Snigdha Ray
ଭଦ୍ରକ: କେନ୍ଦୁଝର ପୁଲିସ୍ ସ୍କାନରରେ ଥିବା ମୋଷ୍ଟ ୱାେଂଟଡ ଗୋ ମାଫିଆ ରାଜନ ଗିରଫ,...
ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ରାଜ୍ୟରେ ପୁଲିସ୍ର ମୋଷ୍ଟ ୱାଂଟେଡ ତାଲିକାରେ ଥିବା ଭଦ୍ରକ ସହରର ପୁରୁଣା ବଜାର ମୁଲ୍ଲାସାହି ନିବାସୀ କୁଖ୍ୟାତ ଗୋ ମାଫିଆ...
ଭଦ୍ରକ: ମୋଷ୍ଟ ୱାଣ୍ଟେଡ ଗୋ ମାଫିଆ ରାଜନ ଘରେ ଚଢ଼ାଉ ୪ ଜିଲ୍ଲାର ୪୬...
ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ରାଜ୍ୟରେ ଭଦ୍ରକ ସହରର ପୁରୁଣା ବଜାର ନିବାସୀ କୁଖ୍ୟାତ ଗୋ ମାଫିଆ ସେକ ରାଜନ ଓରଫ ସେକ ତାଜ ଉଦ୍ଦିନର...
ଭଦ୍ରକ ହୋମଗାର୍ଡ ନିଯୁକ୍ତିରେ ମହା ଦୁର୍ନୀତି,ହରଡଘଣାରେ ପୋଲିସ ରିଜର୍ଭ ଇନିସ୍ପେକ୍ଟର, ଟଙ୍କା ମାଗିବା ଅଡିଓ...
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିର ଫାଇନାଲ ଲିଷ୍ଟ ପ୍ରକାଶ ପାଇବାର କିଛି ଘଂଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ମାନେ ନିଯୁକ୍ତିରେ ଅନିୟମିତତା...
ଗଛ କଟାରେ ଶ୍ରୀହୀନ ଧାମନଗର ମହାବିଦ୍ୟାଳୟ
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୯୭୭ ମସିହାରେ ପ୍ରତିଷ୍ଠିତ ଧାମନଗର ମହାବିଦ୍ୟାଳୟ ଆଜି ନିଜର ସବୁଜ ପରିବେଶ ଓ ପୁରୁଣା ଶୋଭା ହରାଇ ଶ୍ରୀହୀନ ହୋଇପଡ଼ିଛି। ଉନ୍ନତିମୂଳକ...
ଘେଂଟଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ଯୁବ ଦିବସ ପାଳିତ
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଘେଂଟଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ରେଡ଼କ୍ରସ ଓ ଜାତୀୟ ସେବାସଂସ୍ଥାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ...
ଶାଆଁଳପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଶାଆଁଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ବାର୍ଷିକ କ୍ରୀଡା ଓ ପୁରସ୍କାର...
ବନ୍ତ ବ୍ଲକ୍ ବିଜୁ ଯୁବ ଛାତ୍ର ଜନତା ଦଳର ବନ୍ଧୁମିଳନ
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରିପୋଖରୀ...
ରାଜା ସ୍ମାରକୀ କ୍ରିକେଟ’ ଉଦଯାପିତ,ସୂର୍ଯ୍ୟଶୀଖା ଭଦ୍ରକକୁ ହରାଇ ସୋର ୟୁନାଇଟେଡ ଚାମ୍ପିଅନ
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମା’ ଦପାନାୟକାଣୀ କ୍ଲବ ଆନୁକୁଲ୍ୟରେ ଭଟ୍ଟସାହି ପଂଚାୟତର ଫଳପୁର ଠାରେ ଆୟୋଜିତ ହୋଇଥିବା 'ରାଜା ସ୍ମାରକୀ କ୍ରିକେଟ ଟୁର୍ଣ୍ଣମେଂଟ' ଶୁକ୍ରବାର ସଫଳତାର...
ହଜରତ ସୟଦ ଶାହା ଜମାଲଉଦ୍ଦିନ ପୀରବାବାଙ୍କ ୪୫ତମ ବାର୍ଷିକ ଉର୍ଷ ଉତ୍ସବ ଓ ଜଲସା...
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଏନ୍ ଏ ସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ଫକିର ସାହି ଗ୍ରାମରେ ପ୍ରତ୍ୟେକ ବର୍ଷ...
ବନ୍ୟା ଛାଡିବାର ୫ମାସ ବିତିଲା, କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି କ୍ଷତିପୂରଣ
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ଅଗଷ୍ଟ ଓ ସେପ୍େଟମ୍ବର ମାସରେ ବୈତରଣୀ ନଦୀରେ ଆସିଥି ଛୋଟବଡ ୪/୫ଟି ବନ୍ୟାରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତଳିଆ...
କାମକରି ଉଚିତ ପ୍ରାପ୍ୟ ନପାଇବାରୁ କୃଷି ଓ ପ୍ରାଣୀ ମିତ୍ରଙ୍କ ମଧ୍ୟରେ ଅସନ୍ତୋଷ,ବିଡ଼ିଓଙ୍କ କାର୍ଯ୍ୟାଳୟରେ...
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ବିଭିନ୍ନ ପଂଚାୟତରେ କାର୍ଯ୍ୟରତ ପ୍ରାଣୀ ଓ କୃଷିମିତ୍ରମାନେ କାମକରି ଉଚିତ ପ୍ରାପ୍ୟ ନପାଇବାରୁ ସେମାନଙ୍କ ମଧ୍ୟରେ...
କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭଦ୍ରକ...
ଭଦ୍ରକ, ୧୬ା୧ - ଭଦ୍ରକ ଜିଲ୍ଲାର ସମସ୍ତ ପଂଚାୟତରେ ସରକାରୀ ଧାନ କ୍ରୟ ମଣ୍ଡି ଖୋଲି ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ସରକାରଙ୍କ ଘୋଷିତ ମୂଲ୍ୟରେ ଧାନ କ୍ରୟ କରିବା,...
ରାଜ୍ୟସ୍ତରୀୟ ବ୍ୟାଡ଼ମିଂଟନ ଟୁର୍ଣ୍ଣାମେଂଟ ଉଦଘାଟିତ
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଠାରେ ରାଜ୍ୟସ୍ତରୀୟ ସର୍ବ କନିଷ୍ଠ ଓ କନିଷ୍ଠ ବର୍ଗର ଦ୍ୱିତୀୟ ସୋପାନ ଚାମ୍ପିୟନସିପ ଉଦଘାଟିତ ହୋଇଯାଇଛି। ଓଡିଶା ବ୍ୟାଡ଼ମିଂଟନ ଆସୋସିଏସନ...
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଭଦ୍ରକ ଗସ୍ତ,ଅଙ୍ଗନୱାଡି...
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ସୁମିତ୍ରା କୁମାରୀ ପଟ୍ଟନାୟକ ଗତକାଲି ଭଦ୍ରକ ଜିଲା...
ସାଂସଦଙ୍କ ଦ୍ୱାରା ଜଳସମ୍ପଦ ପ୍ରକଳ୍ପର ଶିଳାନ୍ୟାସ
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଖୁଆପଦା ଜଳସମ୍ପଦ ଡିଭିଜନର ୪ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନାଲରେ ନବୀକରଣ କାର୍ଯ୍ୟ ସ୍ଥାନୀୟ ସାଂସଦ ଅଭିମନ୍ୟୁ...
ଟଙ୍କାପାଇଁ ଶିଶୁ ବିକ୍ରି ଘଟଣା,ଦୋଷୀ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠନ
ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଂଚଳରେ ଘଟିଥିବା ଏକ ଅଭାବନୀୟ ଏବଂ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଭାବେ ନବଜାତ ଶିଶୁକୁ ବାପା...
ବାଙ୍ଗାଲୋରରେ ମୃତ୍ୟୁବରଣ କରିଥିବା ଦୀପକଙ୍କ ପରିବାରକୁ ସନ୍ଥ ରାମପାଲଜୀ ମହାରାଜଙ୍କ ସହାୟତା
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜିର ଆଧୁନିକ ସମାଜ ବିଜ୍ଞାନ, ପ୍ରଯୁକ୍ତି, ଯୋଗାଯୋଗ ଓ ଅର୍ଥନୀତିରେ ଦ୍ରୁତ ଅଗ୍ରଗତି କରିଥିଲେ ମଧ୍ୟ ମଣିଷର ସବୁଠାରୁ ମୌଳିକ ଆବଶ୍ୟକତା ଖାଦ୍ୟ,...
ବୈରାଗୀ ଚରଣ ଘଡାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ,ଉଦଘାଟନୀ ମ୍ୟାଚରେ ରୟାଲ-୧୧ ବାଲେଶ୍ୱର ବିଜୟୀ
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଂଚାୟତର ହନୁମାନ ପଡ଼ିଆରେ ପୂର୍ବତନ ସରପଞ୍ଚ ସ୍ୱର୍ଗତ ବୈରାଗୀ ଚରଣ ଘଡାଇ ଙ୍କ ସ୍ମୃତିରେ...
ବୁଦ୍ଧିମତା ଯୁକ୍ତ ସାମାଜିକ ଗାଳ୍ପିକ ଥିଲେ ବ୍ୟାସକବି,“ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର”
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆମ ମାତୃଭାଷା ପରିଷଦର “ମକର ସଂକ୍ରାନ୍ତି ଆସର” ସାମରାଇପୁରସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ....
ପୋଲ ନିର୍ମାଣ ସ୍ଥାନ ପରିବର୍ତନ ନେଇ ଗ୍ରାମବାସୀ ଜିଲାପାଳଙ୍କୁ ଭେଟିଲେ
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ବୈତରଣୀ ନଦୀର ବାରିକ ମିସ୍ତ୍ରୀ ବନ୍ଧ ପାଶ୍ୱର୍ସ୍ଥ ପାଖାପାଖି ୧ କିମି ଦୂରରେ ଥିବା ଝୁଟୁଣା ଗ୍ରାମପଂଚାୟତର...
























