Sanjay Kumar Panigrahi
ବାଲିଗୁଡା:ଦୀର୍ଘ ଏକ ବର୍ଷ ହେଲା ମନରେଗା କାମ କରି ପ୍ରାପ୍ୟ ମିଳିନଥିବା ଅଭିଯୋଗ
ବାଲିଗୁଡା, ୧୮/୦୫ (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ମନରେଗା ଯୋଜନା ଆଣ୍ଠେଇ ପଡିଛିକହିଲେ ଭୁଲ ହେବନି। ମନରେଗା ଜବକାର୍ଡ଼ ଧାରୀମାନେ କାମ କରି ବର୍ଷ ବର୍ଷ ଧରି ନିଜ ନିଜ ର ପ୍ରାପ୍ୟ...
ତହସିଲଦାରଙ୍କ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି : ଅମାନିଆ ବ୍ୟବସାୟୀଙ୍କ ୭ ଟି ଦୋକାନ ସିଲ
ବାଲିଗୁଡା, ୧୮/୦୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଦିନକୁ ଦିନ ବୃଦ୍ଧି ପାଉଛି, କରୋନା ସଂକ୍ରମଣ ର ଭୟ , କିନ୍ତୁ ଏମିତି କିଛି ଅମିନିଆ ଅଛନ୍ତି ଯେଉଁମାନେ କି କୈାଣସି ସରକାରୀ...
ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ
ବାଲିଗୁଡା, ୧୮/୦୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ପିଲା ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କମିଟି ଘରେ ଅଟକ ରଖିଲେ ଗ୍ରାମବାସୀ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ...
ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ:ତୁମୁଡିବନ୍ଧ ପଞ୍ଚାୟତ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବନ୍ଦ
ବାଲିଗୁଡା, ୧୧/୦୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନାର ଏହି ଦ୍ୱିତୀୟ ଲହର ବେଶି ଘାତକ ହେଉଥିବା ବେଳେ କନ୍ଧମାଳ...
ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକ୍ଡାଉନ୍: ନିୟମ କଡ଼ାକଡ଼ି ସହ ଅମାନିଆଙ୍କୁ ସାବାଡ଼ କରୁଛି ପ୍ରଶାସନ
ବାଲିଗୁଡା, ୧୦/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରାଦେଶକୁ। ରାଜ୍ୟରେ ମଧ୍ୟ ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଲହର ଭୟାବହ...
ବାଲିଗୁଡା:ଲକଡାଉନ ନିୟମ ଉଲଂଘନ କରି ୧୨ଟାପରେ ଦୋକାନ ଖୋଲିଥିବାରୁ ସିଲ୍ କଲେ ତହସିଲଦାର
ବାଲିଗୁଡା, ୧୦/୦୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନାର ଦ୍ୱିତୀୟ ଲହର ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ସରକାର ସାରାରାଜ୍ୟରେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ...
କନ୍ଧମାଳ : ସଂସଦୀୟ କ୍ଷେତ୍ରର କୋଭିଡ୍ ସମୀକ୍ଷା କଲେ ସାଂସଦ ଅଚ୍ୟୁତ ସାମନ୍ତ
କନ୍ଧମାଳ, ୧୧/୦୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ କୋଭିଡ୍ ପରିଚାଳନା ନେଇ ସାଂସଦ ଅଚ୍ୟୁତ ସାମନ୍ତ ନିୟମିତ ସମୀକ୍ଷା ଜାରି ରଖିଛନ୍ତି। ପ୍ରତି ସପ୍ତାହରେ ସଂସଦୀୟ...
ଗୁଣିଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କଲେ
ବାଲିଗୁଡା, ୦୯/୦୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଗୁଣି ଗାରେଡ଼ିକୁ କେନ୍ଦ୍ରକରି ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ମାଡସପାଜୁ ଗାଁ ରେ...
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିର୍ମାଣକୁ ଜମି ହରାଉଥିବା ଲୋକଙ୍କ ବିରୋଧ
ବାଲିଗୁଡା, ୦୯/୦୫.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁକୁ ରାସ୍ତାନ ଥିଲା ଫଳରେ ଗାଁକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରିବାପାଇଁ ଲୋକେ ଦାବୀ କଲେ। ଆଉ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପିଚୁ...
ପାରମ୍ପରିକ ଉତ୍ସବ ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ ସହ ଜରିମାନା ଆଦାୟ
ବାଲିଗୁଡା, ୦୯/୦୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ କରାଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ,...
କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନ ସୂଚକ ୪୬ତମ ଡକ୍ଟରେଟ ଉପାଧି ପ୍ରଦାନ
କନ୍ଧମାଳ, ୦୯/୦୫ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସର ପ୍ରତିଷ୍ଠାତା ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସିକିମ୍ ପ୍ରଫେସନାଲ୍ ବିଶ୍ୱବିଦ୍ୟାଳୟ...
ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା: ତଦନ୍ତ ଅବ୍ୟାହତ
ବାଲିଗୁଡ଼ା, ୨୫/୦୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗିଆପଖାଲ ଗ୍ରାମର ୨୯ବର୍ଷୀୟ ଯୁବକ ସାମନ୍ତରାମ ପାତ୍ର ବିଷ ପିଇ...
ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର
ବାଲିଗୁଡ଼ା, ୨୫/୦୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସଗଡ଼ିଆ ସାହି ରୁ ୧୦ଫୁଟ ଲମ୍ବର ଗୋଟିଏ ଅହିରାଜ ସାପ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ।...
ୟୁଥ ଅଫ କନ୍ଧମାଳର ଅଭିନଵ ପ୍ରୟାସ : ସପ୍ତାହନ୍ତ ସଟ ଡାଉନରେ ଭୋକିଲା ପେଟକୁ...
କନ୍ଧମାଳ, ୨୫/୦୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ଭାରତ ବର୍ଷରେ କରୋନା ର ଭୟାବହ ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି। କରୋନା ର କରାଳ...
ବାଲିଗୁଡା:କରୋନା ରୋଗୀଙ୍କ ଶବ ସତ୍କାର ପାଇଁ ପ୍ରଶାସନ ତରଫରୁ ଜମି ଚିହ୍ନଟ
ବାଲିଗୁଡା, ୨୫/୦୪(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ କୋଭିଡ଼ ଆକ୍ରାନ୍ତଙ୍କ ଶବ ଦାହ କରିବାକୁ ନେଇ ଘୁ .ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡି...
ବାରହା ଆକ୍ରମଣରେ ଯୁବକ ଗୁରୁତର: ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି
ବାଲିଗୁଡ଼ା, ୧୬/୦୪(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ମାର୍ଲାଙ୍ଗା ପଞ୍ଚାୟତର ସାଲକି ସିତାଗୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାରହା ଆକ୍ରମଣରେ ଯୁବକ...
କନ୍ଧମାଳ:କୋଭିଡ଼୍ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ, ଶନିବାର ଠାରୁ ପୁଣି ରାତ୍ରି କାଳୀନ କର୍ଫ୍ୟୁ ଲାଗୁ
କନ୍ଧମାଳ, ୧୬/୦୪(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍ଲାଇନ୍ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ...
ବାଲିଗୁଡା:୫ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଚାଲାଣ ଘଟଣାରେ ପୁଣି ଜଣେ କୋର୍ଟ ଚାଲାଣ...
ବାଲିଗୁଡା, ୧୬/୦୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ମାସ ୧୨ ତାରିଖ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ...
ବାଲିଗୁଡା:୫ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ସହ ଜଣେ ଗିରଫ
ବାଲିଗୁଡା, ୧୩/୦୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରଚିତା ମାଡ଼କାମୀ ଙ୍କ ସହ ସଦଳ...
କନ୍ଧମାଳ ଜିଲ୍ଲାରେ ଆମ୍ବ ଚାରା ରୋପଣରେ ଦୁର୍ନୀତି ଅଭିଯୋଗ:ଗଛ ନାହିଁ କିନ୍ତୁ ଫଳକ ଅଛି...
କନ୍ଧମାଳ, ୧୩/୦୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଏମ୍ଏନ୍ଆର୍ଇଜିଏସ୍ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୨୫୦ ଏକର ଜମିରେ ୨୫, ୦୦୦ ଆମ୍ବ...