Snigdha Ray
ମା ମଙ୍ଗଳା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ,ଗଣିଜାଙ୍ଗ ପଞ୍ଚାୟତ ହାସିନିପୁର ମଙ୍ଗଳା ପଡ଼ିଆ ନିକଟରେ ନୂତନ କରି ନିର୍ମିତ ହୋଇଥିବା ମଙ୍ଗଳାଙ୍କ ବିଗ୍ରହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ...
ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ ଜନ ଶୋଭାଯାତ୍ରା
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତର ବୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା କାଲି ମେ ୧୧ ତାରିଖ, ରବିବାର ଦିନ ସମଗ୍ର ରାଜ୍ୟରେ ଜନ...
ଅବ୍ୟବସ୍ଥାରେ ଚାଲିଛି ବି.ଟି.ପୁର ଡାକଘର
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ପୁରାତନ ଡାକ ଘରଟି ନାନା ଅବ୍ୟବସ୍ଥା ମଧ୍ୟରେ ଚାଲୁଛି । ଏହି ଡାକ ଘର ଅଧିନରେ...
ଧାମରା ଠିପି ବନ୍ଦ ମଦ ଦୋକାନ ବିଜୟ ନଗର ପଂଚାୟତକୁ ସ୍ଥାନାନ୍ତରିତ ନେଇ ପ୍ରଶ୍ନବାଚୀ
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମରା ଅଂଚଳରେ ଥିବା ଏକ ମଦ ଦୋକାନ କିପରି ଅନ୍ୟ ଏକ ପଂଚାୟତକୁ ସ୍ଥାନାନ୍ତରିତ ହୋଇଗଲା ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।...
ସାମ୍ବାଦିକଙ୍କ ସହଧର୍ମିଣୀଙ୍କ ଅକାଳ ବିୟୋଗ
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅନ୍ତର୍ଗତ ଗଢ଼ିଆଳୀ ପଞ୍ଚାୟତ ସୁବାନପୁର ଗ୍ରାମର ଧରିତ୍ରୀ ସାମ୍ବାଦିକ ସନ୍ତୋଷ ପ୍ରଧାନଙ୍କ ସହଧର୍ମିଣୀ ସନ୍ଧ୍ୟାରାଣୀ ପ୍ରଧାନ(୩୫) ଙ୍କ ଅକାଳ ବିୟୋଗ...
ସାହାପୁର ପତିସାହି ଓ ମହାକୁଡ଼ସାହି ଗାଁ ରାସ୍ତାରେ ଜମିରହିଛି ପାଣି,ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକ, କ୍ଷତ୍ରିୟ...
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସାହାପୁର ପଞ୍ଚାୟତ ଅଧୀନ ପତିସାହି ଓ ମହାକୁଡ଼ ସାହି ରାସ୍ତାରେ ପାଣି ଜମିରହିଛି। ଗାଁ ରାସ୍ତାରୁ ପାଣି...
ବାଂଶଡା-ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ବାଧକ ଜବରଦଖଲକାରୀ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ନିର୍ମାଣର...
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁ ଥାଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ ମନୋବଳ ଅଭାବରୁ ଆଜକୁ ଦୀର୍ଘ ଦିନ ହେବ ବାଂଶଡା -ଧାମରା...
ଧାମରା ଅଂଚଳର ପ୍ରତିଷ୍ଠିତ ବ୍ୟକ୍ତି ଅନନ୍ତ ଜାନାଙ୍କ ଦେହାନ୍ତ
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମରା ଅଂଚଳର ଜଣେ ସୁ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ଜନନେତା ଅନନ୍ତ ଜାନା ୯୦ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ...
ଭଦ୍ରକ ଜିଲାରେ ଚାଷ ହୋଇଛି ୨,୮୭୧ ହେକ୍ଟର ଜମି
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାରେ ଏବେ ରବି ଧାନ ଅମଳ ଚାଲିଥିବା ବେଳେ ମେ ୨୮ ତାରିଖରୁ ସରକାରୀ ଭାବେ ଧାନ ସଂଗ୍ରହ ହେବ ବୋଲି...
ଭଦ୍ରକ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୧୫୪୭୪୩୩ ଟଙ୍କାରେ ୧୧୦୬ ଟି ମୋକଦ୍ଦମା...
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) --ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକାରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ କ୍ରମେ ଭଦ୍ରକ...
ଭଦ୍ରକ ଲାୟନ୍ସ କ୍ଲବ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ କାର୍ଯ୍ୟକ୍ରମ
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ନାହିଁ ନ ନଥିବା ଗୁଳୁଗୁଳି ଭଦ୍ରକର ଜନ ଜୀବନକୁ ଅସ୍ତ ବ୍ୟସ୍ତ...
ଜଗବନ୍ଧୁ ମେମୋରିଆଲ ଆନ୍ତରାଜ୍ୟ ଫୁଟବଲ ମ୍ୟାଚ,ଫାଇନାଲରେ କଟକ ଓ ଖୋର୍ଦ୍ଧା
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) : ବାସୁଦେବପୁର ଟାଉନ କ୍ଲବ ଆୟୋଜିତ ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗତକାଲି ଖେଳରେ ରୁଦ୍ରାଂଶୁ ଖଡଗପୁର ଓ ଜୟ ଜଗନ୍ନାଥ କ୍ଲବ କଟକ...
ଗୋବିନ୍ଦପୁର ପଂଚାୟତ ରେ ଜଳ ଛତ୍ର ଖୋଲିବା ନାମରେ ଦୁର୍ନୀତି, ବିଡ଼ିଓ ଜାଣି ଚୁପ୍
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଖରାଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଧାମନଗର ବ୍ଳକ ରେ ବିଭିନ୍ନ ପଞ୍ଚାୟତରେ ଏପ୍ରିଲ ୧୫ ରୁ ଜୁନ ୩୦ ତାରିଖ...
ଆଖଣ୍ଡଳମଣିଙ୍କ ଶିବବିବାହ ମହୋତ୍ସବ ପାଇଁ ଜିଲାସ୍ତରୀୟ ବୈଠକ,୧୨ରେ ଶୁଭଲଗ୍ନ ; ୩୧ରେ ଦେବଦମ୍ପତିଙ୍କ ବିବାହ
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ମହୋତ୍ସବ ଆସନ୍ତା ୩୧ରେ ବୈଦିକ ରୀତିନୀତି ଓ ଲୋକାଚାରରେ ପାଳନ ହେବ। ଏଥିପାଇଁ ଭଦ୍ରକ ଜିଲାପାଳ ତଥା...
ମାତୃଶକ୍ତି ପ୍ରାନ୍ତୀୟ ଅଭ୍ୟାସ ବର୍ଗ ଅନୁଷ୍ଠିତ
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲା ର ଛପୁଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃଶକ୍ତି ପ୍ରାନ୍ତୀୟ ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇଯାଇଛି, ମୁଖ୍ୟ...
ମହିମା ଧର୍ମାବଲମ୍ବୀ ଓ ମହିମା ସମାଜ ଜିଲା ସଭାପତି ଗଣେଶ ବାବାଙ୍କ ପରଲୋକ
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମହିମାଧର୍ମାବଲମ୍ବୀ ତଥା ମହିମା ସମାଜର ଜିଲ୍ଲା ସଭାପତି ଗଣେଶ ବାବାଙ୍କ ୮୨ ବର୍ଷରେ ପରଲୋକ ହୋଇଛି ।ଭଦ୍ରକ ଜିଲ୍ଲା ତିହିଡି଼ସ୍ଥିତ ଅଲେଖ ମହିମା...
ଫାଶୀବାଦ ବିରୋଧୀ ଆନ୍ତର୍ଜାତିକ ବିଜୟ ଦିବସ ପାଳନ
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଫାଶୀବାଦୀ ନେତା ଆଡଲଫ୍ ହିଟଲର ଓ ତାଙ୍କ ନାଜି ବାହିନୀ ଙ୍କୁ ହରାଇ ବିଶ୍ୱ ଶ୍ରମିକ ଶ୍ରେଣୀର ଅନନ୍ୟ...
ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ବାରିକପୁରସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ।...
ଆଗିରିଆ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ଥାନା ତାଳପଦା ପଞ୍ଚାୟତ ଅଧୀନ ଆଗିରିଆ କେନାଲରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଗୁଆମାଳ ପଞ୍ଚାୟତ ଅଧିନ ଗଣେଶ୍ୱରପୁର...
ପାକିସ୍ଥାନ – ଭାରତ ଯୁଦ୍ଧ କୁ ନେଇ ଧାମରା ସ୍ଥଳପଥ ଏବଂ ଜଳପଥରେ ସୁରକ୍ଷା...
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପାକିସ୍ଥାନ ଏବଂ ଭାରତ ମଧ୍ୟରେ ଚାଲିଥିବା ଯୁଦ୍ଧ କୁ ନେଇ ସମସ୍ତ ରାଜ୍ୟ ରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ରାଜ୍ୟ...






















