Sanjay Kumar Panigrahi
କନ୍ଧମାଳ ଜିଲାପାଳ ନେଲେ ଦ୍ୱିତୀୟ ଡୋଜ କୋଭିସିଲଡ୍ ଟିକା: କନ୍ଧମାଳ ଜିଲାରେ ୨୨, ୮୯୯...
କନ୍ଧମାଳ, ୧୩/୦୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡିଙ୍କୁ ଆଜି ଦିଆଯାଇଛି କରୋନା ଭ୍ୟାକ୍ସିନ କୋଭିସିଲଡର ଦ୍ୱୀତିୟ ଡୋଜ। ସେହିଭଳି ଜିଲାର ଅନ୍ୟ କେତେକ ଅଧିକାରୀଙ୍କ ସମେତ ଅନ୍ୟମାନେ...
ବାଲିଗୁଡା : ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ବନ କର୍ମଚାରୀ ଙ୍କ ଦ୍ଵାରା ଜଣେ ଗିରଫ...
ବାଲିଗୁଡା, ୧୧/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ବନବିଭାଗ ର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ନିଆଁ ଲଗାଉଛନ୍ତି। ଟିକାବାଲି ଫରେଷ୍ଟ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା...
ବାଲିଗୁଡା:ବିଦ୍ୟାଳୟ ପାଚେରୀ ଭୁଷୁଡ଼ି ଛାତ୍ରୀଙ୍କ ମୃତ୍ୟୁ :ଦୁଇ ଜଣ ଗୁରୁତର ମେଡିକାଲରେ ଚିକିତ୍ସାଧୀନ
ବାଲିଗୁଡା, ୧୦/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ହସ ଖୁସିରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ୩ ଜଣ ପିଲାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିବାରୁ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି।...
ବାଲିଗୁଡା:ଦାରିଙ୍ଗବାଡିରେ କଂଗ୍ରେସର ସାଙ୍ଗଠନିକ ବୈଠକ :ସମଗ୍ର ଜିଲ୍ଲାରେ କଂଗ୍ରେସକୁ ମଜବୁତ କରିବାକୁ ପରାମର୍ଶ
ବାଲିଗୁଡା, ୧୧/୦୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଡୁଲୁରି ପାଇନ ବଣଠାରେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ...
କନ୍ଧମାଳ:କରୋନା ସତର୍କତା :ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡା, ୭/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍–୧୯ ନିୟମ ଲାଗୁ ନେଇ ନିର୍ଦ୍ଦେଶନାମା ଜାରି ହେବା ପରେ ଜି.ଉଦୟଗିରି ଅଞ୍ଚଳର ଜନସାଧାରଣ ସତର୍କ ରହିବାକୁ ପୂର୍ବରୁ ଏନଏସି...
ସୌରଚଳିତ ଜଳଯୋଗାଣ ପ୍ରହସନ: ଡ଼ଡଙ୍ଗ ରେ ଉତ୍କଟ ହେଇଛି ପାଣି ସମସ୍ୟା
ବାଲିଗୁଡା, ୦୭/୦୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ମାର୍ଚ୍ଚ ପହିଲା ଠାରୁ ହିଁ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ପାଣି ସମସ୍ୟା ଉତ୍କଟ ରୂପ ନେଲାଣି। ଆଗକୁ ଆହୁରି ଅଧିକ...
କନ୍ଧମାଳ ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ନିଆରା ପ୍ରୟାସ
କନ୍ଧମାଳ, ୦୨/୦୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଇନଫ୍ଲୁଏନସରସ ନାମକ ଏକ ସଂଗଠନ ପକ୍ଷରୁ କନ୍ଧମାଳ ଟାଲେଣ୍ଟ ହଣ୍ଟ ପ୍ରତିଯୋଗିତା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ଅଡିସନ୍ ଅନୁଷ୍ଠିତ ହୋଇଯାଇଛି। ଜିଲାରେ...
ଗଂଜେଇ ସହ କାର ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ
ବାଲିଗୁଡା, ୦୨/୦୩(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରବିନ୍ଦ୍ର ମୁଣ୍ଡାରୀ ଙ୍କ ସହ ସଦଳ...
ସିଆରଏଫ ଦ୍ୱାରା ଜନ ସଚେତନତା ତଥା ସୋଲାର ଓ ଷ୍ଟ୍ରୀଟ ଲାଇଟ ବିତରଣ ଉତ୍ସବ...
ବାଲିଗୁଡା, ୩/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ପଞ୍ଚାୟତର ସ୍କୁଲ ଖେଳ ପଡିଆରେ ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ଜନସଚେତନତା...
ବିଦେଶୀ ମଦ ସହ ଅଟୋ ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ
ବାଲିଗୁଡା, ୩/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ବାରଖମା ରାସ୍ତାରେ ଏକ...
ମା’ ସୁରା ଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କନ୍ଧମାଳ, ୩/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାଠାରେ ମା' ସୁରା ଦେଇ ନ୍ୟାସନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।
ଉଦଘାଟନୀ ଉତ୍ସବରେ ରାଜ୍ୟ ପରିବହନ ଓ ଯୋଜନା ସମନ୍ଵୟ ମନ୍ତ୍ରୀ ପଦ୍ମନାଭ...
ସମଗ୍ର କନ୍ଧମାଳ ଜିଲ୍ଲାରେ କରୋନାକୁ ରୋକିବା ପାଇଁ ଜୋରଦାର ପ୍ରୟାସ, ଅମାନିଆଙ୍କୁ ତାଗିଦ୍
ବାଲିଗୁଡା, ୦୩/୦୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍–୧୯ ନିୟମ ଲାଗୁ ନେଇ ନିର୍ଦେଶନାମା ଜାରି ହେବା ପରେ ସମଗ୍ର କନ୍ଧମାଳ ରେ ସତର୍କ ରହିବାକୁ ପୂର୍ବରୁ ଜିଲ୍ଲା,...
ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସାଂଗଠନିକ ବୈଠକ: ସାମ୍ୱାଦିକ ଏକତା ହେଲେ ସରକାରଙ୍କ ଉପରେ...
କନ୍ଧମାଳ, ୨୮/୦୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ର ସାମ୍ବାଦିକ ମାନଙ୍କୁ ନେଇ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ଶାଖା ପକ୍ଷରୁ ଫୁଲବାଣୀ ନେଚର ରିଟ୍ରେଟ ପରିସରରେ ସାଂଗଠନିକ ବୈଠକ...
ଚାଷୀଙ୍କୁ ମିଳୁନି ପାଣି, ଉଠାଜଳ ସେଚନ ପ୍ରକଳ୍ପ କାହା ସ୍ବାର୍ଥରେ ?
ବାଲିଗୁଡା, ୨୮/୦୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି। ଚାଷ ଜମିକୁ ଖରିଫ ଓ ରବିଋତୁରେ ଚାଷ ଜମିକୁ...
ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି : ସଡିପିଓ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ...
ବାଲିଗୁଡା, ୨୮/୦୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ମଧ୍ୟରେ ରହିଥିବା ଦୁଇ ଦୁଇଟି ମନ୍ଦିରରୁ ଗୋଟିଏ ରାତିରେ ଚୋରୀ ହେଇଛି। ଯାହାକୁ ନେଇ ପୁଲିସ ର ରାତ୍ରୀ...
ତୁମୁଡିବନ୍ଧ ବନାଞ୍ଚଳରେ ବଣୁଆ ହାତୀ ଉପଦ୍ରଵ : ହାତୀ ଦଳିଦେବାରୁ ଜଣଙ୍କ ମୃତ୍ୟୁ :ତଦନ୍ତ...
ବାଲିଗୁଡା, ୨୬/୦୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳର ଶିର୍ଲା ନିକଟସ୍ଥ ଟାହିପଡା ନିକଟ ଜଙ୍ଗଲରେ ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ ହେବା ଯୋଗୁଁ...
ଫୁଲବାଣୀ ଜାମା ମସଜିଦର ନୂତନ କର୍ମକର୍ତ୍ତା ନିର୍ବାଚନ
କନ୍ଧମାଳ, ୨୬/୦୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ମସଜିଦ ଜାମା ମସଜିଦର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଜାମା ମସଜିଦ ଠାରେ ଫୁଲବାଣୀ ବାସିନ୍ଦାର ମୁସଲିମ୍ ସମ୍ପ୍ରଦାୟ ଲୋକଙ୍କୁ ନେଇ...
ସ୍କୁଲ୍ ବନ୍ଦ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ: ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ...
ବାଲିଗୁଡ଼ା, ୨୬/୦୨(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସେନାପଡ଼ି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ। ବିଦ୍ୟାଳୟ ଖୋଲିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ...
କାର ସହ ଗଞ୍ଜେଇ ଜବତ :ଜଣେ ଗିରଫ
ବାଲିଗୁଡା, ୨୬/୦୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡ଼ା ଥାନା ଅଧିନସ୍ଥ ସୁଡ୍ରା ଗ୍ରାମ ଠାରେ ଏସଆଇ ଦୀପକ ରାଉତ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ...
ଟିମ୍ ହ୍ୟୁମାନିଟ ର ଆଉ ଏକ ବଳିଷ୍ଠ ପଦକ୍ଷେପ ଆବର୍ଜନାପୂର୍ଣ୍ଣ ଶ୍ମସାନ ପରିସର ସଫେଇ...
କନ୍ଧମାଳ, ୨୬/୦୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ବିଗତ ଦିନରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ବେଶ୍ ପ୍ରଶଂସିତ ହୋଇଥିବା ବେଳେ ଟିମ୍ ହ୍ୟୁମାନିଟ୍ କନ୍ଧମାଳ ପକ୍ଷରୁ ଆରମ୍ଭ ହୋଇଥିଲା ଅନ୍ୟ...