Pramod Kumar Ray
ଷ୍ଟାଫ୍ ସିଲେକ୍ସନ କାର୍ଯ୍ୟାଳୟର ମହାଦୁର୍ନୀତି ପ୍ରତିବାଦରେ ଦସ୍ତଖତ ଅଭିଯାନ
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ହୋଇଥିବା ମହାଦୁର୍ନୀତିକୁ ବିରୋଧ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ...
ବରିଷ୍ଠ ଆଇନ୍ଜୀବୀ ସ୍ୱର୍ଗତଃ ବିବେକାନନ୍ଦ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚନ ଓ ସ୍ମୃତିଚାରଣ ସଭା
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଓକିଲ ସଂଘର ସଭାଗୃହ ପରିସରରେ ବରିଷ୍ଠ ଆଇନ୍ଜୀବି ସ୍ୱର୍ଗତ ବିବେକାନନ୍ଦ ମହାନ୍ତିଙ୍କର ତୈଳଚିତ୍ର ଉନ୍ମୋଚନ ଓ ସ୍ମୃତିଚାରଣ ସଭା...
ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ନାଟ୍ୟଶ୍ରୀଙ୍କୁ ବହୁ ଅଭିନନ୍ଦନ
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ସୁପ୍ରସିଦ୍ଧ ନାଟ୍ୟକାର, ଦୂରଦର୍ଶନ, ମଞ୍ଚ, ଆକାଶବାଣୀ, ଚଳଚ୍ଚିତ୍ର କଳାକାର ନାଟ୍ୟଶ୍ରୀ ନିର୍ମଳ ରାଉତ ଚଳିତ ବର୍ଷ ଓଡ଼ିଶା ସଂଗୀତ ନାଟକ...
ଏମପିଙ୍କୁ ଦାବିପତ୍ର ଦେଲେ ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ବାସଭବନରେ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ସାଂସଦଙ୍କୁ ଭେଟି ଓଡିଶା କଳା ଓ କ୍ରୀଡା ଶିକ୍ଷକ...
ସାରର ଅଭାବୀ ବିକ୍ରି ଓ କଳାବଜାରୀ ରୋକିବା ପାଇଁ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ଆନ୍ଦୋଳନ...
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ଖରିଫ ଋତୁରେ ଭଦ୍ରକ ଜିଲ୍ଲାର ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକରେ ସାର ଓ କୀଟନାଶକ ଔଷଧର ବ୍ୟାପକ କଳାବଜାରୀ ହେବା...
ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହୋଇ ଗୌରବ ଆଣିଲେ କ୍ରିତିକ୍ରିଷ୍ଣା
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆର୍ନ୍ତଜାତୀୟ ରାମକଥା ସଂଗ୍ରହାଳୟ ଓ ଆର୍ଟ ଗ୍ୟାଲେରୀ, ଅଯୋଧ୍ୟା ଏବଂ ସଂସ୍କୃତି ବିଭାଗ ଉତରପ୍ରଦେଶ ସରକାରଙ୍କ ମିଳିତ ତତ୍ୱାବଧାନରେ ସ୍ୱାଧିନତାର ଅମୃତ...
ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ କୈବର୍ତ ମହାସଭାର ପ୍ରତିନିଧି
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଓ ଯାଜପୁର ଜିଲ୍ଲାର କୈବର୍ତ ମହାସଭାର ପ୍ରତିନିଧି ମାନେ ଏକ ସୌଜନ୍ୟ...
ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସରକାରୀ ଡାକ୍ତରଙ୍କର ଚାଲିଛି ବେସରକାରୀ କ୍ଲିନିକ୍
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜ ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରି ଲୋକଙ୍କ ପାଇଁ ବ୍ୟୟ କରିଆସୁଥିବାବେଳେ...
ଭଦ୍ରକ ଫ୍ରେଣ୍ଡସ୍ ଗ୍ରୁପ୍ ଦ୍ୱାରା ଟ୍ରେନ୍ ଧକ୍କାରେ ଗୁରୁତର ଗୋ-ମାତା ଉଦ୍ଧାର
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଚରମ୍ପା ଡଗରାସାହି ରେଳବାଇ ଫାଟକ ମଝିରେ ଗୋଟିଏ ଗୋ-ମାତା ଟ୍ରେନ୍ ଧକ୍କାରେ ଗୁରୁତର ଆହତ ହୋଇ ପଡିରହିଥିଲା ।...
ଅଭିଷେକଙ୍କୁ ବଂଚାଇ ପାରିଲାନି ଇକ୍ମୋ ଚିକିତ୍ସା
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେବଳ ଭଦ୍ରକ ନୁହେଁ ସମଗ୍ର ଦେଶର ବହୁ ଚର୍ଚ୍ଚିତ ଏହି ଜିଲାର ବାସୁଦେବପୁରର ଅଭିଷେକ ମହାପାତ୍ର କରୋନା ଯୁଦ୍ଧରେ ହାରିଯାଇ ଗତକାଲି...
ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ୫୯ୟୁନିଟ୍ ରକ୍ତ ସଂଗ୍ରହ
ଭଦ୍ରକ, .୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଂଚାୟତର କବିତା ସେବା ସଦନ ଠାରେ ସଡ଼ିଶା ମୋ ପରିବା ଓ ଜୀବନବିନ୍ଦୁ...
ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡିଲା , ବନ୍ତଛକରେ ପାଣି...
ଭଦ୍ରକ, .୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଗତ ୨ବର୍ଷ ହେଲା ସ୍ଥାନୀୟ ବିଧାୟକ ଚେଷ୍ଟା ଜାରୀ ରଖିଛନ୍ତି । ତେଣୁ ପୌର ପ୍ରଶାସନକୁ...
ବିଜେପିର ବ୍ରହ୍ମପୁର ପଞ୍ଚାୟତରେ ମିଶ୍ରଣ ପର୍ବ
ଭଦ୍ରକ, .୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବିଧାନସଭା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ ଏବଂ ଭଦ୍ରକ...
ଅଚଳ ଉଠାଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ନେଇ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ଆନ୍ଦୋଳନ ଚେତାବନୀ
ଭଦ୍ରକ, .୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକରେ ଉଠାଜଳସେଚନ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବା ଦାବିରେ ଆଜି...
ଗଣେଷ ପୂଜା ପାଇଁ ପ୍ରଶାସନିକ ବୈଠକ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ଆସନ୍ତା ଗଣେଷ ପୂଜାକୁ ସରକାରୀ ନିର୍ଦ୍ଦେଶମତେ କୋଭିଡ଼ ମାର୍ଗ ଦର୍ଶିକା ଅନୁପାଳନ ଆଧାରରେ ଶାନ୍ତିଶୃଙ୍ଖଳାର ସହିତ ପାଳନ କରାଯିବା...
ପୀରହାଟ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ବେଆଇନ୍ କାର୍ଯ୍ୟକୁ ନେଇ ସାମ୍ବାଦିକ ସମ୍ମିଳନୀ
ଆଗାମୀ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଦେବାକୁ ଚେତାବନୀ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ୍ ଅଧୀନ ପୀରହାଟ ଶାନ୍ତି ଶୈଳେନ୍ଦ୍ର...
ନାବାଳିକାକୁ ଗର୍ଭବତୀ କରି ଫେରାର ଥିବା ବୃଦ୍ଧ ଦେଢ଼ମାସ ପରେ ନୟାଗଡ଼ରୁ ଗିରଫ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ମଠସାହି ଗ୍ରାମର ଜଣେ ନାବାଳିକାକୁ ୫ମାସର ଗର୍ଭବତୀ କରି ଦୀର୍ଘ ଦେଢ଼ମାସ ହେବ ଫେରାର...
ଭଦ୍ରକରୁ ୩ ପୁଲିସ୍ ଅଧିକାରୀ ପାଇଲେ ମୁଖ୍ୟମନ୍ତ୍ରୀ ପଦକ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ୩ ଜଣ ପୁଲିସ୍ ଅଧିକାରୀ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଖବର ପାଇବା ପରେ...
୮୦୦ ଲିଟର ଚୋରା ଦେଶୀ ମଦ ଜବତ, ୪ ଗିରଫ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି ଥାନାଧିକାରୀ କ୍ଷୀତିଶ...
ଟ୍ରେନ୍ରେ କଟି ବାମହାତ ହରାଇଲା ଯୁବକ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ରେଳଧାରଣା ପାରି ହେଉଥିବାବେଳେ ଜଣେ ଯୁବକର ବାମହାତ କଟି ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ପ୍ରାପ୍ତ ଖବରରୁ...
























