Home କନ୍ଧମାଳ ୮୦.୩ କିଲୋଗ୍ରାମ ବେଆଇନ ଗଞ୍ଜେଇ ସହିତ ଡିଜାୟର କାର ଜବତ କଲା ବାଲିଗୁଡ଼ା ପୋଲିସ୍ କନ୍ଧମାଳଜିଲ୍ଲା ପରିକ୍ରମା ୮୦.୩ କିଲୋଗ୍ରାମ ବେଆଇନ ଗଞ୍ଜେଇ ସହିତ ଡିଜାୟର କାର ଜବତ କଲା ବାଲିଗୁଡ଼ା ପୋଲିସ୍ By Bureau - July 16, 2021 59 0 0 0 0କନ୍ଧମାଳ ୧୬ ଜୁଲାଇ (ଓଡ଼ିଆ ପୁଅ) ୮୦.୩ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ୍। ଏହା ସହିତ ଏକ ଦ୍ରୁତ ଡିଜାୟର କାର ମଧ୍ୟ ଜବତ କରିଛି। ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି ପୋଲିସ୍। ଏ ନେଇ ବାଲିଗୁଡ଼ା ଥାନାରେ ଏକ ମାମଲା ୧୧୩/୨୧ ରୁଜୁ ହୋଇଛି। Tweet 0 0 0 0