Home Authors Posts by Snigdha Ray

Snigdha Ray

4930 POSTS 0 COMMENTS

ଟ୍ରକ୍‌କୁ ଧକ୍କାଦେଲା ବାଇକ୍‌, ୨ ମୃତ ୧ ଗୁରୁତର

0
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଏନ୍‌ଏଚ-୧୬ ରେ ଆସି ଚାଲୁଥିବା ଅବସ୍ଥାରେ ଟ୍ରକକୁ ବାଇକ୍ ଆରୋହୀ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଧାମନଗର ବନବିଭାଗ ବିଭାଗ ପକ୍ଷରୁ ଚୋରା କାଠ ଜବତ

0
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବନ ବିଭାଗ ଅଧୀନରେ ବିଭିନ୍ନ ସ୍ଥାନରେ ବେଆଇନି ଚୋରା କାଠ ବେପାର ଚାଲି ଥିବା ବେଳେ ବେଆଇନି...

ଆଭାସି ଜରିଆରେ ସି.ଏମ୍‌. କିଷାନ୍ ଶୁଭ ଉଦ୍‌ଘାଟନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ, ଅକ୍ଷୟ...

0
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ନୂଆ ଖାଇ ପର୍ବ ଅବସରରେ ରବି ୨୦୨୪-୨୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସି.ଏମ୍‌. କିଷାନ ସହାୟତା ରାଶିର ପ୍ରଥମ...

ଆରଡି ଛକରୁ ଚାରିଘରିଆ ଛକ କେନାଲବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ

0
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନର ଅବେହଳା ଏବଂ ଅଦୂରଦର୍ଶିତା ଯୋଗୁଁ ଏବେ ଦୁଦ୍ଦର୍ଶା ଭୋଗୁଛନ୍ତି ୫ ଶହରୁ ଉଦ୍ଧ୍‌ରô୍ ପରିବାର । ଭଦ୍ରକ ସହର...

ଭକ୍ତହରିଙ୍କ ସ୍ମୁତିରେ ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗ୍ରହ

0
ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ହରିହଂସ ଗ୍ରାମ ର ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ ଭକ୍ତ ହରି ନାୟକ ଙ୍କ...

ସୁଭଦ୍ରା ଯୋଜନା ଆଇଡି ହାଇଜାକ୍‌କୁ ନେଇ ଦ୍ୱନ୍ଦରେ ମହିଳା ହିତାଧିକାରୀ, ମୋ ସେବାକେନ୍ଦ୍ରରେ ମହିଳା...

0
ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୁଭଦ୍ରା ଯୋଜନାକୁ ନେଇ ନୂଆ ଭେଳିକି ମୋ ସେବାକେନ୍ଦ୍ରରେ ମହିଳା ହିତାଧିକାରୀ ନିଜ ଆଧାରା ଓ ବ୍ୟାଙ୍କ ଆକାଉଂଟରେ ଫର୍ମ ଦାଖଲ...

ପଂଚାୟତ କାର୍ଯ୍ୟାଳୟରୁ ଚୋରୀ ଅଭିଯୋଗ

0
ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁର ପଂଚାୟତ କାର୍ଯ୍ୟାଳୟରୁ ଚୋରୀକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ସରପଂଚ। ଗତକାଲି ରାତିରେ ବାସୁଦେବପୁର ଥାନା ଅଧିନ...

ଆଖଣ୍ଡଳମଣିପୀଠର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ ହେବ- ମନମୋହନ, ସମ୍ପ୍ରସାରଣ ପାଇଁ ଜାରି ରହିବ...

0
ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱ ଓ ପୀଠର ସମ୍ପ୍ରସାରଣ ଓ ଉନ୍ନୟନ କାର୍ଯ୍ୟ ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ...

ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

0
ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ନାଇକାଣିଡିହ ଥାନା ଅଧିନ ବାଲିମେଦ ପଂଚାୟତ ଅପର୍ତିପୁର ଗ୍ରାମରେ ସର୍ପାଘାତରେ ଜଣେ ମହିଳା ମୃତ୍ୟୁ ହୋଇଛି । ଆଜି...

ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା

0
ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ କୁଳଣା ଗ୍ରାମ ଜେନା ସାହିର ବିଷ୍ଣୁ ଜେନାଙ୍କ ଚଳାଛପର ଘରେ କୌଣସି...

ଅସୁରାଳି ଠାରେ ନିର୍ମାଣାଧୀନ ଗୋଶାଳା ବୁଲି ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

0
ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଅସୁରାଳି ଠାରେ ନିର୍ମାଣାଧୀନ ଗୋଶାଳା ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଧାମନଗର ବିଧାୟକ ତଥା ରାଜ୍ୟ ଉଚ୍ଚ ଶିକ୍ଷା...

ବରିଷ୍ଠ ସାମ୍ବାଦିକ ତପନ ମିଶ୍ରଙ୍କ ମାତୃ ବିୟୋଗ

0
ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ବରିଷ୍ଠ ସାମ୍ବାଦିକ, ଓଡ଼ିଶା ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ୍‌ସ୍‌ର ଭଦ୍ରକ ଜିଲ୍ଲା ସାଧାରଣ ସମ୍ପାଦକ, ନିତିଦିନ ଖବରକାଗଜର ଜିଲ୍ଲା ପ୍ରତିନିଧି...

ସୁଭଦ୍ରା ପଞ୍ଜିକରଣ ତଦାରଖ ପାଇଁ ମୋ ସେବା କେନ୍ଦ୍ରକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

0
ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଭଦ୍ରକ ଜିଲ୍ଲାପ୍ରଶାସନର ପୂର୍ବ ପ୍ରସ୍ତୁତି ଓ ସଜାଗ ଅନୁଯାୟୀ ମାଗଣାରେ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କ ଜରିଆରେ ଫର୍ମ...

୪୦ତମ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ, ଫାଇନ୍ ପାଇଁ ନୁହେଁ ଜୀବନ ପାଇଁ...

0
ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଂଚଳିକ ପରିବହନ ଉପ ବିଭାଗ ଜରିଆରେ ସଦ୍‌ଭାବନା ସଭା ଗୃହରେ ୪୦ତମ ଜିଲ୍ଲା ସଡ଼କ ସୁରକ୍ଷା...

ଜିଲ୍ଲାରେ ଗଡ଼ିଲା ସୁଭଦ୍ରା ରଥ, ମହାସମାରୋହରେ ଉଦ୍‌ଘାଟନୀ କାର୍ଯ୍ୟ ସମାପନ , ୪ ବ୍ଲକରେ...

0
ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ସଶକ୍ତି କରଣ ନେଇ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇସାରିଥିବା ଐତିହାସିକ ପଦକ୍ଷେପ ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ହିତାଧିକାରୀ ତଥା ସାଧାରଣ...

ଭଦ୍ରକ ଜିଲାରେ ଗଣପତି ବାବାଙ୍କ ପୂଜୋତ୍ସବ ପାଳିତ

0
ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକରେ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ବିଭିନ୍ନ ସ୍ଥାନରେ ବେଶ୍ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକ...

ଭଦ୍ରକରେ ପ୍ରସିଦ୍ଧ ବୁଢ଼ା, ଟୋକା, ପିଲା, କାଂଚନ, ଛୁଆ ଗଣେଶ ଓ ସିଦ୍ଧି ବିନାୟକଙ୍କ...

0
ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତବର୍ଷ ଧୁମ୍‌ଧାମରେ ପାଳିତ ହୋଇଛି ଭଦ୍ରକର ପ୍ରସିଦ୍ଧ ବୁଢା, ଟୋକା, ପିଲା, କାଂଚନ ଓ ଛୁଆ ଗଣେଶଙ୍କ ପୂଜୋତ୍ସବ। ଆଜିର ଦିନରେ...

ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଭଦ୍ରକରୁ ୧୬ ରେ ଜୁଲୁସ ଓ କାଫେଲା...

0
ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ମୁସଲିମ ଜମାତ ତରଫରୁ ମୁସଲିମ ଜମାତ ର ଉପ -ସଭାପତି ଶେଖ...

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟସରେ ଦାବିପତ୍ର, ଲୁଣା ପାଣି ଜମି ହଜାର...

0
ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଗଳିଆ ନଦୀ ସୁଇଜ ଗେଟରେ ଲୁଣା ପାଣି ନିଷ୍କାସନ ଦାବିରେ ନବନିର୍ମାଣ କୃଷକ ସଂଗଠନ...

ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

0
ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ଛକ ନିକଟରେ ଅପରାହ୍ନରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସାଇକେଲ ଆରୋହୀ ଙ୍କୁ...