Snigdha Ray
ଧାମନଗର ଏନଏସି ବୈଠକକୁ ଆସିଲେନି କାର୍ଯ୍ୟନିର୍ବାହୀ ଅଧିକାରୀ, ସମ୍ମିଳନୀ କକ୍ଷରେ ଲୋକମୟ, ନିଜ ଅଫିସରେ...
ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଦଶମ ବୈଠକ ଦୀର୍ଘ ୯ ମାସ ପରେ ଅନୁଷ୍ଟିତ ହୋଇଛି। ଏହି...
ଭଦ୍ରକରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ
ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ଥିଲେ। ତାଙ୍କ ଜୀବନ ଓ ତ୍ୟାଗ ଆଜି...
ନଭେମ୍ବର ୧ରୁ ମାଛଧରା ବନ୍ଦ,ଅଲିଭ ରିଡଲେଙ୍କ ମିଳନକୁ ଅପେକ୍ଷା
ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନଭେମ୍ବର ପହିଲାରୁ ମଇ ମାସ ୩୧ ତାରିଖ ଦୀର୍ଘ ୭ମାସ ସମୁଦ୍ରକୁ ମତ୍ସ୍ୟଜିବୀଙ୍କୁ ଯାତାୟତ ମନା ଏହା କେବଳ କାଗଜପତ୍ରରେ ସିମୀତ...
ନାବାଳକ ଠାରୁ ଚୋରା ସୁନା ଅଳଙ୍କାର କିଣି ଦୋକାନୀ ଗିରଫ
ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ବ୍ଲକ୍ ପୀରହାଟ ଥାନା ଅଧୀନରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳକ ଠାରୁ ଚୋରି ଅଳଙ୍କାର...
ପୀରହାଟ ପୋଲିସ ନାକ ତଳେ ଗୋ ତସ୍କରୀ ସାଙ୍ଗକୁ ଗୋରୁ ଚମଡା କାରବାର, ସ୍ଥାନୀୟ...
ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୀରହାଟ ଥାନା ଅଂଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିଗିଡି ବାରେ ଲାଗିଛି। ସବୁ ଜାଣି ଗାନ୍ଧାରୀ ଭୂମିକା ରେ ପୀରହାଟ...
ଭଦ୍ରକ-ବାଲେଶ୍ୱର ଓ କେନ୍ଦୁଝରକୁ ସଂଯୋଗ କରୁଥିବା ରାଜ୍ୟ ରାଜ୍ୟପଥ ମରାମତିରେ ଅନିୟମିତତା
ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ବାଲେଶ୍ୱର ଓ କେନ୍ଦୁଝର ଜିଲାକୁ ସଂଯୋଗ କରୁଥିବା ପୂର୍ତ ବିଭାଗର ସୋରୋ ଡିଭିଜନର ରାଜ୍ୟ ରାଜପଥଟିର ସ୍ୱତନ୍ତ୍ର ମରାମତି କାମରେ ଘୋର...
ଦଳିତ ପରିବାରକୁ କଙ୍ଗାରୁ କୋର୍ଟରେ ୧ ଲକ୍ଷ ଜରିମାନା, ନିଆଁ ପାଣି ବନ୍ଦ, ନ୍ୟାୟ...
ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ପୀରହାଟ ଥାନା ଅଧୀନ ତଳଦପା ଗ୍ରାମର ଏକ ପରିବାର କେତେକ ଖଳ ପ୍ରକୃତିର ଲୋକଙ୍କ ଚକ୍ରାନ୍ତର ଶୀକାର ହୋଇ...
ତଳଦପା ଗାଁର ବାସନ୍ଦ ପରିବାକୁ ମିଳୁନି ନ୍ୟାୟ,୩୧ରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରିବେ ଅନଶନ
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ବାରସର ପଞ୍ଚାୟତ ଅଧୀନ ତଳଦପା ଗାଁରେ ବାସନ୍ଦ ହୋଇଥିବା ଏକ ପରିବାରକୁ ପୋଲିସ ନ୍ୟାୟ...
ପାଳିଆବିନ୍ଧା କଲେଜରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତିହିଡ଼ି ପୋଲିସ୍ ପକ୍ଷରୁ ବତ୍କୃତା ପ୍ରତିଯୋଗିତା
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତ ହେଉଛି ଆମ ସମସ୍ତଙ୍କ ମାତୃଭୂମି। ଏକତା ଆମର ଶକ୍ତି ଓ ଅସ୍ତିତ୍ୱ। ସାମ୍ପ୍ରଦାୟିକ ସଂପ୍ରୀତି ଓ ଅଖଣ୍ଡତାକୁ ରକ୍ଷାକରିବା ପ୍ରତ୍ୟେକ ନାଗରିକର...
ଏକ ଭାରତ ଆତ୍ମ ନିର୍ଭର ଭାରତ ପାଇଁ ଚାନ୍ଦବାଲି ରେ ଗଣ ଦୌଡ଼ ର...
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତ ର ଏକତା ଓ ଅଖଣ୍ଡତା ର ପ୍ରତୀକ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ "ଏକ...
ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ଘଟଣାରେ କିଶ୍ମତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ...
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ପ୍ରଧାନ ଶିକ୍ଷକ ବ୍ରଜ କିଶୋର ଦାସ ଙ୍କୁ...
ବାଂଶଡା ପୋଲିସ ତରଫରୁ ଘଣ୍ଟେଶ୍ୱର +୩ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱର+୩ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବାଂଶଡା ପୋଲିସ ତରଫରୁ ଗମ୍ଭୀର ଓ ଦେଶଭକ୍ତିମୟ ପରିବେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି।...
ଧାମନଗର ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା; ଗରିବଙ୍କୁ ମିଳୁନି ଶେଷକୃତ୍ୟ ପାଇଁ ଟଙ୍କା
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅଞ୍ଚଳରେ ହରିଶ୍ଚନ୍ଦ୍ର ସହାୟତା ଯୋଜନା ବାଟବଣା ହୋଇଛି। ଗତ କିଛି ମାସ ହେଲା ହିତାଧିକାରୀଙ୍କୁ ଏ ଟଙ୍କା ଦିଆଯାଉନଥିବା ଦେଖିବାକୁ...
ଡାକ୍ତର ନିର୍ମଳ ମିଶ୍ର ଙ୍କ ସ୍ମୁତି ରେ ନିର୍ମଳ ନିର୍ମାଲ୍ୟ ପୁସ୍ତକ ଲୋକାର୍ପିତ ଓ...
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ପଞ୍ଚାୟତର ଗୁଲୁ ନଗର ଠାରେ ଡ଼ାକ୍ତର ନିର୍ମଳ ମିଶ୍ର ଙ୍କ ସ୍ମୃତି ରେ ବିଶିଷ୍ଟ ବ୍ୟକ୍ତି ଙ୍କୁ...
ରାଜ୍ୟସ୍ତରୀୟ କିଶୋରୀ କିଶୋର ସମାବେଶରେ ଭଦ୍ରକ ଜିଲ୍ଲାର କିଶୋରୀଙ୍କ କୃତିତ୍ୱ
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏକ ଦୁଇଦିନିଆ ରାଜ୍ୟସ୍ତରୀୟ କିଶୋରୀ କିଶୋର ସମାବେଶରେ ଭଦ୍ରକର ଛାତ୍ରୀମାନେ ସେମାନଙ୍କ କୃତିତ୍ୱ ଦେଖାଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଠାରେ ମହିଳା ଓ...
ଜିଲ୍ଲା ବିଶ୍ୱ ମିତ୍ୱ୍ୟୟୀ ଦିବସ
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ବିଭାଗ କାର୍ଯ୍ୟାଳୟ,ଭଦ୍ରକ ଓ ଅତିରିକ୍ତ ଜିଲ୍ଲାପାଳ ଭଦ୍ରକଙ୍କ ସଭାପତିତ୍ୱରେ ସଦ୍ ଭାବନା ଗୃହ ଠାରେ ଜିଲ୍ଲା...
ଇନ୍ଟାକ୍ ଭଦ୍ରକ ଶାଖାର ଜରୁରୀ ସାଧାରଣ ଅଧିବେଶନ
ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଇନ୍ଟାକ୍ ଶାଖାର ଜରୁରୀ ସାଧାରଣ ଅଧିବେଶନ ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ କୁଆଁସ...
ଶିଶୁ ଶ୍ରମିକ ପ୍ରଥା ବନ୍ଦ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୋସାଇଟି ଫର୍ ୱିକର କମ୍ୟୁନିଟିର ପ୍ରତିଷ୍ଠତା ସଦସ୍ୟ ତଥା କ୍ୟାମ୍ପେନ୍ ଏଗେନ୍ଷ୍ଟ୍ ଚାଇଲଡ଼୍ ଲେବର (ସିଏସିଏଲ୍) ଓଡ଼ିଶା ପୂର୍ବତନ ଜିଲ୍ଲା ଆବାହକ...
ଉଦଘାଟନର ପାଂଚ ବର୍ଷ ପରେ ବି ହସ୍ତାନ୍ତର ହେଉନାହିଁ ହଷ୍ଟେଲ
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଭଣ୍ଡାରିପୋଖରୀ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ମାଣ କରାଯାଇଥିବା ହଷ୍ଟେଲ ଟି କଲେଜ କର୍ତୃ ପ କ୍ଷ...
ନରେଗାକୁ ସହଯୋଗ କରୁନି ଜଙ୍ଗଲ ଓ ଉଦ୍ୟାନ ବିଭାଗ
ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ କୁଆ ନ୍ଥରିକ ତା ଦେଖାଉନାହାନ୍ତି ଦୁଇ ଦୁଇ ଲାଇନ ବିଭାଗ ଜଙ୍ଗଲ ଓ...





















