Snigdha Ray
ଲୁଟ୍ରେ ବିଫଳ ଦୃବୁର୍ତମାନଙ୍କ ଛୁରାମାଡରେ ବ୍ୟବସାୟୀ ଗୁରୁତର
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର ସହୀଦ ସ୍ମୃତି ଭବନ ନିକଟରେ ଥିବା ନେହେରୁ ମାର୍କେଟ୍ର ଜଣେ ବ୍ୟବସାୟୀ ଗତକାଲି ରାତିରେ ତାଙ୍କ ଘରକୁ ଯିବା...
ଶ୍ରୀ ଶ୍ରୀ ଦଧିବାମନ ମଦନ ମୋହନ ଜୀଉ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନରିପୁର ସ୍ଥିତ ପୂଜାରୀସାହିରେ ପୂଜା ପାଉଥିବା ଶ୍ରୀ ଶ୍ରୀ ଦଧିବାମନ ମଦନ ମୋହନ ଜୀଉ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ...
ଉତ୍କର୍ଷ ଓଡିଶା – ମେକ୍ ଇନ ଓଡିଶା କନକ୍ଲେଭ୍ ୨୦୨୫
ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ନିବେଶ ପ୍ରୋତ୍ସାହନ ଏଜେନ୍ସି (ଡିଆଇପିଏ) , ଭଦ୍ରକ, ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର ଙ୍କ ସହଯୋଗରେ ଉତ୍କର୍ଷ ଓଡିଶା –...
କେଦାରପୁର ପଂଚାୟତରେ ଖୋଲୁନି ମଣ୍ଡି, ଧାନ କିଣାନଯିବା ପ୍ରତିବାଦରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ
ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅଧୀନ କେଦାରପୁର ପଂଚାୟତରେ ସରକାରୀ ଧାନ ମଣ୍ଡି ଖୋଲୁନାହିଁ। ଯାହାଫଳରେ ଚାଷୀମାନେ ଅଦ୍ୟାବଧି ଧାନ ବିକ୍ରି କରିପାରୁ ନାହାନ୍ତି।...
ଧାମରାରେ ସ୍ୱର୍ଣ୍ଣମହଲ ଯାତ୍ରାରେ ‘ନବୀନ ନବୀନ’ ଗୀତକୁ ନେଇ ଥାନାରେ ଏତଲା, ନିସର୍ତ କ୍ଷମା...
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡିଆ ରେ ଯାତ୍ରା ସ୍ୱର୍ଣମହଲ ନିଜ ର ଅପେରା ସୋ କରିବା ପୂର୍ବରୁ ମେଲୋଡି...
ବିନା କଟନୀ ଛଟନୀରେ ଚାଲିଛି ଧାନ କିଣା, ଗ୍ରାଉଣ୍ଡ ଜିରୋରେ ଜିଲ୍ଲାପାଳ
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଦରରେ ଧାନ କିଣା ନେଇ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଏଫ୍.ଏ.କ୍ୟୁ ମାନର ଧାନକୁ ବିନା କଟନୀ ଛଟନୀରେ...
ବରାଳପୋଖରୀ ନବନିର୍ମିତ ବୁଦ୍ଧେଶ୍ୱର ଓ ହନୁମାନ ଜୀଉ ମନ୍ଦିରର ପ୍ରତିଷ୍ଠା ଦିବସ ସମାରୋହ
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ଚରମ୍ପାସ୍ଥିତ ନବନିର୍ମିତ ଶ୍ରୀ ବୁଦ୍ଧେଶ୍ୱର ମନ୍ଦିର ଓ ଶ୍ରୀ ହନୁମାନ ଜୀଉ ମନ୍ଦିରର ଭବ୍ୟ ପ୍ରତିଷ୍ଠା ଦିବସ ମହାସମାରୋହରେ...
ଗେଲପୁର ଗ୍ରୀଡ୍ ନିକଟ ଜବରଦଖଲ ଉଚ୍ଛେଦ
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ଗେଲପୁର ପଂଚାୟତର ସାମରାଇପୁରସ୍ଥିତ ଗ୍ରୀଡ୍ ନିକଟରେ ଥିବା ଏକ ଜବରଦଖଲକୁ ତହସିଲଦାର ଉଚ୍ଛେଦ କରିଛନ୍ତି।...
ଅବକାରୀ ଚଢାଉ- ଗଞ୍ଜେଇ ଜବତ, ଜଣେ ଗିରଫ
ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ନରୋତମ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ଅବକାରୀ ଇନ୍ସପେକଟର ମଧୁସୂଦନ ସାହୁ,ଓ ଆଇସି ନଟବର ମଲ୍ଲିକ,...
ଧୁଷୁରୀ ବଜାର ସରକାରୀ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ତହସିଲ ଅଧିନସ୍ତ ଶହ ଶହ ଏକର ସରକାରି ଗୋଚର ,ଅନାବାଦୀ ଜାଗା ଥିଲା ବେଳେ ଏବେ ଜମି...
ସମସ୍ତ ସରକାରୀ ସୁବିଧାରୁ ବଂଚିତ ଭଦ୍ରକର ସ୍ୱାମୀ ପରିତ୍ୟକ୍ତା ଅସହାୟ ପଙ୍ଗୁ ମହିଳା କୁନି...
ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ସ୍ୱାମୀ ପରିତ୍ୟକ୍ତା ଅସହାୟ ରୋଗିଣା ମହିଳାଙ୍କ ସଂପର୍କରେ ଖବର ପାଇ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର...
ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତରେ ବଳିପଡିବ କି ‘ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ’!, ଗେଲପୁରକୁ ସ୍ଥାନାନ୍ତର...
ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବାଇପାସ୍ସ୍ଥିତ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ସ୍ଥାନାନ୍ତରୀକରଣ ବିରୁଦ୍ଧରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ସ୍ୱର୍ଗତଃ...
ନାବାଳିକା ଅପହରଣ ମାମଲାରେ ଫେରାର ଅଭିଯୁକ୍ତ ଗିରଫ
ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ ଗ୍ରାମର ସୁବାସ ଜେନା (୨୨) ନାମକ ଜଣେ ଯୁବକ ନାବାଳିକା ଅପହରଣ ମାମଲାରେ ଫେରାଥିଲେ।...
ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର
ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜ ପଥର ବନ୍ତ ଥାନା ଅଧିନ ବରକୋଣା ଠାରେ ଦୁଇ ବାଇକ୍ ମଧ୍ୟରେ ମୁହାଁଁମୁହିଁ ଧକ୍କା ହେବାରୁ ଘଟଣା...
ଓଡ଼ିଶା ରାଜ୍ୟ ରଣଜୀ ଟିମ୍ରେ ସତ୍ୟକାମ ଭରଦ୍ୱାଜ ସାମିଲ
ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ସଦ୍ୟ ପ୍ରକାଶିତ ଓଡ଼ିଶା ରାଜ୍ୟ ରଣଜୀ ଦଳରେ ଭଦ୍ରକର ସତ୍ୟକାମ ଭରଦ୍ୱାଜ ସ୍ଥାନ ପାଇଛନ୍ତି। ଜଣେ ଡାହାଣ...
ଓଡ଼ିଶା ବିଧାନସଭା ପବ୍ଲିକ୍ ଅଣ୍ଡରଟେକିଂ କମିଟିର ଭଦ୍ରକ ଗସ୍ତ, କ୍ଷେତ୍ର ପରିଦର୍ଶନ ପରେ ସମୀକ୍ଷା...
ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶା ବିଧାନ ସଭାର ପବ୍ଲିକ ଅଣ୍ଡର ଟେକିଂ କମିଟି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ୩ ଜିଲ୍ଲା...
ସିକ୍ୟୁରିଟି ସଂସ୍ଥା ମାଲିକଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବହିଷ୍କୃତ ଯୁବତୀ, ପ୍ରତିପକ୍ଷଙ୍କ...
ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପୂର୍ବକ ଅନ୍ୟ କର୍ମଚାରୀଙ୍କ ପ୍ରତି ଅଶାଳୀନ ବ୍ୟବହାର ସହ ଗଣ୍ଡଗୋଳ ସୃଷ୍ଟି କରିବା ଅଭିଯୋଗ ନେଇ...
ଭଦ୍ରକ ରୋଟାରୀ କ୍ଲବ ଦ୍ୱାରା ୨୫ ଜଣ କୃତି ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ରାଷ୍ଟ୍ର ନିର୍ମାଣ ସମ୍ମାନ...
ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ରୋଟାରୀ କ୍ଲବ ଦ୍ୱାରା ଜିଲ୍ଲାର ୨୫ ଜଣ କୃତି ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ରାଷ୍ଟ୍ର ନିର୍ମାଣ ସମ୍ମାନ ମିଶନ ପବ୍ଲିକ...
ଭଦ୍ରକର କମ୍ପ୍ୟୁଟର ମେକାନିକ୍ ଦୁଷ୍ମନ୍ତଙ୍କ ପରଲୋକରେ ଶୋକ
ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକା ଅନ୍ତର୍ଗତ ହଳଦିଡ଼ିହ ବାଇପାସ ଅଂଚଳର କମ୍ପ୍ୟୁଟର ମେକାନିକ୍ ଦୁଷ୍ମନ୍ତ ବେହେରାଙ୍କର ଆଜି ଭୋର୍ ସମୟରେ କଟକ ବଡ ମେଡିକାଲରେ...
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା
ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗାମୀ ୭୬ତମ ସାଧାରଣତନ୍ତ୍ର ଦିବସ ୨୦୨୫ କୁ ଭଦ୍ରକ ଜିଲାସ୍ତରରେ ପାଳନ କରାଯିବା ନିମନ୍ତେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିର୍ଦ୍ଧାରିତ...
























