Home Coronavirus Outbreak ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୧୦୭୮୧ କରୋନା ଆକ୍ରାନ୍ତ

71

ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୧୦୭୮୧ କରୋନା ଆକ୍ରାନ୍ତ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

୧୬୦୫ – ଖୋର୍ଦ୍ଧା ଜିଲ୍ଲାରୁ,

୧୧୮୬ – ସୁନ୍ଦରଗଡ ଜିଲ୍ଲାରୁ,

୯୬୬ – କଟକ ଜିଲ୍ଲାରୁ,

୫୬୬ – କଳାହାଣ୍ଡି ଜିଲ୍ଲାରୁ,

୫୫୭ – ଅନୁଗୁଳ ଜିଲ୍ଲାରୁ,

୫୩୦ – ବରଗଡ ଜିଲ୍ଲାରୁ,

୪୫୮ – ସମ୍ବଲପୁର ଜିଲ୍ଲାରୁ,

୪୨୨ – ଝାରସୁଗୁଡା ଜିଲ୍ଲାରୁ,

୩୬୬ – ପୁରୀ ଜିଲ୍ଲାରୁ,

୩୪୨ – ନବରଙ୍ଗପୁର ଜିଲ୍ଲାରୁ,

୨୮୫ – ଗଞ୍ଜାମ ଜିଲ୍ଲାରୁ,

୨୬୭ – ନୟାଗଡ଼ ଜିଲ୍ଲାରୁ,

୨୫୮ – ବଲାଙ୍ଗୀର ଜିଲ୍ଲାରୁ,

୨୫୭ – ମୟୂରଭଞ୍ଜ ଜିଲ୍ଲାରୁ,

୨୫୬ – ନୁଆପଡା ଜିଲ୍ଲାରୁ,

୨୫୧ – ବୌଦ୍ଧ ଜିଲ୍ଲାରୁ,

୨୧୮ – କୋରାପୁଟ ଜିଲ୍ଲାରୁ,

୨୦୬ – କେନ୍ଦୁଝର ଜିଲ୍ଲାରୁ,

୧୭୭ – ଯାଜପୁର ଜିଲ୍ଲାରୁ,

୧୬୩ – ଢେଙ୍କାନାଳ ଜିଲ୍ଲାରୁ,

୧୫୭ – ଭଦ୍ରକ ଜିଲ୍ଲାରୁ,

୧୪୭ – ଜଗତସିଂହପୁର ଜିଲ୍ଲାରୁ,

୧୪୪ – ସୋନପୁର ଜିଲ୍ଲାରୁ,

୧୪୩ – କେନ୍ଦ୍ରାପଡା ଜିଲ୍ଲାରୁ,

୧୩୧ – ରାୟଗଡ଼ା ଜିଲ୍ଲାରୁ,

୧୧୦ – ଦେବଗଡ଼ ଜିଲ୍ଲାରୁ,

୯୭ – ବାଲେଶ୍ୱର ଜିଲ୍ଲାରୁ,

୯୧ – ଗଜପତି ଜିଲ୍ଲାରୁ,

୭୬ – କନ୍ଧମାଳ ଜିଲ୍ଲାରୁ,

୬୭ – ମାଲକାନଗିରି ଜିଲ୍ଲାରୁ ଏବଂ

୨୮୨ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୦୨୪୫୫ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.