Snigdha Ray
ପାଣି ପାଇଁ ଡହଳବିକଳ, ନଳକୂପ ନିକଟରେ ଲମ୍ବା ଲାଇନ ,ତାତିଲେ ମହିଳା
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅସହ୍ୟ ଗରମ ଗୁଳୁଗୁଳିରେ ସିଝୁଛି ସାରା ଓଡ଼ିଶା । ଠିକ ଏହି ସମୟରେ ପାଣିର ଆଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ।...
ଚାନ୍ଦବାଲିରେ କାଳବୈଶାଖୀର ତାଣ୍ଡବ, କୁକୁଡ଼ା ଫାର୍ମର ଆଜବେଷ୍ଟସ ସହିତ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି...
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ଗତକାଲି ସଂଧ୍ୟାରେ କାଳବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ପବନ ବେଗ...
ଆଜିଠୁ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ଆରମ୍ଭ, ନୀତିକାନ୍ତି ଚୂଡାନ୍ତ ପର୍ଯ୍ୟାୟରେ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଅକ୍ଷୟତୃତୀୟା ଠାରୁ ଉତ୍କଳଭଉଁରୀ ଯାଏ ୨୧ଦିନ ଧରି ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେବ ।...
ଗୋରୁ ବୋଝେଇ ପିକପ ଗାଡି ଦୁର୍ଘଟଣା, ୧୦ ଗୋରୁ ଉଦ୍ଧାର
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳ ରେ ଏବେ ଗୋରୁ ବେପାରୀ ଙ୍କ ମନ ଇଛା ଚୋରା ବେପାର କରୁଛନ୍ତି ।...
ଗୋଟିଏ ସପ୍ତାହରେ ଭଦ୍ରକ ପୋଲିସର ଜୋରଦାର ଚଢ଼ାଉ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରାଂଚଳ ଥାନା , ପୁରୁଣା ବଜାର ଥାନା ଓ ଗ୍ରାମାଂଚଳ ଥାନା ଅଧୀନ ଅଂଚଳ ରେ ସିଟି ଡିଏସପି ସମ୍ବିତ...
ବାଲି ଯାତ୍ରାର ରୂପ ନେଲା ବୈତରଣୀ ମହୋତ୍ସବ, ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର...
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - କନିକା ଚାନ୍ଦବାଲି ବୈତରଣୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ମଂଚ ସ୍ଥାନୀୟ ଦୁର୍ଗା ପଡିଆ ଠାରେ ହଜାର,...
ମତୋ ଗୋପାଳ ଭାଇଙ୍କ ବୈଶାଖ ମାସରେ ବାବା ରତ୍ନଶ୍ୱେର ମହାଦେବଙ୍କ ନିକଟରେ ଜଳାଭିଷେକ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଗ୍ରାମ ପଂଚାୟତ ର ଗୋପାଳ ଭାଇ ମାନଙ୍କ ଦ୍ୱାରା ବୈଶାଖ ମାସର ଦ୍ୱିତୀୟ ସୋମବାର...
ଫସଲ ଅମଳ ବେଳେ ବିଲରେ ହୁତୁହୁତୁ ହୋଇ ଜଳିଗଲା ହାରଭେସ୍ଟିଙ୍ଗ ମେସିନ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - ବର୍ତମାନ ଚାଲିଛି ରବି ଧାନ ଅମଳର ସମୟ । ଏହି ଅମଳ ସମୟରେ ଦାଉ ସାଧୁଛି କାଳ ବୈଶାଖୀ ଝଡ ବର୍ଷା...
ସମ୍ବାଦ ସାହିତ୍ୟଘର ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - ଭଦ୍ରକ ଜିଲ୍ଲା ତିହିଡ଼ି ସମ୍ବାଦ ସାହିତ୍ୟଘର ପକ୍ଷରୁ ରବିବାର ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜନ୍ମଜୟନ୍ତୀ ଓ ସ୍ୱାଭିମାନ...
ଭଦ୍ରକ ଚିନ୍ତନ ଚକ୍ରର ୧୫୯ତମ ଅଧିବେଶନ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - ଭଦ୍ରକ କ୍ଲବ ପରିସରରେ ‘ଭଦ୍ରକ ଚିନ୍ତନ ଚକ୍ର’ର ୧୫୯ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଅଟଳ ବିହାରୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ...
ପ୍ରଜ୍ଞାପୀଠରେ ୭୬ତମ ଅମାବାସ୍ୟା ଆସର
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) - ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ରୁକ୍ମିଣୀ ଅମାବାସ୍ୟା ଆସର ପାଳିତ ହୋଇଯାଇଛି। ବରିଷ୍ଠ ଅଧିବକ୍ତା ଅଗଣି ଚରଣ ଜେନାଙ୍କ ସଭାପତିତ୍ୱରେ ମଞ୍ଚାସୀନ...
ତିହିଡ଼ି ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର, ୯୨ ଅଭିଯୋଗର ଶୁଣାଣି
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ପଂଚାୟତ ସମିତି ସଭାଗୃହରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ...
ବିଖଣ୍ଡିତ ଓଡ଼ଶା ନୁହଁ, ଭାଷାଭିତିକ ପୂର୍ଣ୍ଣ ଓଡିଶା ଲୋଡ଼ା, ଉତ୍କଳ ସମ୍ମିଳନୀ ପକ୍ଷରୁ ବାରିଷ୍ଟର...
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍କଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ଦ୍ୱାରା ଆଜି ଓଡ଼ିଶାର ବରପୁତ୍ର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ଉତ୍କଳଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ...
ବୈଶାଖମାସର ତୃତୀୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାର ହଜାର ଭକ୍ତ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈଶାଖମାସ ତୃତୀୟ ସୋମବାରରେ ଉତ୍ସବମୁଖର ହୋଇଉଠିଥିଲା ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡମଣିଙ୍କ ମନ୍ଦିର। ମନ୍ଦିରର ପରମ୍ପରା ଅନୁଯାୟୀ ବୈଶାଖମାସର ଆରମ୍ଭରୁ...
ପାକିସ୍ତାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକଲା ଧାମନଗର ମୁସଲିମ ଜମାତ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ମୁସଲିମ ଜମାତ ପକ୍ଷରୁ ଆତଙ୍କବାଦି ଙ୍କ ଆକ୍ରମଣ କୁ ନିନ୍ଦାକରାଯାଇଚି। ସ୍ଥାନୀୟ ଅବଦୁଲ କଲାମ ପାଠାଗାର ପରିସରରେ...
ଭଦ୍ରକ ଓକିଲ ସଙ୍ଘ ଓ ଜିଲା ପ୍ରଶାସନ ପକ୍ଷରୁ ଆଇନଜୀବୀ ଦିବସ ଓ ବାରିଷ୍ଟର...
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଓକିଲ ସଙ୍ଘ ଦ୍ୱାରା ପୁରୁଣା ଓକିଲ ସଙ୍ଘ ସଭା ଗୃହରେ ଆଇନଜୀବୀ ଦିବସ ଓ ବାରିଷ୍ଟର ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ...
ଆଖଣ୍ଡଳମଣିଙ୍କ ରୋଷଶାଳ ଛାତରୁ ଖସିଲା ବଡ କଂକ୍ରିଟ ଖଣ୍ଡ, ଅଳ୍ପକେ ବର୍ତିଲେ ରୋଷେୟାଙ୍କ ସହ...
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାବା ଆଖଣ୍ଡଳମଣିଙ୍କ ରୋଷଶାଳରେ ରୋଷେୟାଙ୍କ ୧୦-୧୨ଜଣ ସେବାକାରୀ ସକାଳ ନୀତିଭୋଗ ଓ ବଡଭୋଗ ପ୍ରସ୍ତୁତି କରୁଥିବା ସମୟରେ ହଠାତ ରୋଷଶାଳ ଛାତରୁ...
ଭାରତରେ ମୃତ-ଜୀବିତ ବ୍ୟକ୍ତିଙ୍କ ଉପରେ ଏନଏଚଆରସିଙ୍କ ଏକ୍ସନ ଟେକେନ ରିପୋର୍ଟ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଭାରତର ବିଭିନ୍ନ ସ୍ଥାନରେ ସରକାରୀ ଭାବରେ ମୃତ କିନ୍ତୁ ଶାରୀରିକ ଭାବରେ ଜୀବିତ ବ୍ୟକ୍ତିଙ୍କ ପ୍ରସଙ୍ଗରେ...
ବଧିର, ବାକ୍ ବାଧାପ୍ରାପ୍ତ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନ୍ୟାୟ ପାଇବା ପ୍ରସଙ୍ଗ, ଏନଏଚଆରସି ଆଇନ,...
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଭାରତରେ ଭିନ୍ନକ୍ଷମ ବ୍ୟକ୍ତି ବିଶେଷକରି ବାକ୍ ବାଧାପ୍ରାପ୍ତ, ବଧିର ଏବଂ ଦୃଷ୍ଟିହୀନ ବ୍ୟକ୍ତିଙ୍କ ନ୍ୟାୟ ପାଇବା...























