Sanjay Kumar Panigrahi
କନ୍ଧମାଳରେ ଶନିବାର ଆଉ ୯୮ଜଣ କରୋନା ପଜିଟିଭ ଚିହ୍ନଟ : ମୋଟ ସଂକ୍ରମିତ ୧୨୯୯
କନ୍ଧମାଳ, ୧୬-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାରେ ପୁଣି ଆଉ ୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୯ ରେ ପହଂଚିଛି।...
କଟ୍ରିଙ୍ଗିଆ ପଞ୍ଚାୟତରେ ଲଗାତାର ଭାବରେ ୩ ଦିନ ଧରି ୧୦ ଜଣ କରୋନା ପଜିଟିଭ...
କନ୍ଧମାଳ, ୧୫/୮-(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତରେ ଲଗାତାର ଭାବରେ ୩ ଦିନ ଧରି ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ...
୧୫ବର୍ଷ ପରେ ମଧ୍ୟ ସହାୟତା ମିଳିଲାନି : ସ୍ବାଧୀନତା ଦିବସରେ ସରକାର ଓ ପ୍ରଶାସନ...
କନ୍ଧମାଳ, ୧୫/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶ ପାଇଁ ପ୍ରାଣବଳୀ ଦେଇ ଶହୀଦ ହୋଇଗଲେ ଅନେକ ବୀରପୁତ୍ର। ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାର ସହାୟତା ଯୋଗାଇବାକୁ ମିଳିଲା ଅନେକ ପ୍ରତିଶ୍ରୁତି। କିନ୍ତୁ ଦୀର୍ଘ...
କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୪ତମ ସ୍ୱାଧୀନତା ଦିବସ ପାଳନ
କନ୍ଧମାଳ, ୧୫/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)-:କନ୍ଧମାଳ ଜିଲ୍ଲା ର ଫୁଲାବାଣୀ ସଦର ମହକୁମା ର ରିଜର୍ଭ ପୋଲିସ ପଡିଆ ରେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର...
କରୋନା ସମୟରେ ଇଲେକ୍ଟି ବିଲ୍: ବୋଝ ଉପରେ ନଳିତା ବିଡ଼ା:ଛାଡ଼ କରିବାକୁଦାବି
ବାଲିଗୁଡା, ୧୪/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ଗତ ମାର୍ଚ୍ଚ ମାସଠାରୁ ଧିରେ ଧିରେ କରୋନା ମହାମାରୀର ଉଗ୍ର ରୂପ ଦେଖିବାକୁ ମିଳୁଛି। ଯାହାଫଳରେ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ମଧ୍ୟବର୍ତ୍ତୀ ତଥା ଖଟିଖିଆମାନେ ବିଭିନ୍ନ...
ବାଇକ୍ ଦୁର୍ଘଟଣାରେ ଫୁଲବାଣୀ ନ୍ୟୁଜ୍ ସେଭେନ୍ କ୍ୟାମେରା ମ୍ୟାନଙ୍କ ମୃତ୍ୟୁ
କନ୍ଧମାଳ, ୧୨/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ବାଇକ୍ ଦୁର୍ଘଟଣାରେ ବୁଧବାର ଫୁଲବାଣୀ ନ୍ୟୁଜ ସେଭେନ୍ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ରାଜୁ ନାୟକଙ୍କ ମୃତ୍ୟୁ ହୋଇଛି। ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଘରକୁ ଆସିଥିଲେ। ଭଉଣୀ ଶାଶୁଘର...
କଣ୍ଟେନମେଣ୍ଟ ଜୋନ ଉଠାଇବା ପାଇଁ ସରପଞ୍ଚକୁ ଦାବି ପତ୍ର ଦେଲେ ପଞ୍ଚାୟତବାସୀ
ବାଲିଗୁଡା:୧୨/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଳକ ସାରଙ୍ଗଡ ପଞ୍ଚାୟତରେ ଦୀର୍ଘ ୨୮ ଦିନ ହେଲା କଣ୍ଟେନମଣ୍ଟ ଲାଗିରହି ଥିବାରୁ ପଞ୍ଚାୟତବାସୀ ଅତିଷ୍ଠହୋଇ ଏହାକୁ ଉଠେଇବା ପାଇଁ...
ଜାଲ୍ ପ୍ରମାଣପତ୍ର ଦେଇ ଚାକିରି, ଶିକ୍ଷୟତ୍ରୀଙ୍କ ନାମରେ ଥାନାରେ ଏତଲା
କନ୍ଧମାଳ, ୧୨/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ଜାଲ୍ ପ୍ରମାଣପତ୍ର ଦେଇ ଶିକ୍ଷୟତ୍ରୀ ପଦବୀ ହାତେଇଥିବା ଜଣେ ଶିକ୍ଷୟତ୍ରୀ ତମଳା ବେହେରାଙ୍କ ନାମରେ ମଙ୍ଗଳବାର ଫୁଲବାଣୀ ଟାଉନ୍ଥାନାରେ ଫୁଲବାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ...
ପାଠପଢା ପାଇଁ ଠିକଣା ବଦଳାଉଛନ୍ତି ବିଦ୍ୟାର୍ଥୀ: ନେଟୱାର୍କ ସାଜିଛି ବାଧକ
ବାଲିଗୁଡା, ୧୨/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ମହାମାରୀର ପ୍ରକୋପ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଓ କଲେଜ ଗୁଡ଼ିକୁ ଅଗଷ୍ଟ ୩୧...
କରୋନାଠୁ ଅଧିକ ଦାଉ ସାଧିଲା ଲଘୁଚାପ ବର୍ଷା: କୃଷ୍ଣଚନ୍ଦ୍ରଙ୍କ ଗୁହାରି ଶୁଣିବ କିଏ ?
ବାଲିଗୁଡା, ୧୦-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ନିଆଁରେ ସମଗ୍ର କନ୍ଧମାଳ ଜଳୁଥିବାବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକର ବଣ୍ଡଗୁଡା ପଞ୍ଚାୟତରୁ ଆସିଛି ଏକ କରୁଣ ଚିତ୍ର। ଏହି ପଞ୍ଚାୟତରେ ଜୀବନ...
କନ୍ଧମାଳରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ: ୫୧ୟୁନିଟ ରକ୍ତ ସଂଗୃହିତ
କନ୍ଧମାଳ, ୧୦/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ସହଯୋଗରେ ରକ୍ତଦାନ କାର୍ଯ୍ୟକ୍ରମ ଫୁଲବାଣୀ ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ...
ବ୍ୟବହୃତ ପିପିଇ କିଟ୍ ପିନ୍ଧି ବୁଲିଲେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି…
ବାଲିଗୁଡ଼ା, ୧୦/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ପିନ୍ଧିଛି ପିପିଇ କିଟ୍। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇପଡ଼ିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା...
ବରିଷ୍ଠ ବୈଜ୍ଞାନିକଙ୍କ ପରଲୋକ: ସମଗ୍ର କନ୍ଧମାଳରେ ଶୋକର ଛାୟା
କନ୍ଧମାଳ, ୭/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସଦରମହକୁମା ସ୍ଥିତ ନୂଆସାହି ବାସିନ୍ଦା ତଥା ବରିଷ୍ଠ ବୈଜ୍ଞାନିକ ଡାକ୍ତର ହରେକୃଷ୍ଣ ପ୍ରଧାନ ଙ୍କ ହଠାତ୍ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି।...
କନ୍ଧମାଳରେ ଆଜି ପୁଣି ୧୬କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ, ୭/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଶୁକ୍ରବାର କନ୍ଧମାଳରେ ପୁଣି ୧୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୭୮୮ରେ ପହଞ୍ଚିଛି। ସେଥିରୁ...
ଦାରିଙ୍ଗବାଡି ବିଡ଼ିଓ କୋରୋନା ପଜିଟିଭ ଚିହ୍ନଟ
ବାଲିଗୁଡା, ୬/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ବୁଧବାର ଦିନ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଦାରିଙ୍ଗବାଡି ବିଡ଼ିଓଙ୍କ ସମେତ ଜଣେ ଅଙ୍ଗନବାଡି କର୍ମୀ ଓ ୩ ଜଣ...
କ, ନୂଆଗାଁରେ କରୋନା ପଜିଟିଭ୍ ଚିହ୍ନଟ : ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ବାଲିଗୁଡା, ୬/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ପଞ୍ଚାୟତର ୦୮ନଂ ୱାର୍ଡ(ଚଣାପଦର)ରୁ ଜଣେ ଯୁବତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।...
ବାଲିଗୁଡାର ପୂର୍ବତନ ବିଧାୟକ ସ୍ବର୍ଗତ ସାହୁରା ମଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ
ବାଲିଗୁଡା, ୬/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାହୁରା ମଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ନିଜ ଗ୍ରାମ ସୁଡ୍ରା ପଞ୍ଚାୟତ ନିଜ ଘରେ...
କରୋନା : କାହାର ପୁଷମାସ ତ ‘କାହାର ସର୍ବନାଶ :ମହୁଲ ଓ ଗୁଡ଼ର ଚାହିଦା...
ବାଲିଗୁଡା, ୬/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବୈଶ୍ୱିକ ମହାମାରୀ କରୋନାର କରାଳ ରୂପ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିଛି। ସଟ୍ଡାଉନ୍ଏବଂ ଲକ୍ଡାଉନ୍ର କଟକଣାରେ ଅସଂଖ୍ୟ ପରିବାରର ବ୍ୟବସାୟ ଠପ୍ହେବା ସହିତ ଜୀବନ ଜୀବକା...
କନ୍ଧମାଳରେ ପିଲା ବିକ୍ରି ଅଭିଯୋଗ
କନ୍ଧମାଳ, ୬/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁଡୁପଡାରେ ପିଲା ବିକ୍ରି ଅଭିଯୋଗ ହେଇଛି। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଜଗଦୀଶ ଦିଗାଲ ପ୍ରମୋଦିନୀ ଦିଗାଲଙ୍କୁ...
କରୋନା ଚି଼ହ୍ନଟ ପରେ ସାନିଟାଇଜ୍ହେଲା ଫିରିଙ୍ଗିଆ ପଞ୍ଚାୟତର ବିଭିନ୍ନ ଅଞ୍ଚଳ
କନ୍ଧମାଳ, ୪/୮(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବଜାରରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଫିରିଙ୍ଗିଆ ପଞ୍ଚାୟତର କାଳିଆ ସାହି, କଣ୍ଟିଲୋ ସାହି, ଉପରପଡା...