Snigdha Ray
କାର୍ଯ୍ୟକ୍ଷମ ହୋଇ ପାରୁନି ୫କୋଟିରୁ ଅଧିକ ଟଙ୍କାର ନିର୍ମାଣ ସେତୁ, ଅଧିଗ୍ରହଣ ହୋଇ ପାରୁନି...
ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ପଂଚାୟତ ଅଧୀନ ଆଖୁ ମାହାରା ଠାରୁ ବିଲଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟ ୫...
ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭଦ୍ରକରେ କୃଷକ ଚେତାବନୀ ବିକ୍ଷୋଭ
ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଦିନିଆ ବର୍ଷା ଜନିତ ଧାନ ଓ ସମସ୍ତ କୃଷି ଫସଲ କ୍ଷତିର ତୁରନ୍ତ କ୍ଷତିପୂରଣ ମିଳିବା, ଫସଲ ଜନିତ କ୍ଷତି ଓ...
ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ, ଯାଜପୁର ଏକାଦଶ ଓ ରାଇଜିଂ ଷ୍ଟୁଡେଂଟ...
ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ରେଳବାଇ ପଡ଼ିଆରେ ଚାଲିଥିବା ତୃତୀୟ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଦ୍ୱିତୀୟ ଦିବସରେ ୨ଟି...
ମୃତ୍ୟୁ ସହ ସଂଗ୍ରାମ କରୁଥିବା ଭଦ୍ରକର କମ୍ପ୍ୟୁଟର ଇଞ୍ଜିନୟର ଦୁଷ୍ମନ୍ତ ପାଇଁ ସହାୟତା ନିବେଦନ
ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକା ଅନ୍ତର୍ଗତ ହଳଦିଡ଼ିହ ବାଇପାସ ଅଂଚଳରେ ରହୁଥିବା କମ୍ପ୍ୟୁଟର ଇଞ୍ଜିନିୟର ଦୁଷ୍ମନ୍ତ ବେହେରା ଗତ ଡିସେମ୍ବର ୩୦ ତାରିଖରେ ଦୁର୍ଘଟଣାର...
ଭଦ୍ରକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ୧୦୦ ଟଙ୍କା ମୂଲ୍ୟର ସୂଚନା ପାଇଁ ୪୦୦ ଟଙ୍କା...
ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମହିଳା ମହାବିଦ୍ୟାଳୟ ର ବିଭିନ୍ନ ପ୍ରସଙ୍ଗକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ଆଉ ଗୋଟିଏ ଘଟଣା ନଜରକୁ...
ଦିବ୍ୟାଙ୍ଗଙ୍କ ସ୍ୱାବଲମ୍ବୀ ପାଇଁ ୧୭ ଇ-ରିକ୍ସା ଭଦ୍ରକ ଆସିଲା
ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବା ସହ ପରିବାର ପ୍ରତିପୋଷଣ ପାଇଁ ସରକାରଙ୍କ ତରଫରୁ ଇ-ରିକ୍ସା ସବୁ ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି । ଆଜି...
ବିଜୟ ବିକ୍ରମ ସାମଲ ଡାକ୍ତର ଅଫ୍ ଫିଲୋସୋଫି ଉପାଧିରେ ସମ୍ମାନିତ
ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଡାଃ. ବିଜୟ ବିକ୍ରମ ସାମଲ ଚତୁର୍ଥ ପରିସର ପ୍ରିଂଟିଂ ରେ ୭୦ ତମ ଦିକ୍ଷାନ୍ତ ସମାରୋହରେ ଦେଶର ଅନ୍ୟତମ ପ୍ରସିଦ୍ଧ ଓ...
ଭଦ୍ରକ ଜିଲା ଯୋଗାଣ ନିଗମ କର୍ତୃପକ୍ଷଙ୍କ ଅଦୂରଦର୍ଶିତାର ପରିଣାମ, ଚଳିତବର୍ଷ ନିଗମ ଖାଦ୍ୟ ଭଣ୍ଡାର...
ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ପିଡିଏସ୍ ଲାଗି ଚାଉଳ ନାହିଁ। ଖାଦ୍ୟ ନିଗମର ଭଣ୍ଡାର ଖାଲି ପଡିଛି। ଭଦ୍ରକ ଜିଲାରେ ଧାନ ସଂଗ୍ରହର ବିଳମ୍ବତା...
ତୃତୀୟ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଘାଟିତ, ପ୍ରଥମ ଦିନରେ...
ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚରମ୍ପା ରେଳବାଇ ପଡ଼ିଆରେ ଆଜିଠାରୁ ତୃତୀୟ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣର୍ାମେଂଟ ଆରମ୍ଭ ହୋଇଛି। ପ୍ରଥମ...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ
ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରତିବାଦରେ ଆମରଣ ଅନଶନ। ୨୦୧୧ ମସିହାରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ...
ଅଢାଳପଙ୍କରେ ରୋଗୀ କଲ୍ୟାଣ ସମିତିର ବୈଠକ, ଭିତି ଭୂମିର ବିକାଶକୁ ଗୁରୁତ୍ୱ- ବିଧାୟକ ସଞ୍ଜିବ...
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ପକ୍ଷରୁ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଡାଳପଙ୍କ ପ୍ରାଥମିକ...
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ୮୦ତମ ପ୍ରତିଷ୍ଠା ଦିବସ
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଭଦ୍ରକ ଟାଉନ ହଲ ରେ "ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ’ର ୮୦ତମ...
ଜିଲ୍ଳା ବରିଷ୍ଠ ନାଗରିକ ମହାସଂଘର ବାର୍ଷିକୋତ୍ସବ, ବରିଷ୍ଠମାନେ ସମାଜ ପାଇଁ ଦିଗ୍ଦର୍ଶକ
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯୁଗେଯୁଗେ ବରିଷ୍ଠ ମାନେ ନମସ୍ୟ, ବରିଷ୍ଠ ମାନେ ନିଜ ନିଜର ବୃତିରୁ ଅବସର ନେଇଥିଲେ ମଧ୍ୟ ସମାଜ ପାଇଁ ସେମାନଙ୍କ ଦିଗ୍ଦର୍ଶନ...
ଘଂଟେଶ୍ୱର ୟୁକୋ ବ୍ୟାଙ୍କ ରେ ଜାଲିଆତି, ଘଟଣା ୧୫ ଦିନ ପରେ ମଧ୍ୟ ସମସ୍ତ...
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବାଂଶଡା ଥାନା ଅର୍ନ୍ତଗତ ଘଂଟେଶ୍ୱର ୟୁକୋ ବ୍ୟାଙ୍କରେ ଜାଲିଆତି ଘଟଣାକୁ ଦୀର୍ଘ ୧୫ଦିନ ବିତିଯାଇଥିଲେ ମଧ୍ୟ ବ୍ୟାଙ୍କ କର୍ତୁପକ୍ଷ...
୪୧ ତମ ଖ୍ୱାଜା ଗରିବ ନୱାଜ଼ (ର.ଅ)ଙ୍କ ସମାରୋହ ଉଦଯାପିତ
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦ ଛକ ଠାରେ ଖ୍ୱାଜା ଗରିବ ନୱାଜ଼ କମିଟି ଆନୁକୂଲ୍ୟରୁ ୪୧ ତମ...
ଡକାୟତି ଯୋଜନା ପଣ୍ଡ, ୫ ଆନ୍ତଃ ରାଜ୍ୟ ଡକାୟତ ଗିରଫ
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି ଗୋରୁହାଟ ପଡ଼ିଆରେ ୫ଜଣ ଆନ୍ତଃରାଜ୍ୟ ଡକାୟତ ଅସ୍ତ୍ରଶସ୍ତ୍ର ଧରି ଡକାୟତି କରିବାକୁ ବିଳମ୍ବିତ...
ସୂର୍ଯ୍ୟବଂଶୀଙ୍କ ନିଯୁକ୍ତି ପ୍ରକ୍ରିୟାର ଶୁଭାରମ୍ଭ ଓ ସମ୍ବର୍ଦ୍ଧନା
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଏନ ଏ ସି ନିକଟସ୍ତ କଲ୍ୟାଣ ମଣ୍ଡପ ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ପ୍ରତିଶ୍ରୁତି...
ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରବାସୀ ଭାରତୀୟମାନଙ୍କର ଦେଶ ଗଠନରେ ଭୂମିକା ଓ କର୍ତବ୍ୟକୁ ସମ୍ମାନ ଜଣାଇବା ସହ ଆର୍ନ୍ତଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ କୃତିତ୍ୱକୁ ସାର୍ବଜନୀନ...
ଦୁର୍ବଳ ଅର୍ଥନୀତିକୁ ବିଶ୍ୱର ସର୍ବଶ୍ରେଷ୍ଟ ଅର୍ଥନୀତି ଆଡକୁ ଆଗେଇ ନେଇଥିବା ଅର୍ଥମନ୍ତ୍ରୀ ହିଁ ୰...
ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଓକିଲ ସଙ୍ଘ ତରଫରୁ ନଳାଙ୍ଗ କୋର୍ଟ ଓକିଲ ସଙ୍ଘ ସଦନରେ ବିଶିଷ୍ଟ ଅର୍ଥ ଶାସ୍ତ୍ରୀ, ପୂର୍ବତନ ଅର୍ଥ ମନ୍ତ୍ରୀ,...
ଆମେ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଆପଣେଇ ପାରିଲେ ଭାରତ ବିଶ୍ୱଗୁରୁ ମର୍ଯ୍ୟାଦା ପାଇ ପାରିବ
ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ୨୫ତମ ବାର୍ଷିକ ପ୍ରତିଷ୍ଠା ସ୍ମାରକୀ ସମାରୋହ ଓ ନେତଉଡାଣ ଉତ୍ସବର ଅପରାହ୍ନ ଦଧିବେଶନ ଦିବା ୨ଘଟିକା...
























