Home Authors Posts by Snigdha Ray

Snigdha Ray

5215 POSTS 0 COMMENTS

ଉପଭୋକ୍ତାଙ୍କୁ ଟିପିଏନ୍‌ଓଡିଏଲ୍ ଲୁଟୁଥିବା ଅଭିଯୋଗ, ଚଢ଼ଉ ନକରି ଜରିମାନା ଲଗାଉ ଥିବା ଅଭିଯୋଗ

0
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟୁତ ବିତରଣ କଂପାନୀ ଟିପିଏନ୍‌ଓଡିଏଲ୍ (ଟାଟା ପାୱାର) ଲୋକଙ୍କୁ ଲୁଟୁଥିବା ଅଭିଯୋଗ ଆସିଛି। ନଦୀଗାଁ ଷ୍ଟ୍ରକଚର ଅଧିନରେ ଆସୁଥିବା ଧାମନଗର ବ୍ଲକ...

ଧାମନଗର ରାସ୍ତା ଦୁର୍ଘଟଣାରେ ଯୁବକ ମୃତ୍ୟୁ

0
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ମହୁରା ଛକ ନିକଟରେ ରବିବାର ରାତି ରେ ଗାଡ଼ି ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ହୋଇଛି।...

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ୍‌ସେବା ଦିବସ ପାଳିତ

0
ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାଇ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଣିନଗର, ଆରଡ଼ିଛକ ଠାରେ...

ଆଜିଠାରୁ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା

0
ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ସ୍ଥାନୀୟ ମନମୋହନ ସଂଗୀତ ପରିଷଦ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଚଳିତ...

ବଉଳା କଲେଜରେ ଅବସର ସମ୍ବର୍ଦ୍ଧନା ସଭା

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ହାଟଡିହୀ ବ୍ଲକ୍ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋ ପରିସରରେ ଆଜି ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନାମ ଚରଣ ପଣ୍ଡିତଙ୍କୁ ଅବସର...

ଆନନ୍ଦରାମ ପାଟୋଡିଆ ସ୍କୁଲରେ ପୋଷାକ ବଂଟନ

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ନିଳୋକ ପଚାଂୟତ ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଂଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।...

ଜାଗୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ୍ଦେ ମାତରଂର ୧୫୦ବର୍ଷ ପୂର୍ତି ଉତ୍ସବ ପାଳିତ

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ଜାଗୁଳା ପଂଚାୟତେର ଥିବା ଜାଗୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ୍ଦେ ମାତରଂ ର ୧୫୦ବର୍ଷ ପୂର୍ତୀ...

ସିଆଇଟିୟୁର ୭ମ ଭଦ୍ରକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ, ନବ୍ୟଫାଶୀବାଦୀ ଶକ୍ତି କୁ ପରାସ୍ତ କରିବାକୁ...

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତର ସମ୍ବିଧାନ, ଧର୍ମ ନିରପେକ୍ଷ ଗଣତନ୍ତ୍ର ଓ ଭାରତର ସାର୍ବଭୌମତ୍ୱ ର ସୁରକ୍ଷା ସମେତ ଶ୍ରମିକ ସପକ୍ଷବାଦୀ ସମସ୍ତ ଶ୍ରମ ଆଇନ...

ମଙ୍ଗଳାକ୍ଷୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧର୍ମପ୍ରାଣା ସମାଜସେବିକା ସ୍ୱର୍ଗତଃ ମଙ୍ଗଳାକ୍ଷୀ ବାରିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଆଜି ମଙ୍ଗଳାକ୍ଷୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନ୍ତଛକସ୍ଥିତ...

ହକି ଖେଳର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଏସ୍‌ବିଡି ଇଂଟରନ୍ୟାସନାଲ ସ୍କୁଲରେ ପ୍ରଦର୍ଶନୀ ହକି...

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ହକି ଖେଳ ର ୧୦୦ ବର୍ଷ ପୂରଣ ନିମନ୍ତେ ,ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ , ଏସ୍ ବି ଡି...

ଟ୍ରେନ ଲାଇନରେ କଟି ଯୁବକ ମୃତ, ଘଟଣା ସ୍ଥଳରେ ଘେଂଟଶ୍ୱର ପୋଲିସ ତଦନ୍ତ ଆରମ୍ଭ

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଘେଂଟଶ୍ୱର ଫାଣ୍ଡି ଅଧିନ ଭଦ୍ରକ-ଧାମରା ରେଳପଥ ରେ ମାଣିପୁର ଠାରେ ରେଳ ଧାରଣାରେ କଟି ଯୁବକ ମୃତ। ମୃତ ଯୁବକ ଜଣକ...

ଢେଙ୍କାନାଳର ଯୁବତୀ ଧାମରାରୁ ଉଦ୍ଧାର

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଢେଙ୍କାନାଳ ର ଏକ ଯୁବତୀ ଧାମରା ପୁଲିସ ଦ୍ୱାରା ଉଦ୍ଧାର ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଗତକାଲି ବିଳମ୍ବିତ ରାତି ରେ...

ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବୀରେ ଧାମରା ବନ୍ଦର ଆଗରେ ହରତାଳ

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନ୍ଦର ମଧ୍ୟରେ ସ୍ଥାନୀୟ ଯୁବକ ଯୁବତୀ ଙ୍କ ନିଯୁକ୍ତି କୁ ନେଇ ଦୀର୍ଘ ଦିନ ହେବ ଅଶାନ୍ତି ଲାଗି ରହିଥିଲା।...

ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟର ବିଚିତ୍ର ନୀତି, ଚାକିରୀ ପାଇଁ ୧୮ ବର୍ଷର ସଂଘର୍ଷ,...

0
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମାସେ ନୁହେଁ କି ବର୍ଷେ ନୁହେଁ। ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଚାକିରୀଟିଏ ପାଇଁ ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ...

ବାଇକ ରାଲି ଓ ଜନ ସମ୍ପର୍କ ପଦଯାତ୍ରା

0
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରାପୁର ବଜାର ଠାରୁ ଗଡସଙ୍ଗ ପର୍ଯ୍ୟନ୍ତ ଏକ ବିଶାଳ "ବାଇକ ରାଲି ଓ ଜନ ସମ୍ପର୍କ...

ଚାନ୍ଦବାଲି ମହାବିଦ୍ୟାଳୟରେ ବନ୍ଦେ ମାତରଂର ୧୫୦ବର୍ଷ ପୂର୍ତୀ ଉତ୍ସବ

0
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ମହାବିଦ୍ୟାଳୟ ରେ ବନ୍ଦେ ମାତରଂ ର ୧୫୦ବର୍ଷ ପୂର୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ର ସମସ୍ତ...

ତିହିଡ଼ି ଲେଖକ ସାମ୍ମୁଖ୍ୟ ପକ୍ଷରୁ ‘ବୋଇତ ଉତ୍ସବ’

0
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ଲେଖକ ସାମ୍ମୁଖ୍ୟ ପକ୍ଷରୁ ‘ବୋଇତ ଉତ୍ସବ’ ରାହାସ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ସୈନିକ ସ୍କୁଲ ପରିସର ମଧ୍ୟରେ...

ଚବିଶପଡ଼ାରେ ‘ହରି ଜାଗରଣ ମେଳା’

0
ଭଦ୍ରକ, ୭ା୧୧ -ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବାରୋ ପଂଚାୟତ ଅଧିନ ଚବିଶପଡ଼ା ଗ୍ରାମରେ ହରିଜାଗରଣ ସମିତି ଆୟୋଜନରେ ‘ହରିଜାଗରଣ ମେଳା’ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ମାନସ ରଞ୍ଜନ ପଣ୍ଡାଙ୍କ ତତ୍ୱାବଧାନରେ ପୂଜାକାର୍ଯ୍ୟ...

ତିହିଡି଼ ବଜାରରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଡ୍ରେନ,ପୂର୍ତ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ

0
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ବଜାରରେ ଖୁବ୍‌ଶୀଘ୍ର ଡ୍ରେନ ନିର୍ମାଣ ହେବ। ଏଥିପାଇଁ ଗୁରୁବାର ପୂର୍ତ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ...

ସୟା ପଂଚାୟତରେ ‘ବନ୍ଦେ ମାତରମ୍‌’ର ୧୫୦ବର୍ଷ ପୂର୍ତି ପାଳନ

0
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନ ସୟା ପଂଚାୟତରେ ଶୁକ୍ରବାର ପଂଚାୟତ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’ର ୧୫୦ବର୍ଷ...