Home Coronavirus Outbreak ଦେଶରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ପାଖାପାଖି କରୋନା ଆକ୍ରାନ୍ତ...

ଦେଶରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ପାଖାପାଖି କରୋନା ଆକ୍ରାନ୍ତ ୪୧୦ ମୃତ

268

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,
– ଦେଶରେ ପ୍ରଥମ ଥର ପାଇଁ, ୨୪ ଘଣ୍ଟାରେ ପ୍ରାୟ ୨୦ ହଜାର କରୋନା କେସ୍
– ୪୧୦ ଲୋକଙ୍କ ମୃତ୍ୟୁ
– ବର୍ତ୍ତମାନ ଦେଶରେ କରୋନାଭାଇରସ୍‌ର ୨, ୦୩, ୦୫୧ ସକ୍ରିୟ ମାମଲା ଅଛି।
– କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ୧୬, ୦୯୫ ରୋଗୀଙ୍କ ମୃତ୍ୟୁ ଘଟିଛି
– ୩, ୦୯, ୭୧୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
– ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୯, ୯୦୬ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି।
– ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୮୫୯ କୁ ବୃଦ୍ଧି ପାଇଛି।
– କରୋନାରୁ ମୃତ୍ୟୁ ସଂଖ୍ୟା ୧୬୦୯୫ କୁ ବୃଦ୍ଧି ପାଇଛି।
– ମହାରାଷ୍ଟ୍ର କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.