Home Coronavirus Outbreak ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ

73

ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୭୫୬୪ କରୋନା ଆକ୍ରାନ୍ତ।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧୨୯୧ – ଖୋର୍ଦ୍ଧା ଜିଲ୍ଲାରୁ,

୭୩୨ – ସୁନ୍ଦରଗଡ ଜିଲ୍ଲାରୁ,

୫୨୯ – ପୁରୀ ଜିଲ୍ଲାରୁ,

୪୭୦ – କଟକ ଜିଲ୍ଲାରୁ,

୪୪୦ – ସମ୍ବଲପୁର ଜିଲ୍ଲାରୁ,

୪୦୩ – ଝାରସୁଗୁଡା ଜିଲ୍ଲାରୁ,

୩୮୨ – ବରଗଡ ଜିଲ୍ଲାରୁ,

୩୫୬ – ନବରଙ୍ଗପୁର ଜିଲ୍ଲାରୁ,

୨୮୯ – ବଲାଙ୍ଗୀର ଜିଲ୍ଲାରୁ,

୨୬୧ – ଗଞ୍ଜାମ ଜିଲ୍ଲାରୁ,

୨୫୯ – ନୁଆପଡା ଜିଲ୍ଲାରୁ,

୧୭୩ – କଳାହାଣ୍ଡି ଜିଲ୍ଲାରୁ,

୧୫୬ – ନୟାଗଡ଼ ଜିଲ୍ଲାରୁ,

୧୪୬ – ଢେଙ୍କାନାଳ ଜିଲ୍ଲାରୁ,

୧୪୨ – ଭଦ୍ରକ ଜିଲ୍ଲାରୁ,

୧୩୪ – ମୟୂରଭଞ୍ଜ ଜିଲ୍ଲାରୁ,

୧୨୮ – ଗଜପତି ଜିଲ୍ଲାରୁ,

୧୨୭ – ଯାଜପୁର ଜିଲ୍ଲାରୁ,

୧୨୧ – ସୋନପୁର ଜିଲ୍ଲାରୁ,

୧୦୮ – ଅନୁଗୁଳ ଜିଲ୍ଲାରୁ,

୧୦୫ – ଜଗତସିଂହପୁର ଜିଲ୍ଲାରୁ,

୧୦୦ – ବାଲେଶ୍ୱର ଜିଲ୍ଲାରୁ,

୯୮ – କୋରାପୁଟ ଜିଲ୍ଲାରୁ,

୮୭ – କେନ୍ଦ୍ରାପଡା ଜିଲ୍ଲାରୁ,

୭୧ – ଦେବଗଡ଼ ଜିଲ୍ଲାରୁ,

୬୪ – କନ୍ଧମାଳ ଜିଲ୍ଲାରୁ,

୫୮ – କେନ୍ଦୁଝର

୫୫ – ମାଲକାନଗିରି ଜିଲ୍ଲାରୁ,

୨୬ – ବୌଦ୍ଧ ଜିଲ୍ଲାରୁ,

୧୭ – ରାୟଗଡ଼ା ଜିଲ୍ଲାରୁ,

୨୩୬ – ରାଜ୍ୟ ପୁଲ୍ ଜିଲ୍ଲାରୁ,

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୬୫୧୩୩ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.