Home Top News ଛାତି ଯନ୍ତ୍ରଣା ପରେ ଅନୁରାଗ କାଶ୍ୟପଙ୍କର ଆଞ୍ଜିଓପ୍ଲାଷ୍ଟି, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଛାତି ଯନ୍ତ୍ରଣା ପରେ ଅନୁରାଗ କାଶ୍ୟପଙ୍କର ଆଞ୍ଜିଓପ୍ଲାଷ୍ଟି, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

82

ନୂଆ ଦିଲ୍ଲୀ ମଇ ୨୭ (ଓଡ଼ିଆ ପୁଅ) ସାମାନ୍ୟ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ସପ୍ତାହକ ମଧ୍ୟରେ ଆଞ୍ଜିଓପ୍ଲାଷ୍ଟୀ କରାଯାଇଛି।
ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସେ ଛାତିରେ ଓ ଯନ୍ତ୍ରଣା ଅନୁଭବ କରିବା ପରେ ମୁମ୍ବାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
କାମକୁ ଫେରିବା ପୂର୍ବରୁ ତାଙ୍କୁ ଅତି କମରେ ଦୁଇ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।
ଏହି ଚଳଚ୍ଚିତ୍ର ନିର୍ମାତା ବର୍ତ୍ତମାନ ଅସ୍ତ୍ରୋପଚାରରୁ ସୁସ୍ଥ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.