Home ଆମ ପର୍ବ ପର୍ବାଣୀ ଗୋଳବାଇ ଶାସନ ଜଳେଶ୍ୱର ଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ଗୋଳବାଇ ଶାସନ ଜଳେଶ୍ୱର ଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

75

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ମଲାଗୁଣୀ ନଦୀ ତଟରେ ସ୍ଥିତ ଜଳେଶ୍ୱର ଦେବଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଜଳେଶ୍ୱର ପରିଚାଳନା କମିଟି ପାଟଣା ସାହି ଓଗେର, ଗୋଳବାଇ ପକ୍ଷରୁ ତିନି ଦିନ ବ୍ୟାପି ଏହି ଅଷ୍ଟପ୍ରହର ନାମଯଜ୍ଞର ପ୍ରଥମ ଦିନରେ ମଙ୍ଗଳବାର ଦିନ ଅଧିବାସ, ବୁଧବାର ନାମ ସଂକୀର୍ତ୍ତନ ଏବଂ ଅନ୍ତିମ ଦିନରେ ଗୁରୁବାର ଦିନ ନଗର କୀର୍ତ୍ତନ ଓ ମହୋତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ଆଖପାଖର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେବା ସହ ପ୍ରସାଦ ସେବନ କରିଥିଲେ।
-/Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.