Snigdha Ray
ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗାମୀ ୭୮ ତମ ସ୍ୱାଧୀନତା ଦିବସ-୨୦୨୪ କୁ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ...
ରାସ୍ତା କଡରୁ ନବ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ତ କରଞ୍ଜମାଳ ପଂଚାୟତରୁ ଏକ ନବ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ପ୍ରାପ୍ତ ଖବରରୁ...
ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ପିଲା ପଢ଼ୁଛନ୍ତି ପାଠ, ୩ଟି ଗୃହରେ ୮ ଶ୍ରେଣୀର ୨୨୪...
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କରୁଛନ୍ତି । ପ୍ରାଥମିକ ଶିକ୍ଷାର ବିକାଶ ହେଲେ ସମାଜର ଉନ୍ନତି ସାଧିତ...
ନିଆରା ସମାଜସେବୀ ରୋଟାରିଆନ୍ ଶାନ୍ତିସୂରୂପ ମିଶ୍ର, ବିଦ୍ୟାର୍ଥୀ ବିକାଶ ମଂଚ ତରଫରୁ କୃତଜ୍ଞତା
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେଶ ଦୁନିଆ ଓ ଯୁବ ବର୍ଗଙ୍କ ପାଇଁ ଏକ ଭଲ ଖବର । ଭଦ୍ରକର ଯୁବ ସମାଜସେବୀ ତଥା ରୋଟାରିଆନ୍ ଶାନ୍ତିସୂରୁପ...
କୁଆଁଶମଢିଆ ମୌଜାର କାଡା ନାଳକୁ ଅବୈଧ୍ୟ ଜବର ଦଖଲ, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ଚାଷୀ,...
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ ଆଗରପଡା ରାଜସ୍ୱ ନିରିକ୍ଷକ ଅଧିନ କୁଆଁଶମଢିଆ ମୌଜାରେ ଥିବା ପ୍ଲଟ ନଂ୫୭୮ କିସମ ରକ୍ଷିତ...
ତଳକାଁପଡ଼ା ଗ୍ରାମରେ ନଳକୂପରେ ଗାଧୋଇବା ଓ ପାଣିନେବାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ଥାନା କାଁପଡ଼ା ପଂଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ଏକ ନଳକୂପରେ ଗାଧୋଇବା ଓ ପାଣିନେବାକୁ କେନ୍ଦ୍ର କରି...
ତିହିଡ଼ି ପୁଲିସ ୧୫୦୦ ବସ୍ତା ଚୋରା କୋଇଲା ଜବତ କଲା
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ଥାନା ଅଧୀନ ପାଳିଆ-ନନ୍ଦପୁର ରେଳପଥ ପାର୍ଶ୍ୱରୁ ତିହିଡି ପୋଲିସ ଜବତ କରିଥିବା ୧୫ଶହ ବସ୍ତା ଚୋରା କୋଇଲାକୁ...
ଧାମନଗର : ଗେଙ୍ଗୁଟି ନଦୀ ବିପର୍ଯ୍ୟସ୍ତ, ରାସ୍ତା ସାରା ଖାଲ, ଏବେବି ମାଟି ରାସ୍ତାରେ...
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ ଦୋବଲ ନିକଟ କୋରକଦା ଠାରୁ କରଦା ଭାୟା ଅଙ୍ଗେଇପାଳ ଗେଙ୍ଗୁଟି ନଦୀବନ୍ଧ ରାସ୍ତାଟି ଏବେ ବିପର୍ଯ୍ୟସ୍ତ...
ଦିନ ଦ୍ୱିପ୍ରହରରେ ବାଲି ଉତୋଳନ, ଗେଙ୍ଗୁଟିର ସୁରକ୍ଷା ଦିଗରେ ପ୍ରଶାସନିକ ଅବହେଳା
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଷୋଳମପୁର ପଂଚାୟତ ମଣିନାଥପୁର ନିକଟ ବୈତରଣୀ ନଦୀରେ ବ୍ୟାରେଜ୍ ହେବା ଯୋଗୁଁ ଏବେ ଏହାର ଭୌଗୋଳିକ...
କୋର୍ଟ କେଶ୍ ପରିଚାଳନାରେ ୱେବ୍ ଆପ୍ଲିକେଶନ୍ ନେଇ କର୍ମଶାଳା
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ସହ ସଂପୃକ୍ତ ନ୍ୟାୟିକ ମୋକଦ୍ଦମା ସବୁର ସମାଧାନ, କାଉଁଟର ଆଫିଡେବିଟ୍ ଆଦିର ସହଜ ଶୀଘ୍ର ସୁପରିଚାଳନା...
ଭିଣୋଇ ଦ୍ୱାରା ପୋଷ୍ୟପୁତ୍ରରୁ ବଂଚିତ ମାନସ ଏସ୍ପିଙ୍କ ଦ୍ୱାରସ୍ତ, ନ୍ୟାୟ ନମିଳିଲେ ସପରିବାର ଆତ୍ମହତ୍ୟାର...
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୋଷ୍ୟପୁତ୍ରରୁ ବଂଚିତ କରିବା ପାଇଁ ବିଭିନ୍ନ ମିଥ୍ୟା କେଶ୍ରେ ଫସାଇ ମାନସିକ ଯନ୍ତ୍ରଣା ଦେବାର ଅଭିଯୋଗ ନେଇ ଥାନାରୁ ନ୍ୟାୟ ନପାଇବା...
କାର୍ଯ୍ୟାଳୟ ଆଖୁଆପଦାରେ, ଯନ୍ତ୍ରୀ ଭଦ୍ରକରେ, ନୂଆ ସରକାର ଦୃଷ୍ଟି ଦେବେ କି!
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଳ ନିଷ୍କାସନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଖୁଆପଦାରେ । କିନ୍ତୁ କାର୍ଯ୍ୟରତ ଯନ୍ତ୍ରୀ ଦୀର୍ଘବର୍ଷ ହେବ ଏଠାରେ ନରହି ଭଦ୍ରକରେ...
ଇନର୍ ହୁଇଲ୍ କ୍ଲବର ଅଧିଷ୍ଠାନ ଦିବସ, ସଭାପତି ହେଲେ ଅନିମା, ରଶ୍ମୀରେଖା ସଂପାଦିକା
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳାମାନଙ୍କୁ ନେଇ ଗଠିତ ଅଗ୍ରଣୀ ସେବା ସଂସ୍ଥା ଭଦ୍ରକ ଇନର ହୁଇଲ୍ କ୍ଲବର ଅଧିଷ୍ଠାନ ଦିବସ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର...
ଧାମନଗର ଏନଏସି ସମ୍ମୁଖରେ ୱାର୍ଡ କୋଅଡିନେଟରଙ୍କ ଧାରଣା, ୨୯ ରେ ବିଧାନସଭା ଘେରାଉ
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସହରାଂଚଳର ନାଗରିକମାନଙ୍କୁ ବିଭିନ୍ନ ସରକାରୀ ସେବା ସହାୟତା ଯୋଗାଇଦେବା ପାଇଁ ୨୦୨୨ ମସିହାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ...
ବାରମ୍ବାର ବିଦ୍ୟୁତ୍ କାଟ୍ର ପରିଣତି, ଅତିଷ୍ଠ ଲୋକେ ବିଦ୍ୟୁତ ଉପକେନ୍ଦ୍ରରେ ପକାଇଲେ ତାଲା
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାରମ୍ୱାର ପାୱାର କଟ୍ ରେ ଅତିଷ୍ଠ ହୋଇ ଗ୍ରାହକ ମାନେ ଇଲେକ୍ଟ୍ରିକ ଅଫିସ୍ (ବିଦ୍ୟୁତ ଉପକେନ୍ଦ୍ର)ରେ ପକାଇଲେ ତାଲା । ଏଭଳି...
ଭଦ୍ରକ ପୌରପାଳିକାର ୨୫ନମ୍ବର ୱାର୍ଡ, ଅମନନଗର-ଭୁୟାଁମହଲା ରାସ୍ତାରୁ ଜବରଦଖଲ ହଟାଇବାକୁ ଦାବି
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରାଚଂଳ ର ୨୫ ନମ୍ବର ୱାର୍ଡ ଅନ୍ତର୍ଗତ ଅମନନଗର ବାସିନ୍ଦା ଗ୍ରାମ୍ୟରାସ୍ତାରୁ ଜବରଦଖଲ ହଟାଇବା ଲାଗି ପ୍ରଶାସନକୁ ବାରମ୍ବାର ଅଭିଯୋଗ...
ଭାରତୀୟ ମଜଦୁର ସଂଘର ୭୦ତମ ପ୍ରତିଷ୍ଠା ଦିବସ, ବିଏମ୍ଏସ୍ ଏକ ସଂଘ ନୁହେଁ, ଏକ...
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ମଜଦୁର ସଂଘର ସ୍ଥାପନା ହେବାର ମୂଳ ଲକ୍ଷ୍ୟ ଶ୍ରମିକମାନଙ୍କ ହିତ ସାଧନ । ତ୍ୟାଗ, ତପସ୍ୟା ଓ ବଳିଦାନର ମୂଳମନ୍ତ୍ରରେ...
ସ୍ୱଚ୍ଛ ସାଥୀ ଓ ସୁପରଭାଇଜର୍ ସଂଘ ପକ୍ଷରୁ ଭଦ୍ରକ ଡିଆର୍ଡିଏ ଅଫିସ ଆଗରେ ବିକ୍ଷୋଭ
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭିନ୍ନ ପୌରପାଳିକା, ମହାନଗର ନିଗମ, ବିଜ୍ଞାପିତ ଅଂଚଳ ପରିଷଦମାନଙ୍କରେ ନିୟୋଜିତ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ...
ଭଦ୍ରକର ଟ୍ରାଫିକ୍ ଓ ଦୁର୍ଘଟଣା ଏଡାଇବା ପାଇଁ ବିଧାୟକଙ୍କ ଅଭିନବ ପ୍ରୟାସ, ବନ୍ତଛକ ଫିସରୀର...
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ଏକ ଭେଣ୍ଡିଂ ଜୋନ୍ ସହିତ ଡେଲି ମାର୍କେଟ୍ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଜିଲା...
ଅଶୋକ ଦାସ ହେଲେ କଂଗ୍ରେସ ବିଧାୟକ ଦଳର ଉପନେତା
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇତିମଧ୍ୟରେ କଂଗ୍ରେସ ବିଧାୟକ ଦଳର ଉପନେତା ଭାବେ ଭଦ୍ରକ ଜିଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଅଶୋକ ଦାସ ମନୋନୀତ ହୋଇଥିବାରୁ...
























