Snigdha Ray
ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ସଦଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବିଧାୟକ ସିତାଂଶୁ ସେଖର...
ଆଜି ବୈଦିକ ଶିକ୍ଷାର ବିଲୟ ଘଟିଥିବାବେଳେ ମୂଲ୍ୟବୋଧ ଭିତିକ ଶିକ୍ଷାର ବିକାଶ ହୋଇପାରିନାହିଁ, ଖୁବଶୀଘ୍ର...
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯେଉଁ ଜ୍ଞାନୀଗୁଣୀ ବ୍ୟକ୍ତିଙ୍କ ପାଇଁ ଏହି ଶିକ୍ଷାନୁଷ୍ଠାନ ଏକ ବଟବୃକ୍ଷରେ ପରିଣତ ହୋଇଛି, ସେମାନେ ଆମ ପାଇଁ ଚିରସ୍ମରଣୀୟ। ଶିକ୍ଷା ଗ୍ରହଣ...
ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଶୁଭ ଉଦ୍ଘାଟନ ଉତ୍ସବ
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ୧୧ ଘଟିକା ସମୟରେ ଭଦ୍ରକ ବ୍ଲକସ୍ଥ ବରହମପୁର ସେବା ସମବାୟ ସମିତି ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଶୁଭ...
ନରେନ୍ଦ୍ରପୁର ପଂଚାୟତ ଛତ୍ରପଦା ଗାଁରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ରୁ ଉର୍ଦ୍ଧ ଘର, ୨୦ ଗୋରୁ,...
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ପଂଚାୟତ ଛତ୍ରପଦା ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ଅଗ୍ନି କାଣ୍ଡ।...
ମାନବିକତା ଦେଖାଇ ଯୁବକ ଏସପିଙ୍କୁ ଫେରାଇଲେ ଟଙ୍କା
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାସ୍ତାରୁ ପାଇଲେ ପୁଳା ପୁଳା ଟଙ୍କା, ଲୋଭ ନରଖି ପ୍ରଥମେ ଟଙ୍କା ଫେରାଇବା ପାଇଁ ପ୍ରଥମେ ସାମାଜିକ ଗଣ ମାଧ୍ୟମର ସାହାଯ୍ୟ...
ଧାମନଗରରେ ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦର ନବ ବଷ ବନ୍ଧୁ ମିଳନ ଓ କବିତା...
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ନୂତନ ବର୍ଷ ଉପଲକ୍ଷେ ଏକ ଭବ୍ୟ ବନ୍ଧୁ ମିଳନ ଓ କବିତା ଆସର...
ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଓ ନିଶ୍ଳକ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ୧୯୯୫ ମସିହା ଛାତ୍ର ଛାତ୍ରୀ ମାନେ ଆଖଣ୍ଡଳମଣି ସରକାରୀ ସ୍କୁଲ ରେ ପଡ଼ୁଥିବା ଛାତ୍ର ଛାତ୍ରୀ ମାନେ ଓ ଭଦ୍ରକ...
ଦୋବଲ ସ୍ଥିତ ଏସ୍.ଏ.ଜେ ହାଇସ୍କୁଲ ହେବ ମଡେଲ ସ୍କୁଲ: ଗାଁ ପିଲାଏ ପାଇବେ ଗୁଣାତ୍ମକ...
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ପ୍ରତିଷ୍ଠିତ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ପଞ୍ଚାୟତ...
ଜିଲ୍ଲାରେ ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷାରେ ୧୦୦ କ୍ଲଷ୍ଟରରେ ସିଏସଏ କରିବେ ସାମାଜିକ ସମୀକ୍ଷା
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ୧୦୦ କ୍ଲଷ୍ଟରରେ ପ୍ରାୟ ୨୨୩ ସ୍କୁଲରେ ଭିଲେଜ ରିସୋର୍ସ ପର୍ସନ(ଭିଆରପି )ତଥା କ୍ଲଷ୍ଟର ସୋସିଆଲ ଅଡିଟର ( ସିଏସଏ)ମାନେ...
ବାଂଶଡା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ବିନା ଫଳକରେ ରଙ୍ଗଲେପି ବିଲ ଉଠାଣ, କନିଷ୍ଠଯନ୍ତ୍ରୀ କିଛି...
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିନା ସୂଚନା ଫଳକରେ କାର୍ଯ୍ୟ ହେଉଥିବା ବେଳେ ଏହି କାର୍ଯ୍ୟ କିଏ କରୁଛି , କେତେ ଟଙ୍କାର କାର୍ଯ୍ୟ ଏବଂ କାହା...
ସମଗ୍ର ଉତ୍କଳରେ ଭଦ୍ରକର କଳା ସଂସ୍କୃତି ର ସ୍ଥାନ ସ୍ୱତନ୍ତ୍ର ରହିଛି,ଦଶମ ଭଦ୍ରକ ସାଂସ୍କୃତିକ...
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଭାବେ ଯେପରି ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ସୁବର୍ଣ୍ଣ ସ୍ୱାକ୍ଷର ଆଙ୍କିଛି...
ଅଖଣ୍ଡ ଓଡ଼ିଶାର ଗାଥା ବହନ କରୁଛି ‘ମୁଁ ଓଡ଼ିଆ ପ୍ରତିଷ୍ଠାନ’,ଏପ୍ରିଲ ପ୍ରଥମ ସପ୍ତାହରେ ପାଳିତ...
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏବେ ସମୟ ଆସିଛି ଆମ ସମସ୍ତଙ୍କୁ ଅଖଣ୍ଡ ଓଡ଼ିଶାକୁ ଅଖଣ୍ଡ ରଖିବାକୁ ହେବ। ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ହେବ। ପ୍ରାଚୀନ...
ସାହାଡାପଲ୍ଲୀ,ଓଳମ ଓ ଜିରିଣା ରାସ୍ତା ନିର୍ମାଣ କେବେ? ଭିତିିି ପ୍ରସ୍ତରକୁ ୫ ମାସ ପୂରିବ
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୨ଟି ପଚାଂୟତର ଗ୍ରାମ୍ୟ ଉନ୍ନୟନ ବିଭାଗର ୨ଟି ରାସ୍ତାକୁ ଆଜକୁ ୪ ମାସ ପୂର୍ବେ ଭଦ୍ରକ...
ଧାମନଗର ଯାଦବ ସଂଘ ପକ୍ଷରୁ ମୃତ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଆର୍ôଥକ ସହାୟତା
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ଯୁବକ ଦୀପକ ବାରିକ (୩୩) ଦାଦନ ଖଟିବାକୁ ହାଇଦ୍ରାବାଦର ଏକ ଘୋଇଇ କମ୍ପାନୀରେ କାର୍ଯ୍ୟରତ...
ଚାନ୍ଦବାଲି ଜଳସମ୍ପଦ ବିଭାଗର ବିବାଦୀୟ ସହକାରୀ ଯନ୍ତ୍ରୀଙ୍କ ପୁନଃ ବଦଳି ପାଇଁ ଯନ୍ତ୍ରୀ ମୁଖ୍ୟଙ୍କ...
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ଠାରେ ଥିବା ଜଳ ସମ୍ପଦ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ପୁନଃ ବଦଳି ଦାବୀ କରିଛନ୍ତି ଅଂଚଳବାସୀ। ଏ ନେଇ...
ମହୋତ୍ସବ ମାଧ୍ୟମରେ ସମ୍ପର୍କ ଓ ନିଜ ଅଂଚଳର ବିକାଶ ହୋଇଥାଏ ,ଦଶମ ଭଦ୍ରକ ସାଂସ୍କୃତିକ...
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମହୋତ୍ସବ ମାଧ୍ୟମରେ ସମ୍ପର୍କ ଓ ନିଜ ଅଂଚର ବିକାଶ ହୋଇଥାଏ । ଭଦ୍ରକ ଜିଲ୍ଲା ହେଉଛି ତ୍ୟାଗର ମାଟି । ସମଗ୍ର ଓଡ଼ିଶା...
ଉତ୍କଳ ସେବା ସଂଘ ପକ୍ଷରୁ ମୃତ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଆର୍ôଥକ ସହାୟତା
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଂଚାୟତର ଯୁବକ ଦୀପକ ବାରିକ (୩୩) ଦାଦନ ଖଟିବାକୁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ...
ମହତାବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ପକ୍ଷରୁ ଡ.ହରେକୃଷ୍ଣ ମହତାବଙ୍କ ୩୯ ତମ ପୂର୍ଣ୍ଣ୍ୟ ତିଥି ପାଳିତ ହୋଇଯାଇଛି । ମଂଚ ସଭାପତି...
ଜନ ପ୍ରତିନିଧିଙ୍କୁ ନବ ବର୍ଷ ଅଭିନନ୍ଦନ ଜଣାଇଲେ କର୍ମୀ
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜନପ୍ରତିନିଧି ଓ କର୍ମୀ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଜଣକୁ ଛାଡି ଅନ୍ୟ ଜଣକର କଳ୍ପନା କରାଯାଇ ପାରିବ ନାହିଁ...
ନିଶ୍ଚନ୍ତପୁର ସମବାୟ ସମିତିର ବାର୍ଷିକ ସାଧାରଣ ସଭା ,ସମିତିର ସ୍ଥିତି ସୁଦୃଢ଼ ହେଲେ ଚାଷୀମାନେ...
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ନିଶ୍ଚନ୍ତପୁର ସେବା ସମବାୟ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସମିତିର ପ୍ରଶାସନିକ...























