Snigdha Ray
ଜିଲ୍ଲା ଆଇନ୍ ପ୍ରାଧିକରଣ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ଆଇନ୍ସେବା ପ୍ରାଧିକରଣ, ଓଡ଼ିଶା କଟକଙ୍କ ସୂଚନା କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରମା କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ...
ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର “ଆଧୁନିକ ଓଡ଼ିଶାର ବିନ୍ଧାଣି ଡ. ହରେକୃଷ୍ଣ ମହତାବ”
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ମାତୃଭାଷା ପରିଷଦର ବିଛାସଂକ୍ରାନ୍ତି ଆସର ସାମରାଇପୁର, କଲ୍ୟାଣୀନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତିବନ୍ଧୁ ଶିକ୍ଷାବିତ୍ ବୈକୁଣ୍ଠ ବିଶ୍ୱାଳଙ୍କ...
ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଗାନ୍ଧୀ ବାଳାଶ୍ରମ ଚାମ୍ପିୟନ୍
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍...
ଐତିହାସିକ ସେନାପତିଆ ପୋଖରି ଜବରଦଖଲମୁକ୍ତ ଓ ସରକାରୀ ଖାତାକୁ ଫେରିଲା ପରେବି ଏବେ ପୁଣି...
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ର ଧାମନଗର ବ୍ଲକ ଦୋବଲ ନିକଟସ୍ତ କିମ୍ବଦନ୍ତୀ ତଥା ଐତୀହାସିକ ସେନାପତିଆ ପୋଖରୀ ଜବର ଦଖଲ ଥିବା ବେଳେ...
ଚାନ୍ଦବାଲିରେ ଖୁଲମଖୋଲା ଚାଲିଛି ଚୋରା ମଦ ବେପାର ସହ ମଦର ଆସର, ଅବକାରୀ ବିଭାଗ...
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦିନକୁ ଦିନ ଚାନ୍ଦବାଲି ରେ ବଢିବାର ଲାଗିଛି ଚୋରା ମଦ ବେପାର।ପୁର୍ବରୁ ଚାନ୍ଦବାଲି ସହର ଏକ ଶାନ୍ତିପୂର୍ଣ୍ଣ ଓ ଭାଇ ଚାରାର...
ଅଟୋ ଧକ୍କାରେ ସାଇକେଲ ଆରୋହି ମୃତ, ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ପ୍ରଦାନ କଲେ...
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଉତୁକୁଡ଼ା ଗ୍ରାମର ଅରୁଣ କୁମାର ବେହେରା ଅଟୋ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ ସୂତ୍ର ରୁ...
ସାଙ୍ଗ ସାଜିଲା ସୈତାନ,ସାଙ୍ଗକୁ ମାରି ରେଳ ଧାରଣାରେ ଶୁଆଇ ଆତ୍ମହତ୍ୟାର ରୂପ ଦେବା ଘଟଣା,...
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାଙ୍ଗ ସାଜିଲା ସୈତାନ ପ୍ରେମ ସମ୍ପର୍କ କୁ ନେଇ ସାଙ୍ଗକୁ ଜୀବନରୁ ମାରି ଟ୍ରେନ ଦୁର୍ଘଟଣା ର ରୂପ ଦେଇଥିବା ନେଇ...
ଭଦ୍ରକ ଭୂମି ଓଡ଼ିଶା ରାଜନୀତି ପାଇଁ ଏନ୍ତୁଡ଼ିଶାଳ ସାଜିଛି, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ...
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଭୂମି ଓଡ଼ିଶା ରାଜନୀତି ପାଇଁ ଏନ୍ତୁଡ଼ିଶାଳ ସାଜିଛି। ଭଦ୍ରକ ମାଟିର ଯଶସ୍ୱୀ ସନ୍ତାନ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ...
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର, ଚାଳକଙ୍କ ସହ ୪ ଗୁରୁତର
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ୩୫ ନମ୍ୱର ରାଜ୍ୟ ରାଜପଥର ଆରଡି ଫାଣ୍ଡି ଅଧିନ କୁଳେଇପଦା ହନୁମାନଛକ ନିକଟରେ ଗତକାଲି ରାତିରେ ଏକ କାର...
ଭଦ୍ରକରେ ଜାତୀୟ ପ୍ରେସ ଦିବସ ପାଳିତ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜାତୀୟ ପ୍ରେସ୍ ଦିବସ ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳନ କରାଯାଇଛି। ପ୍ରେସ୍ ର ସ୍ୱାଧୀନତା,...
ପ୍ରିୟ ଶିକ୍ଷାବିକାଶ ପରିଷଦର ବାର୍ଷିକ ଉତ୍ସବ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବିଟିପୁର ପଚାଂୟତସ୍ଥ ବରହମ୍ପୁରସ୍ଥିତ ପ୍ରିୟଶିକ୍ଷା ବିକାଶ ପରିଷଦ ଶିକ୍ଷାନୁଷ୍ଠାନର ନବମ ବାର୍ଷିକ ଉତ୍ସବ ଶୁକ୍ରବାର,ଶନିବାର ୨ ଦିନ ବ୍ୟାପି...
ବନ୍ତରେ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀ ନିଳାଚଂଳ ନିଖିଳତ୍କଳ ପାଲାଗାୟକ ପରିଷଦ ଭଦ୍ରକ,ବାଲେଶ୍ୱର ଶାଖାର ୪୫ ତମ ୨ ଦିନିଆ ବାର୍ଷିକ ସମ୍ମିଳନୀ ବନ୍ତ ବ୍ଲକ ଷେଣ୍ଢତିରା...
ବରିଷ୍ଠ ନାଗରିକ ସୁରକ୍ଷା ମଂଚର ବାର୍ଷିକ ଉତ୍ସବ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚର ୬ଷ୍ଠ ବାର୍ଷିକ ଉତ୍ସବ ଆଜି ସ୍ଥାନୀୟ କୁଆଁସମଢିଆସ୍ଥିତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।...
ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଆରମ୍ଭ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅଧିନ ସୋହଡ଼ା ପଂଚାୟତର ଗୌରାଙ୍ଗପୁର ସ୍ଥିତ ଶ୍ରୀ ଚୈତନ୍ୟ ଦେବଙ୍କ ନୂତନ ବିଗ୍ରହ ପ୍ରତିଷ୍ଠାକୁ ନେଇ...
ଗାନ୍ଧୀ ବାଳାଶ୍ରମରେ ଶିଶୁ ଦିବସ ପାଳିତ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଗାନ୍ଧୀ ବାଳାଶ୍ରମର ମିଳିତ ଆନୂକୁଲ୍ୟରେ ଗରଦପୁରସ୍ଥିତ ଗାନ୍ଧୀ ବାଳାଶ୍ରମ ପରିସରରେ ଶିଶୁ ଦିବସ ସମାରୋହରେ ପାଳିତ...
ଧାମରାରୁ ଢେଙ୍କାନାଳ ଝିଅ ଉଦ୍ଧାର ଘଟଣାରେ ୨ଜଣ ଆସାମୀଙ୍କୁ କୋର୍ଟ ଚାଲାଣ, ମୁଖ୍ୟ ଅଭିଯୁକ୍ତକୁ...
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ଶୁକ୍ରବାର ଦିନ ଧାମରାରୁ ଉଦ୍ଧାର ହୋଇଥିବା ଯୁବତୀକୁ ଧାମରା ଥାନାଧିକାରୀ ଶୋଭନ ସ୍ୱାଇଁ ଉଦ୍ଧାର କରିବା ପରେ ସଂପୃକ୍ତ ଯୁବତୀଙ୍କୁ...
ଚେନ୍ନାଇରୁ ଚୋରୀ ୩ଶହ ଗ୍ରାମ ସୁନା ଧାମରାରୁ ଉଦ୍ଧାର, ୩ଦୋଷୀଙ୍କୁ ହେପାଜତରେ ନେଲା ଚେନ୍ନାଇ...
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚେନ୍ନାଇ ର ଏକ ଗହଣା ଦୋକନରୁ ଲୁଟ ହୋଇଥିବା ସୁନା ଧାମରାରୁ ଜବତ ହୋଇଛି। ଏହି ଲୁଟ ଘଟଣାରେ ସଂପୃକ୍ତ ୩ଜଣ...
ପ୍ରେମାନନ୍ଦ ଦାସ ବାବାଜୀଙ୍କ ପ୍ରଥମ ସ୍ମରଣ ଉତ୍ସବ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରେମାନନ୍ଦ ଦାସ ବାବାଜୀ (ପରିବା ବାବା)ଙ୍କ ପ୍ରଥମ ସ୍ମରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜାଗୁଳା ରେଡକ୍ରସ ଠାରୁ...
ଧାମନଗର କଲେଜରେ ପି.ଏମ୍. ଉଷା ତରଫରୁ ରାଜ୍ୟସ୍ତରୀୟ କର୍ମଶାଳା ଉଦଯାପନ ଉତ୍ସବ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ତରଫରୁ ଶୀର୍ଷକ “ଇନଷ୍ଟିଚ୍ୟୁସନାଲ୍ ପ୍ରିପେୟାର୍ଡ଼ନେସ ଫର ନାକ ଆକ୍ରିଡ଼ିଟେସନ”...
ଚାନ୍ଦବାଲିରେ ସିପିଆଇ(ଏମ)ର ସାଧାରଣ ବୈଠକ ଅନୁଷ୍ଠିତ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ( ଆରଏସ୍ଏସ୍) ପରିଚାଳିତ ଆମ ଦେଶରେ ଚାଲିଥିବା ବିଜେପି ନେତୃତ୍ୱାଧିନ ନବ୍ୟଫାଶୀବାଦ ଶାସନରେ ବୃହତ୍ ପୁଞ୍ଜିପତି ଓ...
























