Snigdha Ray
ମଙ୍ଗଳପୁର ଓ ନରେନ୍ଦ୍ରପୁରରେ ରଥାଯାତ୍ରା ଅନୁଷ୍ଠିତ
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ମଙ୍ଗଳପୁର ଓ ନରେନ୍ଦ୍ରପୁର ଗ୍ରାମରେ ରଥାଯାତ୍ରା ମହା ସମାରୋହରେ ପାଳିତ ହୋଇ ଯାଇଛି। ମଙ୍ଗଳପୁରରେ ସକାଳେ...
ପୁରୀ ରଥଯାତ୍ରାରେ ଗୋପବନ୍ଧୁ ସେବକ ସେନା ପକ୍ଷରୁ ସେବା କାର୍ଯ୍ୟ
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅବସରରେ ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପନ୍ଧୁ ସେବକ ସେନା ପକ୍ଷରୁ ପୁରୀ...
ଲଗାଣ ବର୍ଷା ଧୋଇ ଦେବ ଆତରା ତଳି, ଚିନ୍ତାରେ ଚାଷୀକୂଳ,ମାଗଣା ବିହନ ଯୋଗାଇ ଦେବାକୁ...
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଧିକାଂଶ ପଂଚାୟତ ଖରିଫ୍ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ଖରିଫ୍ ଧାନରୁ ସେମାନେ ନିଜର ଅତ୍ୟାବଶ୍ୟକ...
କୋଇଲେଖା ପ୍ରାଥମିକ ବିଦ୍ୟାଳୟରୁ ମଧ୍ଯାହ୍ନ ଭୋଜନ ଚାଉଳ ଚୋରୀ,ଅଙ୍ଗବାଡିକେନ୍ଦ୍ରରେ ଭାଙ୍ଗିଲେ ତାଲା
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ଥିବା କୋଇଲେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ବିଦ୍ଯାଳୟ...
ଲଗାଣ ଝଡବର୍ଷାରେ ଭାଙ୍ଗିଲା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାର ତ୍ରିଶୂଳ ଦଣ୍ଡ ; ଖସିପଡିଲା ବାନା...
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତ ୩ଦିନ ହେଲା ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆରଡି ତଥା ଆଖପାଖ ଅଂଚଳରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ...
ଲଗାଣବର୍ଷାରେ ଚାଲିଛି ଜାତୀୟରାଜପଥର ଢଳେଇ କଂକ୍ରିଟ କାର୍ଯ୍ୟ,ସକାଳେ ହେଲା ; ସଂଜରେ ଧୋଇଗଲା, ବର୍ଷାପାଣିରେ...
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମୌସୁମୀ ପ୍ରଭାବରେ ଗତ ୩ଦିନ ହେଲା ଆରଡି ସମେତ ଆଖପାଖ ଅଞ୍ଚଳରେ ଲାଗି ରହିଛି ଲଗାଣ ଝଡବର୍ଷା। ତୁହାକୁତୁହା ବର୍ଷା ଲାଗି ରହିଥିବାରୁ...
ଡିଜେ ଗାଡ଼ି ଓଲଟି ନାବାଳକ ମୃତ ଘଟଣାରେ ୩ ଦିନ ପରେ ପ୍ରଶାସନ ଓ...
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମନଗର ଥାନା ଭଗବାନପୁର ପଂଚାୟତ ଅନହରପୁର ଗ୍ରାମ ରେ ରଥଟଣା ସମୟରେ ଡିଜେ ଗାଡ଼ି ଓଲୋଟି ପଡି ଦୁର୍ଘଟଣାରେ ୧୨ ବର୍ଷ ବୟସ୍କ...
ଯମୁନା ପୃଷ୍ଟିଙ୍କ ସ୍ମୃତିଚାରଣ ସଭାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ପୃଷ୍ଟୀସାହି ଗ୍ରାମ ନିବାସୀ ତଥା ଜଣେ ଧର୍ମପରାୟଣ ମହିୟସୀ ମହିଳା ସ୍ୱର୍ଗତା...
ଭଦ୍ରକରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଦିବା ୧୧ଘଟିକା ସମୟ ରେ ଭାରତର ଅର୍ଥନୀତିର ଅନ୍ୟତମ ମହାନାୟକ ପି.ସି. ମହାଲୋନୋବିଶଙ୍କ ତଥା ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲାପାଳ ଦିଲିପ...
ଗବସାହି ଲେବେଲ କ୍ରସିଂରେ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବି
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ ଗବସାହି ଲେବଲ କ୍ରସିଂ ଉପରେ ଏକ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ପାଇଁ ଦାବି...
୬୧ ତମ ରାଜ୍ୟ ସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ...
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର ନିଷ୍ଟ ବିଶ୍ୱବିଦ୍ୟାଳୟ ଠାରେ ଆରମ୍ଭ ହେବାକୁ ଯାଉଥିବା ୬୧ ତମ ରାଜ୍ୟସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା...
ଲଘୁଚାପ ଜନିତ ଲଗାଣ ବର୍ଷାରେ ସହରର ସ୍ଥିତି ବେହାଲ, ସବୁ ଗଳିକନ୍ଦିରେ ପାଣି
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନେତା ଆସୁଛନ୍ତି ଯାଉଛନ୍ତି। ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶ ଜାରି କରୁଛନ୍ତି। ଦୀର୍ଘବର୍ଷ ଧରି ଭଦ୍ରକ ସହରର ଜଳାର୍ଣ୍ଣବ ପରିସ୍ଥିତି ସୁଧୁରୁନାହିଁ। ସବୁ...
ଅନହରପୁରରେ ଡିଜେ ଓଲଟି ନାବାଳକ ମୃତ୍ୟୁ ଘଟଣା, ଦୁଃଖରେ ଭାଙ୍ଗି ପଡିଛନ୍ତି ବିଧବା ମା...
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାପାର ବର୍ଷିକିଆ ଯାଇନି। ମା'ର ଆଖିରୁ ଲୁହ ଶୁଖିନି। ସଂସାର ସଜାଡ଼ି ହୋଇନି। ହେଲେ ଭଗବାନଙ୍କ କଣ ଥିଲା ନିଷ୍ପତି, ଗୋଟିଏ...
ଭଦ୍ରକ ଜିଲାର ୧୨୦ଟି ସ୍ଥାନରେ ଜଗନ୍ନାଥଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସରକାରୀ ସ୍ଥରରୁ ମିଳିଥିବା ତଥ୍ୟ ଅନୁସାରେ ଜିଲା ବ୍ୟାପି...
ହରିବୋଲ କ୍ଷେତ୍ରରେ ଗଡ଼ିଲା ତିନି ରଥ, ଛେରା ପହଁରା କଲେ ଜିଲାପାଳ
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ହରିବୋଲ କ୍ଷେତ୍ର ଭଦ୍ରକ ବ୍ଲକ୍ କେଶପୁର ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବିରାଜିତ ଚତୁର୍ଦ୍ଧାମୂର୍ତିଙ୍କ ପବିତ୍ର ଘୋଷଯାତ...
ରାଷ୍ଟ୍ରପତିଙ୍କୁ ଭେଟିଲେ ବିଶ୍ୱାବସୁ ଫାଉଣ୍ଡେସନ୍
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ମାର୍ଚ୍ଚ ମାସରେ ଖଣ୍ଡପଡା ଆସି ପ୍ରଭୁ ଶ୍ରୀନିଳମାଧବ କ୍ଷେତ୍ର କଂଟିଲୋ ଏବଂ ଶବର ରାଜା...
ବନ୍ତ: ବିଭିନ୍ନ ସ୍ଥାନରେ ରଥ ଟଣା କାର୍ଯ୍ୟ ସମ୍ପର୍ଣ୍ଣ
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବକ୍ଲର ଅନ୍ୟତମ ପ୍ରସିଦ୍ଧ ଆଗରପଡାର ରଥଟଣା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ସକାଳେ ଜଗନ୍ନାଥ,...
ଡାଇରିଆ ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି, ବିଶୋଧନ କଲେ ସମାଜସେବୀ
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ସନ୍ନିକଟ ମୌଦା ଗ୍ରାମରେ ଡାଇରିଆ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅସ୍ୱାସ୍ଥ୍ୟକର...
ସିପିଆଇ(ଏମ) ନେତ୍ରୀ ଅନ୍ନପୂର୍ଣ୍ଣା ଯେନାଙ୍କ ସ୍ମୃତି ଚାରଣ ସଭା
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅବିଭକ୍ତ ଚୂଡାକୁଟି ଗ୍ରାମ ପଂଚାୟତ ଅଧୁନା ଦଇପୁର ଗ୍ରାମ ପଂଚାୟତର ସିପିଆଇ(ଏମ) ନେତ୍ରୀ ଅନ୍ନପୂର୍ଣ୍ଣା ଯେନା...
ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା, ଝିପି ଝିପି ବର୍ଷାରେ ବି ପ୍ରବଳ ଭିଡ
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଘୋଷ ଯାତ୍ରା ପାଇଁ ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ଧାମନଗର, ଗୋହିରାଟିକିରି, ଆନନ୍ଦପୁର...
























