Home Coronavirus Outbreak ଭୁବନେଶ୍ୱରର ଏହି ଅଞ୍ଚଳରୁ ଆଜିର ୬ କରୋନା ଆକ୍ରାନ୍ତ, ୧୯ ସୁସ୍ଥ

ଭୁବନେଶ୍ୱରର ଏହି ଅଞ୍ଚଳରୁ ଆଜିର ୬ କରୋନା ଆକ୍ରାନ୍ତ, ୧୯ ସୁସ୍ଥ

125

ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) ଆଜି ରାଜଧାନୀ ଭୁବନେଶ୍ୱରରୁ ୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ କରୋନା ଆକ୍ରାନ୍ତମାନଙ୍କୁ COVID ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ ରେ ପହଁଞ୍ଚିଥିବା ବେଳେ ଏ ପର୍ଯ୍ୟନ୍ତ ଆରୋଗ୍ୟ ହୋଇଛନ୍ତି ୧୬୫ ଜଣ ଏବଂ ୧୨୨ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ୪ ଜଣଙ୍କ ଏପର୍ଯ୍ୟନ୍ତ କରୋନା କାରଣରୁ ମୃତ୍ୟୁ ହୋଇଛି।

ଆଜି ନୂଆ ଆକ୍ରାନ୍ତଙ୍କ ବିଷୟରେ

ହୋମ କ୍ୱାରାଣ୍ଟିନ୍ କେସ୍ – ୩ ଜଣ

– ଜଣେ – ୨୪ ବର୍ଷ ପୁରୁଷ ଡୁମୁଡୁମା, ଫେଜ୍ – ୧ ବାଙ୍ଗାଲୁର ଫେରନ୍ତା।
– ୪୧ ବର୍ଷ, ପୁରୁଷ, ନୟାପଲ୍ଲୀ, ଆଇଆରସି ଭିଲେଜ୍, କୋଲକାତା ଫେରନ୍ତା।
– ୩୮ ବର୍ଷ ପୁରୁଷ, ବାପୁଜୀ ନାଗର ଅଞ୍ଚଳର, କୋଲକାତାରରୁ ଫେରିଛନ୍ତି।

ସ୍ଥାନୀୟ ଅଞ୍ଚଳରୁ ଆକ୍ରାନ୍ତ – ୩ ଜଣ

– ଜଣେ ୨୪ ବର୍ଷ ମହିଳା, ଏକ ବେସରକାରୀ ହସ୍ପିଟାଲରେ କମ କରନ୍ତି। ପୂର୍ବ କରୋନା ଆକ୍ରାନ୍ତ ସହିତ ସମ୍ପର୍କ।
– ୫୫ ବର୍ଷ ପୁରୁଷ, ରାଜାରାଣୀ ମନ୍ଦିର ନିକଟ, ଟଙ୍କପାଣି ରୋଡ୍, ୧୫-୬-୨୦୨୦ ରେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱରକୁ ଯାତ୍ରା କରିଥିଲେ।
– ୩୬ ବର୍ଷୀୟ, ପୁରୁଷ ଫରେଷ୍ଟ ପାର୍କ

ଆଜି ସୁସ୍ଥ ହୋଇଛନ୍ତି ୧୯ ଜଣ

– ନୂଆପଲ୍ଲୀ, ଶବର ସାହିର ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନେ ହେଲେ ୧୫ ବର୍ଷ ପୁରୁଷ ଏବଂ ୨୦ ବର୍ଷ ମହିଳା
– ଜଣେ ୨୪ ବର୍ଷ ମହିଳା କରୋନା ଆକ୍ରାନ୍ତ, ସହିଦ ନଗର, ସୁସ୍ଥ ହୋଇଛନ୍ତି।
– ୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ସେମାନେ ହେଲେ – ୫୩ ବର୍ଷ ଏବଂ ୧୪ ବର୍ଷ ପୁରୁଷ, ୪୬ ମହିଳା ବର୍ଷ ମଞ୍ଚେଶ୍ୱର ରେଲୱେ ୱାର୍କସପ୍ ନିକଟରେ
– ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ସେ ହେଲେ ୨୭ ବର୍ଷ ପୁରୁଷ ଆଦିତ୍ୟ କେୟାର ହସ୍ପିଟାଲ ନିକଟ, ଚନ୍ଦ୍ରଶେଖରପୁର।
– ୫ ଜଣ ଡୁମଡୁମା, ସୁବାଷ ନଗର ବସ୍ତିରୁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନଙ୍କ ବୟସ – ୨୪ ବର୍ଷ, ୧୯ ବର୍ଷ, ୧୮ ବର୍ଷ, ୧୫ ବର୍ଷ, ଏବଂ ୧୮ ବର୍ଷ
– ଜଣେ ୨୫ ବର୍ଷ ପୁରୁଷ ଅନ୍ୟର ଜିଲ୍ଲାର ମୂଳ ବାସିନ୍ଦା ସୁସ୍ଥ ହୋଇଛନ୍ତି।
– ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ୩୬ ବର୍ଷ ପୁରୁଷ ଏବଂ ୩୦ ବର୍ଷ ମହିଳା, ପଟିଆ, ପ୍ରଶାନ୍ତି ବିହାର।
– ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ୩୭ ବର୍ଷ, ଡୁମଡୁମା ଅଞ୍ଚଳର ପୁରୁଷ।
– ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ସୈନିକ୍ ସ୍କୁଲ ଅଞ୍ଚଳ, ୩୮ ବର୍ଷ ପୁରୁଷ।
– ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ୪୪ ବର୍ଷ ଏବଂ ୩୨ ବର୍ଷ ପୁରୁଷ, ରେଳ କର୍ମଚାରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.