Home Coronavirus Outbreak ପୁଣି ରାଜ୍ୟରେ କରୋନା ୪ ନେଲା ମୁଣ୍ଡ – ମୃତ୍ୟୁ ସଂଖ୍ୟା ୭୪ କୁ ବୃଦ୍ଧି

ପୁଣି ରାଜ୍ୟରେ କରୋନା ୪ ନେଲା ମୁଣ୍ଡ – ମୃତ୍ୟୁ ସଂଖ୍ୟା ୭୪ କୁ ବୃଦ୍ଧି

115

ଭୁବନେଶ୍ୱର ୧୪-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୪ ମୁଣ୍ଡ। ଜଣ କରୋନା ୭୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କଟକ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ ଏବଂ ଖୋର୍ଦ୍ଦା ଜିଲ୍ଲାରୁ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୭୪ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସୁନ୍ଦରଗଡ଼ ଜିଲ୍ଲା ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତକଙ୍କ ସଂଖ୍ୟା ୨୨ ହେଲାଣି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଚାରିଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- କଟକ ଜିଲ୍ଲାର ଜଣେ ୭୧ ବର୍ଷ ବୟସ୍କ ପୁରୁଷ ଯିଏ କି ଓରାଲ୍ କର୍କଟ ରୋଗରେ ପୀଡିତ ଥିଲେ।

୨- ଖୋର୍ଦ୍ଧା ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କା ମହିଳା।
୩- ଭୁବନେଶ୍ୱରର ଜଣେ ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ।

୪- ଗଞ୍ଜାମ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ହୃଦଘାତରେ ମଧ୍ୟ ପୀଡିତ ଥିଲେ।

ସୁନ୍ଦରଗଡ ଜିଲ୍ଲାର ୧ ବର୍ଷର ୩ ମାସର ଶିଶୁ ଯିଏକି କୋଭିଡ ପଜିଟିଭ ଥିଲା ଏବଂ ଜିଏମ୍ ୧ ଗ୍ୟାଙ୍ଗଲିଓସିଡୋସିସ୍ କାରଣରୁ ଶିଶୁଟିର ଦେହାନ୍ତ ହୋଇଛି।

ରାଜ୍ୟରେ ଆଜି ୫୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୪୨୮୦କୁ ବୃଦ୍ଧି ହୋଇଛି।

– ନୂଆ ଆକ୍ରାନ୍ତ: ୫୪୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୫୪
– ସ୍ଥାନୀୟ ଅଞ୍ଚଳରୁ୧୮୯

– ୨୩ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ – ୧୮୮

-ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୮
୩- ବରଗଡ଼ ଜିଲ୍ଲାରୁ – ୩
୪- ଭଦ୍ରକ ଜିଲ୍ଲାରୁ – ୧
୫- ବଲାଙ୍ଗୀର ଜିଲ୍ଲା : ୫
୬- ବୌଦ୍ଦ ଜିଲ୍ଲାରୁ – ୭
୭- କଟକ ଜିଲ୍ଲାରୁ – ୩୯
୮- ଢେଙ୍କାନାଳ ଜିଲ୍ଲାରୁ – ୨
୯- ଗଜପତି ଜିଲ୍ଲାରୁ – ୨୯
୧୦- ଗଞ୍ଜାମ ଜିଲ୍ଲାରୁ – ୧୮୮
୧୧- ଜଗତସିଂହପୁର ଜିଲ୍ଲାରୁ – ୧୫
୧୨- ଯାଜପୁର ଜିଲ୍ଲାରୁ – ୧
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୬
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦
୧୫- କେନ୍ଦୁଝର ଜିଲ୍ଲାରୁ – ୨୨
୧୬- ଖୋର୍ଦ୍ଦା ଜିଲ୍ଲାରୁ – ୮୭
୧୭- ମାଲକାନଗିରି : ୧୧
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୨୨
୧୯- ନୟାଗଡ଼ ଜିଲ୍ଲାରୁ – ୧
୨୦- ପୁରୀ ଜିଲ୍ଲାରୁ – ୭
୨୧- ରାୟଗଡ଼ା ଜିଲ୍ଲାରୁ – ୨୪
୨୨- ସମ୍ବଲପୁର ଜିଲ୍ଲାରୁ – ୨
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୫୨

– ନୂଆ ସୁସ୍ଥ ହୋଇଥିଲେ୫୦୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୪୭୨୨୬
– ମୋଟ ଆକ୍ରାନ୍ତ ୧୪୨୮୦
– ମୋଟ ସୁସ୍ଥ ହେଲେଣି ୯୨୫୫
– ସକ୍ରୀୟ ଆକ୍ରାନ୍ତ – ୪୯୨୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.