ଭୁବନେଶ୍ୱର ୧୮-୪ (ଓଡ଼ିଆ ପୁଅ) ରାଜ୍ୟରେ ୩୬୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୦୪। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୧୨୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୫୩୭ ଚିହ୍ନଟ ହୋଇଛନ୍ତି।
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୫୯
୨- ବାଲେଶ୍ୱର ଜିଲ୍ଲାରୁ – ୩୯
୩- ବରଗଡ଼ ଜିଲ୍ଲାରୁ – ୨୧୦
୪- ଭଦ୍ରକ ଜିଲ୍ଲାରୁ – ୨୭
୫- ବଲାଙ୍ଗୀର ଜିଲ୍ଲାରୁ – ୭୯
୬- ବୌଦ୍ଦ ଜିଲ୍ଲାରୁ – ୬
୭- କଟକ ଜିଲ୍ଲାରୁ – ୧୯୮
୮- ଦେବଗଡ଼ ଜିଲ୍ଲାରୁ – ୩୦
୯- ଢେଙ୍କାନାଳ ଜିଲ୍ଲାରୁ – ୪୭
୧୦- ଗଜପତି ଜିଲ୍ଲାରୁ – ୬୩
୧୧- ଗଞ୍ଜାମ ଜିଲ୍ଲାରୁ – ୬୬
୧୨- ଜଗତସିଂହପୁର ଜିଲ୍ଲାରୁ – ୬୮
୧୩- ଯାଜପୁର ଜିଲ୍ଲାରୁ – ୫୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୮୩
୧୫- କଳାହାଣ୍ଡି ଜିଲ୍ଲାରୁ – ୩୨୪
୧୬- କନ୍ଧମାଳ ଜିଲ୍ଲାରୁ – ୧୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୯
୧୮- କେନ୍ଦୁଝର ଜିଲ୍ଲାରୁ – ୫୬
୧୯- ଖୋର୍ଦ୍ଧା ରୁ : ୭୦୪
୨୦- କୋରାପୁଟ ଜିଲ୍ଲାରୁ – ୩୯
୨୧- ମାଲକାନଗିରି : ୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୧୯
୨୩- ନବରଙ୍ଗପୁର ଜିଲ୍ଲାରେ: ୮୧
୨୪- ନୟାଗଡ଼ ଜିଲ୍ଲାରୁ – ୨୮
୨୫- ନୂଆପଡ଼ା ଜିଲ୍ଲାରୁ – ୨୨୧
୨୬- ପୁରୀ ଜିଲ୍ଲାରୁ – ୧୪୩
୨୭- ରାୟଗଡ଼ା ଜିଲ୍ଲାରୁ – ୫୭
୨୮- ସମ୍ବଲପୁର ଜିଲ୍ଲାରୁ – ୧୯୯
୨୯- ସୋନପୁର ଜିଲ୍ଲାରୁ – ୧୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୩୪୦
୩୧- State Pool ରୁ : ୧୫୫
ଆରୋଗ୍ୟ ହୋଇଛନ୍ତି : ୧୩୦୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୫୯୯୮୭୭
– ମୋଟ ଆକ୍ରାନ୍ତ ୩୬୮୨୫୮
– ମୋଟ ସୁସ୍ଥ ହୋଲେଣି ୩୪୪୮୨୫
ସକ୍ରିୟ ଆକ୍ରାନ୍ତ ୨୧୪୩୬
Covid-19 Report For 17th April
New Positive Cases: 3664
In quarantine: 2127
Local contacts: 1537(Details of local contacts will be shared by concerned Dist Administration)
District Wise Cases:
1. Angul: 59
2. Balasore: 39
3. Bargarh: 210
4. Bhadrak: 27
5. Balangir: 79— I & PR Department, Odisha (@IPR_Odisha) April 18, 2021
6. Boudh: 6
7. Cuttack: 198
8. Deogarh: 30
9. Dhenkanal: 47
10. Gajapati: 63
11. Ganjam: 66
12. Jagatsinghpur: 68
13. Jajpur: 58
14. Jharsuguda: 183
15. Kalahandi: 324
16. Kandhamal: 16
17. Kendrapada: 29
18. Keonjhar: 56
19. Khurda: 704
20. Koraput: 39
21. Malkangiri: 4— I & PR Department, Odisha (@IPR_Odisha) April 18, 2021
22. Mayurbhanj: 119
23. Nawarangpur: 81
24. Nayagarh: 28
25. Nuapada: 221
26. Puri: 143
27. Rayagada: 57
28. Sambalpur: 199
29. Sonepur: 16
30. Sundargarh: 340
31. State Pool: 155New recovery: 1303
Cumulative tested: 9599877
Positive: 368258
Recovered: 344825
Active case: 21436— I & PR Department, Odisha (@IPR_Odisha) April 18, 2021