- ଖୋର୍ଦ୍ଧା ସର୍ବାଧିକ  ୬୬୩
୨୦- କୋରାପୁଟ ଜିଲ୍ଲାରୁ – ୧୧୪
୨୧- ମାଲକାନଗିରି : ୬୩
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦୭
୨୩- ନବରଙ୍ଗପୁର ଜିଲ୍ଲାରେ: ୧୦୨
୨୪- ନୟାଗଡ଼ ଜିଲ୍ଲାରୁ – ୪୭
୨୫- ନୂଆପଡ଼ା ଜିଲ୍ଲାରୁ – ୫୨
୨୬- ପୁରୀ ଜିଲ୍ଲାରୁ – ୩୨୬
୨୭- ରାୟଗଡ଼ା ଜିଲ୍ଲାରୁ – ୯୨
୨୮- ସମ୍ବଲପୁର ଜିଲ୍ଲାରୁ – ୧୫୪
୨୯- ସୋନପୁର ଜିଲ୍ଲାରୁ – ୮୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୧
୩୧- State Pool: ୨୧୦
ଗତକାଲି ସୁସ୍ଥ ହୋଇଥିଲେ : ୪୧୦୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୧୫୮୨୨
– ମୋଟ ଆକ୍ରାନ୍ତ ୧୭୫୫୫୦
– ମୋଟ ସୁସ୍ଥ ହେଲେଣି ୧୩୭୫୬୭
ସକ୍ରୀୟ ଆକ୍ରାନ୍ତ : ୩୭୨୩୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.