ଭୁବନେଶ୍ୱର ୧୧-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୭୫୬୪ କରୋନା ଆକ୍ରାନ୍ତ।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
୧୨୯୧ – ଖୋର୍ଦ୍ଧା ଜିଲ୍ଲାରୁ,
୭୩୨ – ସୁନ୍ଦରଗଡ ଜିଲ୍ଲାରୁ,
୫୨୯ – ପୁରୀ ଜିଲ୍ଲାରୁ,
୪୭୦ – କଟକ ଜିଲ୍ଲାରୁ,
୪୪୦ – ସମ୍ବଲପୁର ଜିଲ୍ଲାରୁ,
୪୦୩ – ଝାରସୁଗୁଡା ଜିଲ୍ଲାରୁ,
୩୮୨ – ବରଗଡ ଜିଲ୍ଲାରୁ,
୩୫୬ – ନବରଙ୍ଗପୁର ଜିଲ୍ଲାରୁ,
୨୮୯ – ବଲାଙ୍ଗୀର ଜିଲ୍ଲାରୁ,
୨୬୧ – ଗଞ୍ଜାମ ଜିଲ୍ଲାରୁ,
୨୫୯ – ନୁଆପଡା ଜିଲ୍ଲାରୁ,
୧୭୩ – କଳାହାଣ୍ଡି ଜିଲ୍ଲାରୁ,
୧୫୬ – ନୟାଗଡ଼ ଜିଲ୍ଲାରୁ,
୧୪୬ – ଢେଙ୍କାନାଳ ଜିଲ୍ଲାରୁ,
୧୪୨ – ଭଦ୍ରକ ଜିଲ୍ଲାରୁ,
୧୩୪ – ମୟୂରଭଞ୍ଜ ଜିଲ୍ଲାରୁ,
୧୨୮ – ଗଜପତି ଜିଲ୍ଲାରୁ,
୧୨୭ – ଯାଜପୁର ଜିଲ୍ଲାରୁ,
୧୨୧ – ସୋନପୁର ଜିଲ୍ଲାରୁ,
୧୦୮ – ଅନୁଗୁଳ ଜିଲ୍ଲାରୁ,
୧୦୫ – ଜଗତସିଂହପୁର ଜିଲ୍ଲାରୁ,
୧୦୦ – ବାଲେଶ୍ୱର ଜିଲ୍ଲାରୁ,
୯୮ – କୋରାପୁଟ ଜିଲ୍ଲାରୁ,
୮୭ – କେନ୍ଦ୍ରାପଡା ଜିଲ୍ଲାରୁ,
୭୧ – ଦେବଗଡ଼ ଜିଲ୍ଲାରୁ,
୬୪ – କନ୍ଧମାଳ ଜିଲ୍ଲାରୁ,
୫୮ – କେନ୍ଦୁଝର
୫୫ – ମାଲକାନଗିରି ଜିଲ୍ଲାରୁ,
୨୬ – ବୌଦ୍ଧ ଜିଲ୍ଲାରୁ,
୧୭ – ରାୟଗଡ଼ା ଜିଲ୍ଲାରୁ,
୨୩୬ – ରାଜ୍ୟ ପୁଲ୍ ଜିଲ୍ଲାରୁ,
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୬୫୧୩୩ ରେ ପହଞ୍ଚିଛି।