Home Coronavirus Outbreak ଦୁଇ ମହିଳା ମୋର୍ଚ୍ଚା ସଭାନେତ୍ରୀ କୋଭିଡ୍ ପିଜେଟିଭ୍

ଦୁଇ ମହିଳା ମୋର୍ଚ୍ଚା ସଭାନେତ୍ରୀ କୋଭିଡ୍ ପିଜେଟିଭ୍

88

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ପ୍ରଚାର ଦାୟିତ୍ୱରେ ଥିବା ବିଜେପି ମହିଳା ମୋର୍ଚ୍ଚାର ଦୁଇ ଜିଲ୍ଲା ସଭାନେତ୍ରୀ କୋଭିଡ୍ ପିଜେଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ଭଦ୍ରକ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ ଏବଂ ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ମନୀଷା ଚିନ୍ମୟୀ ବେହେରା। ଚିକିତ୍ସା ପାଇଁ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ହରପ୍ରିୟା ଏବଂ ମନୀଷା ବିଜେପି ପ୍ରଚାର କାର୍ଯ୍ୟରେ ଜୋରଦାର ଲାଗି ପଡ଼ିଥିଲେ। ଏମାନେ ଦୁଇ ଜଣ ପିଜେଟିଭ୍ ଚିହ୍ନଟ ହେବାପରେ ଅନ୍ୟ ମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.