Home Coronavirus Outbreak ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

110

ଭୁବନେଶ୍ୱର ୯-୧୦ (ଓଡ଼ିଆ ପୁଅ) ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ମୋଟ ସୁସ୍ଥ ଙ୍କ ସଂଖ୍ୟା ୨୨୦୩୮୮ କୁ ବୃଦ୍ଧି ପାଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
୬୦୨ ଜଣ ଖୋର୍ଦ୍ଦା ଜିଲ୍ଲାରୁ

୩୭୪ ଜଣ କଟକ ଜିଲ୍ଲାରୁ

୨୮୯ ଜଣ ପୁରୀ ଜିଲ୍ଲାରୁ

୧୪୮ ଜଣ ବାଲେଶ୍ୱର ଜିଲ୍ଲାରୁ

୧୩୦ ଜଣ ମୟୁରଭଞ୍ଜ ଜିଲ୍ଲାରୁ

୧୩୦ ଜଣ ସମ୍ବଲପୁର ଜିଲ୍ଲାରୁ

୧୧୬ ଜଣ କେନ୍ଦୁଝର ଜିଲ୍ଲାରୁ

୧୦୭ ଜଣ ବରଗଡ଼ ଜିଲ୍ଲାରୁ

୧୦୬ ଜଣ ଯାଜପୁର ଜିଲ୍ଲାରୁ

୯୮ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ

୯୨ ଜଣ ଭଦ୍ରକ ଜିଲ୍ଲାରୁ

୯୦ ଜଣ ଜଗତସିଂହପୁର ଜିଲ୍ଲାରୁ

୮୬ ଜଣ ଝାରସୁଗୁଡ଼ା ଜିଲ୍ଲାରୁ

୮୩ ଜଣ ଅନୁଗୁଳ ଜିଲ୍ଲାରୁ

୭୭ ଜଣ ନୂଆପଡ଼ା ଜିଲ୍ଲାରୁ

୭୪ ଜଣ ନୟାଗଡ଼ ଜିଲ୍ଲାରୁ

୭୨ ଜଣ କଳାହାଣ୍ଡି ଜିଲ୍ଲାରୁ

୭୧ ଜଣ କନ୍ଧମାଳ ଜିଲ୍ଲାରୁ

୭୦ ଜଣ ବଲାଙ୍ଗୀର ଜିଲ୍ଲାରୁ

୭୦ ଜଣ ଢେଙ୍କାନାଳ ଜିଲ୍ଲାରୁ

୬୬ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ

୫୨ ଜଣ କୋରାପୁଟ ଜିଲ୍ଲାରୁ

୫୦ ଜଣ ନବରଙ୍ଗପୁର ଜିଲ୍ଲାରୁ

୪୮ ଜଣ ଗଞ୍ଜାମ ଜିଲ୍ଲାରୁ

୪୮ ଜଣ ସୋନପୁର ଜିଲ୍ଲାରୁ

୩୮ ଜଣ ମାଲକାନଗିରି

୨୨ ଜଣ ବୌଦ୍ଦ ଜିଲ୍ଲାରୁ

୧୮ ଜଣ ଗଜପତିଜିଲ୍ଲାରୁ

୧୧ ଜଣ ଦେବଗଡ଼ ଜିଲ୍ଲାରୁ

୨ ଜଣ ରାୟଗଡ଼ା ଜିଲ୍ଲାରୁ

୧୬୪ ଜଣ State Pool
ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.