Snigdha Ray
ମନ୍ତ୍ରୀ ସୂର୍ଯ୍ୟବଂଶୀ ୬୦ ଜଣଙ୍କୁ ବାଂଟିଲେ ନିଯୁକ୍ତି ପତ୍ର
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ଶିକ୍ଷା ବିଭାଗ ପକ୍ଷରୁ ୩୦ ଜଣଙ୍କୁ ଅନୁକମ୍ପା ମୂଳକ ଥଇଥାନ ନିଯୁକ୍ତି ଦିଆଯାଇଥିବାବେଳେ ଓଡ଼ିଶା ଦକ୍ଷତା ବିକାଶ ଉନ୍ନୟନ...
ମାନବ ସମାଜର ପୋଥି ହିଁ ଯଥାର୍ଥ ଗୁରୁ ଓ ପୁସ୍ତକ ମଧ୍ୟ ପ୍ରକୃତ ବନ୍ଧୁ...
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୋଥି ଓ ପୁରାଣ ଆମର ଗୁରୁ ଭଳି ଆମକୁ ପ୍ରେରଣା ଦିଏ ଏବଂ ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ ଓ...
ଚରମ୍ପାରୁ ଟଙ୍କା ଲୁଟ୍ ପରେ ପୁଣି ସ୍ୱର୍ଣ୍ଣାଳଙ୍କାର ଲୁଟ୍, ଶିଶୁକୁ ଖୁଆଇବା ସମୟରେ ସୁନାଗହଣା...
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଚରମ୍ପାରୁ ମାସକ ତଳେ ଜଣେ ବାଇକ୍ ଆରୋହୀର ଡିକିରୁ ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ପରେ ପୁଣିଥରେ...
କାତାର ଦେଶରେ ରହୁଥିବା ଓଡ଼ିଆ ମାନଙ୍କ ଅବସରରେ ଉତ୍କଳିକା କାତାର ପକ୍ଷରୁ ଦୀପାବଳି ଉତ୍ସବ
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରବାସୀ ଓଡିଆ ସଂଗଠନ 'ଉତ୍କଳିକା କାତାର' ତରଫରୁ କାତାର ଦେଶରେ ରହୁଥିବା ଓଡିଆ ମାନଂକୁ ନେଇ ଆଲୋକର ପର୍ବ ଦୀପାବଳି ଉତ୍ସବ...
ସମାଜସେବୀ ଶୁକଦେବ ସାହୁଙ୍କ ସ୍ମୃତିସଭା
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ବନ୍ତ ବ୍ଲକ୍ ଆଗରପଡା ବେଲଶରପୁର ଠାରେ ସମାଜସେବୀ ଶୁକଦେବ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି...
ବନ୍ତ ପୋଲିସ୍ ପକ୍ଷରୁ ସାଇବର ସଚେତନତା
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ଥାନା ପକ୍ଷରୁ ଆଜି ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଛାତ୍ରଛାତ୍ରୀ, ସ୍ୱୟଂ...
ଏବିଭିପିର ୫୦ତମ ରାଜ୍ୟ ଅଧିବେଶନ ଉପଲକ୍ଷେ ପ୍ରଥମ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଳା, ସଂସ୍କୃତି, ସାହିତ୍ୟ, ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ମାଟି ଭଦ୍ରକରେ ଅନୁଷ୍ଠିତ ହେବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା...
ଚୁନଟି ହାଇସ୍କୁଲରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଚୁନଟି, ଚରମ୍ପା ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ଦାସ ଙ୍କ ସଭାପତିତ୍ୱରେ ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ...
ସଂଚୟ ପକ୍ଷ ୨୦୨୫ ପାଳନ ଅବସରରେ ରକ୍ତଦାନ ଶିବିର
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଂଚୟ ପକ୍ଷ ପାଳନ ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ।...
ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ବିଭିନ୍ନ ରାସ୍ତାର ଶିଳାନ୍ୟାସ, ଶତାଧିକ ଅନ୍ୟ ଦଳର କର୍ମୀ...
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଳକର ବିଭିନ୍ନ ରାସ୍ତା ର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉଚ୍ଚ ଶିକ୍ଷା...
୬୯ ବର୍ଷର ବାଉଦପୁରର ହରିହର ବାଲିଯାତ୍ରା ଉଦ୍ଯାପିତ
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଟକ ବାଲିଯାତ୍ରା ଭଳି ନହେଲେ ବି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଦୀର୍ଘ ୬୯ ବର୍ଷ ଧରି ବଜାୟ ରଖିଛି ବାଉଦପୁର ଅଂଚଳର...
ନାରୀ ଶକ୍ତିର ସହଯୋଗ ବିନା ରାଷ୍ଟ୍ରର ସ୍ଥିତି ଅସମ୍ଭବ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ...
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନାରୀ ହିଁ ଗର୍ଭଧାରଣୀ, ସନ୍ତାନ ସନ୍ତତି ସୃଷ୍ଟିକାରିଣୀ, ଶକ୍ତିମୟୀ ତଥା ପାଳନକର୍ତୀ। ସମଗ୍ର ମାନବ ସମାଜର ଅର୍ଦ୍ଧେକ ଅଂଶ ନାରୀ। ନାରୀ...
ଭଦ୍ରକରେ ରାଜ୍ୟସ୍ତରୀୟ “ଭାରତକୁ ଜାଣ’ ପ୍ରଶ୍ନମଂଚ ପ୍ରତିଯୋଗିତା ଅନୁଷ୍ଠିତ
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଶାଖା ଆତିଥ୍ୟୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ପୂର୍ବ ପ୍ରାନ୍ତର ୧୬ଟି ଶାଖା ତରଫରୁ ଚୟନ ହୋଇଥିବା ବିଭିନ୍ନ...
ଭାଗବତ ଟୁଙ୍ଗି ନିର୍ମାଣରେ ଅନିୟମିତତା ନେଇ ଅଭିଯୋଗ
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ମୁସ୍ତାଫାପୁର ପଂଚାୟତର ପଂଚାୟତରେ ରଘୁନାଥପୁର ଠାରେ ଭାଗବତ ଟୁଙ୍ଗି ନିର୍ମାଣ କୁ ନେଇ ବିଡ଼ିଓ ଙ୍କ ଠାରେ ଅଭିଯୋଗ।...
ଆଦର୍ଶ ଶିକ୍ଷକ ଚୈତନ୍ୟ ଚରଣ ଲେଙ୍କାଙ୍କ ବିୟୋଗ
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ଷୋଳଗାଁର ବାସିନ୍ଦା ଆଦର୍ଶ କଳା ଶିକ୍ଷକ ଚୈତନ୍ୟ ଚରଣ ଲେଙ୍କାଙ୍କ (୮୪) ବାର୍ଦ୍ଧକ୍ୟ...
ମା’ ସାରଦା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମା’ ସାରଦା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ୱତନ୍ତ ସେବା ଶିବିର ର ପଂଚମ...
ମହିଳା ମାନଙ୍କର ଆର୍ôଥକ ସ୍ଥିତିରେ ସୁଧାର ପାଇଁ ଓ ମାଇକ୍ରୋଫାଇନାନ୍ସ ସଂସ୍ଥାର ଶୋଷଣ ବିରୁଦ୍ଧରେ...
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ମହିଳା ମାନଙ୍କର ଆର୍ôଥକ ସ୍ଥିତିର ସୁଧାର ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥା କୁ...
ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ପଂଚାୟତ ସମିତି କାର୍ଯ୍ୟାଳୟ, ଚାନ୍ଦବାଲି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଦିଲିପ ରାଉତରାଏ, ଆରକ୍ଷୀ...
“ସ୍ୱାଧୀନତା ସଂଗ୍ରାମ ତଥା ସାଂସ୍କୃତିକ ଜାଗରଣ, ଭଦ୍ରକ ଭୂଖଣ୍ଡର ଅସ୍ମିତା’, ତ୍ରୟୋଦଶ ଭଦ୍ରକ ମହୋତ୍ସବ...
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତ ବର୍ଷ ତଥା ସମଗ୍ର ଓଡ଼ିଶା ରାଜ୍ୟରେ ଭଦ୍ରକ ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର। ଭାରତର ସ୍ୱାଧୀନତା ସଂଗ୍ରାମରେ ଏହି ମାଟିର ମଣିଷମାନେ...
ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଉଦଯାପିତ
ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରାଇ ଉଚ୍ଚ ମାଧ୍ୟମିକ ବିଧ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ସ୍ୱତନ୍ତ୍ର ଶିବିରର ଉଦଯାପନ ହୋଇଯାଇଛି। ଉକ୍ତ ଉଦଯାପନ ଦିବସରେ ଅଧକ୍ଷ...
























