Home Coronavirus Outbreak ୩୦ ଜିଲ୍ଲାରୁ ଆଜି ୪୨୩୭ ନୂଆ ଆକ୍ରାନ୍ତ – ମୋଟ ୧୯୨୫୪୮ ପହଁଚିଲା

୩୦ ଜିଲ୍ଲାରୁ ଆଜି ୪୨୩୭ ନୂଆ ଆକ୍ରାନ୍ତ – ମୋଟ ୧୯୨୫୪୮ ପହଁଚିଲା

129

ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ଆଜି ୪୨୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୨୫୪୮ ରେ ପହଁଚିଛି।

– ନୂଆ ଆକ୍ରାନ୍ତ: ୪୨୩୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୮୫
– ସ୍ଥାନୀୟ ଅଞ୍ଚଳରୁ ୧୭୫୨

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୧୦
୨- ବାଲେଶ୍ୱର ଜିଲ୍ଲାରୁ – ୧୬୧
୩- ବରଗଡ଼ ଜିଲ୍ଲାରୁ – ୧୨୧
୪- ଭଦ୍ରକ ଜିଲ୍ଲାରୁ – ୧୩୬
୫- ବଲାଙ୍ଗୀର ଜିଲ୍ଲାରୁ – ୬୭
୬- ବୌଦ୍ଦ ଜିଲ୍ଲାରୁ – ୪୩
୭- କଟକ ଜିଲ୍ଲାରୁ – ୫୭୭
୮- ଦେବଗଡ଼ ଜିଲ୍ଲାରୁ – ୨୨
୯- ଢେଙ୍କାନାଳ ଜିଲ୍ଲାରୁ – ୭୦
୧୦- ଗଜପତି ଜିଲ୍ଲାରୁ – ୪୨
୧୧- ଗଞ୍ଜାମ ଜିଲ୍ଲାରୁ – ୭୧
୧୨- ଜଗତସିଂହପୁର ଜିଲ୍ଲାରୁ – ୧୭୩
୧୩- ଯାଜପୁର ଜିଲ୍ଲାରୁ – ୨୦୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୦୫
୧୫- କଳାହାଣ୍ଡି ଜିଲ୍ଲାରୁ – ୫୭
୧୬- କନ୍ଧମାଳ ଜିଲ୍ଲାରୁ – ୫୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪୮
୧୮- କେନ୍ଦୁଝର ଜିଲ୍ଲାରୁ – ୪୨
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୬୪୭
୨୦- କୋରାପୁଟ ଜିଲ୍ଲାରୁ – ୮୯
୨୧- ମାଲକାନଗିରି : ୪୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୩୯
୨୩- ନବରଙ୍ଗପୁର ଜିଲ୍ଲାରୁ : ୭୦
୨୪- ନୟାଗଡ଼ ଜିଲ୍ଲାରୁ – ୫୦
୨୫- ନୂଆପଡ଼ା ଜିଲ୍ଲାରୁ – ୧୧୫
୨୬- ପୁରୀ ଜିଲ୍ଲାରୁ – ୨୧୯
୨୭- ରାୟଗଡ଼ା ଜିଲ୍ଲାରୁ – ୫୧
୨୮- ସମ୍ବଲପୁର ଜିଲ୍ଲାରୁ – ୧୧୧
୨୯- ସୋନପୁର ଜିଲ୍ଲାରୁ – ୧୩୧
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୧
୩୧- State Pool: ୧୬୯

ଗତକାଲି ସୁସ୍ଥ ହୋଇଥିଲେ : ୩୮୩୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୯୦୫୭୩୧
– ମୋଟ ଆକ୍ରାନ୍ତ ୧୯୨୫୪୮
– ମୋଟ ସୁସ୍ଛ ହୋଲେଣି ୧୫୩୨୧୩
– ସକ୍ରୀୟ ଆକ୍ରାନ୍ତ : ୩୮୫୪୬

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.