Snigdha Ray
ଟ୍ରେନ୍ରୁ ଖସି ଯୁବକଙ୍କ ମୃତ୍ୟୁ ମାମଲା, ୨ ଲକ୍ଷ ଟଙ୍କା କ୍ଷତିପୂରଣ ଜମା କରିବାକୁ...
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ୍ ନିଜ ହେପାଜତରେ ଟ୍ରେନ୍ରେ ଆଣୁଥିବାବେଳେ ସେ ଖସିପଡି ମୃତ୍ୟୁବରଣ କରିବା ଘଟଣାରେ...
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତି ପରେ… ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ଆଶା ପୁନଃ ଉଜ୍ଜୀବିତ!
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ସବୁ ଜିଲାରେ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିବୃତି ପରେ ଭଦ୍ରକରେ ମେଡିକାଲ...
ଶିକ୍ଷକଙ୍କ ମାଡରେ ଛାତ୍ର ଆହତ ଘଟଣା : ଚପାଇ ଦେବାକୁ ଉଦ୍ୟମ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିର୍ମମ ଶିକ୍ଷକଙ୍କ ନିସ୍ତୁକ ମାଡରେ ଆହତ ଛାତ୍ରଙ୍କ ମାମଲା କାର୍ଯ୍ୟାନୁଷ୍ଠାନ ହେବ ନା ଚାପରେ ଚାପିଯିବ ମାମଲା ବୋଲି ଜନସାଧାରଣରେ ଆଲୋଚନା...
୧୨ମାସ ଦରମାରୁ ବଂଚିତ ହୋଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ୧୨ମାସ ଦରମାରୁ ବଂଚିତ ହୋଇଥିବା ରାମକୃଷ୍ଣପୁର ଜିପିଏଲ୍ଏଫ୍ ଏମ୍ବିକେ, ସିଆରପିଏସ୍, ବ୍ୟାଙ୍କମିତ୍ର ମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ...
ଆଜି ୮୨ ତମ ସହିଦ୍ ସ୍ମୃତି ଦିବସ, ସ୍ମୃତିର ସ୍ୱାକ୍ଷର ବହନ କରୁଛି ସହିଦ...
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେଶ ମାତୃକାର ମୁକ୍ତି ପାଇଁ ଅନେକ ସଂଘର୍ଷ ଓ ସଂଘାତ ଦେଖିବାକୁ ମିଳିଥିଲା ବେଳେ ଏଥିମଧ୍ୟରୁ ଭଦ୍ରକ ଜିଲ୍ଲା ର ଲୁଣିଆ...
ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ ଘଟଣା ତୃତୀୟ ଦିନରେ, ୧୬୩ ଧାରା ବଳବତର, ପରିସ୍ଥିତି ଅପରିବର୍ତିତ
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ବୟାଙ୍ଗଡିହ ପଂଚାୟତ ପତାକା ବାଉଁଶ ଉପାଡ଼ିବାକୁ ନେଇ ଗୁଡୁପୋଖରି ରେ ଗୋଷ୍ଠୀ ସଂଘର୍ଷ ଘଟଣାର ତୃତୀୟ...
ନୂଆ ସରକାରଙ୍କ ୧୦୦ ଦିନର ରିପୋର୍ଟ କାର୍ଡ଼ ହେଉଛି ବିକାଶ ମେଳା – ସଂସ୍କୃତି...
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଆଧାରରେ ଭଦ୍ରକ...
ଲକ୍ଷ୍ମୀବସ୍ କଣ୍ଡକ୍ଟରଙ୍କୁ ମାଡମାରି ଲୁଟ୍ ଅଭିଯୋଗ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଲକ୍ଷ୍ମୀବସ୍ କଣ୍ଡକ୍ଟରଙ୍କୁ ମାଡ ମାରି ଲୁଟ ହେବାକୁ ନେଇ ଆଜି ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ, ଲକ୍ଷ୍ମୀବସ...
ଆନନ୍ଦପୁରରେ ବିଷ୍ଣୁ ସେଠୀଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପୂର୍ବତନ ଧାମନଗର ବିଧାୟକ, ବିରୋଧୀ ଦଳ ଉପନେତା ତଥା ସାହିତ୍ୟିକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଉତ୍ସବ ଦେହୁଡି ଆନନ୍ଦପୁର ଠାରେ...
ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୭ ତମ ଶ୍ରାଦ୍ଧ ପାଇଁ ପ୍ରସ୍ତୁତି
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଫେଲୋସିପ ଠାରେ ପୁରୁଣା ବଜ଼ାର ସଂଗ୍ରାମୀ ମହମ୍ମଦ ହନିଫ ସ୍ମୃତି ସଂସଦ ଆନୁକୂଲ୍ୟରୁ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫ ବାବୁଙ୍କ ୫୭...
ଗୋବିନ୍ଦ ଭଟ୍ଟାଚାର୍ଯ୍ୟଙ୍କ ବିୟୋଗରେ ଶୋକସଭା
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ପ୍ରତିଷ୍ଠାତା ସଭାପତି ଅଜୟ ନାୟକଙ୍କ ଆବାହନରେ ତ୍ୟାଗଭୂମି ଭବନରେ ସୁ-ସାହିତ୍ୟିକ, ଗବେଷକ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟଙ୍କ ବିୟୋଗରେ ଏକ...
ଭଦ୍ରକ ଜିଲ୍ଲାରେ “ନିପୁଣ ଓଡ଼ିଶା”ର ଶୁଭାରମ୍ଭ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିପୁଣ ଓଡ଼ିଶା ମିଶନର ଶୁଭାରମ୍ଭ ହୋଇଛି । ଜିଲ୍ଲାସ୍ତରୀୟ ଏହି ସମ୍ମିଳନୀରେ ଜିଲ୍ଲାପାଳ ଦିଲୀପ କୁମାର...
ଗୁଡୁପୋଖରି ରେ ଗୋଷ୍ଠୀ ସଂଘର୍ଷ ଘଟଣା ୭ ଗିରଫ, ପ୍ରଶାସନ ପକ୍ଷରୁ ଶାନ୍ତିକମିଟି ବୈଠକ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଗୁଡୁ ପୋଖରି ନିକଟସ୍ତ ଅରୁଣ ବଜାରରେ ଗୁରୁବାର ସକାଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ...
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆଲୋଚନା ଚକ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୌଣସି ରାଷ୍ଟ୍ରକୁ ଧ୍ୱଂସ କରିବାକୁ ହେଲେ ତାର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କଲେ ତାହା ପରମାଣୁ ବୋମା ଠାରୁ ମଧ୍ୟ ଅଧିକ...
ସଂଗଠନରୁ ବହିଷ୍କୃତ ଶିକ୍ଷକଙ୍କ ସଭାକୁ ବିରୋଧ କଲା ଭଦ୍ରକ ଜିଲା ପ୍ରାଥମିକ ଶିକ୍ଷକ ସଂଘ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ହରିପୁର ରୋଡ୍, କଟକ-୧, ୫ ଖାରବେଳ ନଗର ବ୍ୟାନର ଓ ରେଜିଷ୍ଟ୍ରେସନ ନମ୍ବରକୁ ଚଂଚକତା...
ବିଜେପିର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ପକ୍ଷ ପାଳନ ଅବସରରରେ ସୁବର୍ଣମୁଖୀ ମଣ୍ଡଳ ଶାଖା ଆନୁକୂଲ୍ୟରେ ଗୁରୁବାର ଦିନ ସ୍ୱଚ୍ଛ ଭାରତ...
ଧସିଲା ବୈତରଣୀ ନଦୀ ବନ୍ଧ
ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀର ବାମପାର୍ଶ୍ୱ ବନ୍ଧର ଆମ୍ବଗଡ଼ିଆ ନିକଟରେ ପ୍ରାୟ ୪୦ ଫୁଟ ଲମ୍ବର ବନ୍ଧର ଦକ୍ଷିଣ ପାର୍ଶ୍ୱ ଦୁଇଫୁଟରୁ ଅଧିକ ଦବିଯାଇ...
ଟେଣ୍ଡର ପାଇବାକୁ ନେଇ ଉତେଜନା
ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣଙ୍କ ନାମରେ ଦୁଇଟି ଟେଣ୍ଡର ପାଇବାକୁ ନେଇ ପୈାର ପରିଷଦ କାର୍ଯ୍ୟାଳୟରେ ଉତେଜନା ଦେଖାଦେଇଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର...
ଡାଟା ଏଂଟ୍ରି ଅପରେଟରଙ୍କୁ ଦୁର୍ବ୍ୟବହାର କରି ଯୁବକ ଅଟକ
ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମବାୟ ସମିତି ଡାଟା ଏଂଟ୍ରି ଅପରେଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଏମିତି ଘଟଣା ବାସୁଦେବପୁର...
ରାସ୍ତାର ଦୂରାବସ୍ଥା, ୧ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ
ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାଧୀନତାର ଦୀର୍ଘବର୍ଷ ପରେ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ଭଲ ରାସ୍ତାଟିଏ ନଥିବାରୁ ରୋଗୀଙ୍କୁ ଷ୍ଟ୍ରେଚରରେ ବୁହାହେବା ପରି ଘଟଣା ଦେଖିବାକୁ...