Home Coronavirus Outbreak ରାଜ୍ୟରେ ୮୨୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧

ରାଜ୍ୟରେ ୮୨୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧

124

ଭୁବନେଶ୍ବର ୪-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ସୁନ୍ଦରଗଡରୁ ୬୩୬, କଟକରୁ ୪୪୭, ପୁରୀରୁ ୪୦୨ ଜଣ, ଅନୁଗୁଳରୁ ୩୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ୨୧ ଟି ଜିଲ୍ଲାରେ ୩ ଅଙ୍କ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫, ଯାଜପୁରରୁ ୩୪୭, ନବରଙ୍ଗପୁର- ୩୧୯, ଝାରସୁଗୁଡ଼ାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
୧ ଅନୁଗୁଳ : ୩୯୪
୨-ବାଲେଶ୍ୱର : ୩୦୨
୩-ବରଗଡ: ୩୭୫
୪-ଭଦ୍ରକ: ୬୩
୫-ବଲାଙ୍ଗୀର: ୩୦୫
୬-ବୌଦ୍ଧ: ୯୮
୭-କଟକ: ୪୪୭
୮-ଦେବଗଡ଼ : ୯୮
୯-ଢେଙ୍କାନାଳ : ୪୭
୧୦-ଗଜପତି: ୧୨୧
୧୧-ଗଞ୍ଜାମ: ୬୯
୧୨-ଜଗତସିଂହପୁର: ୧୦୬
୧୩-ଯାଜପୁର: ୩୪୭
୧୪-ଝାରସୁଗୁଦା: ୩୧୬
୧୫-କଳାହାଣ୍ଡି: ୨୩୮
୧୬-କନ୍ଧମାଳ : ୭୭
୧୭-କେନ୍ଦ୍ରାପଡା: ୮୭
୧୮-କେନ୍ଦୁଝର : ୧୨୯
୧୯-ଖୋର୍ଦ୍ଧା : ୧୨୭୧
୨୦-କୋରାପୁଟ: ୧୩୩
୨୧-ମାଲକାନଗିରି: ୩୨
୨୨-ମୟୂରଭଞ୍ଜ: ୧୯୦
୨୩-ନବଗଙ୍ଗପୁର: ୩୧୯
୨୪-ନୟାଗଡ଼: ୨୫୦
୨୫-ନୁଆପଡା: ୨୬୧
୨୬-ପୁରୀ: ୪୦୨
୨୭-ରାୟଗଡା: ୨୩୨
୨୮-ସମ୍ବଲପୁର: ୩୮୫
୨୯-ସୋନପୁର: ୨୪୮
୩୦-ସୁନ୍ଦରଗଡ: ୬୩୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.