ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୧୦୭୮୧ କରୋନା ଆକ୍ରାନ୍ତ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
୧୬୦୫ – ଖୋର୍ଦ୍ଧା ଜିଲ୍ଲାରୁ,
୧୧୮୬ – ସୁନ୍ଦରଗଡ ଜିଲ୍ଲାରୁ,
୯୬୬ – କଟକ ଜିଲ୍ଲାରୁ,
୫୬୬ – କଳାହାଣ୍ଡି ଜିଲ୍ଲାରୁ,
୫୫୭ – ଅନୁଗୁଳ ଜିଲ୍ଲାରୁ,
୫୩୦ – ବରଗଡ ଜିଲ୍ଲାରୁ,
୪୫୮ – ସମ୍ବଲପୁର ଜିଲ୍ଲାରୁ,
୪୨୨ – ଝାରସୁଗୁଡା ଜିଲ୍ଲାରୁ,
୩୬୬ – ପୁରୀ ଜିଲ୍ଲାରୁ,
୩୪୨ – ନବରଙ୍ଗପୁର ଜିଲ୍ଲାରୁ,
୨୮୫ – ଗଞ୍ଜାମ ଜିଲ୍ଲାରୁ,
୨୬୭ – ନୟାଗଡ଼ ଜିଲ୍ଲାରୁ,
୨୫୮ – ବଲାଙ୍ଗୀର ଜିଲ୍ଲାରୁ,
୨୫୭ – ମୟୂରଭଞ୍ଜ ଜିଲ୍ଲାରୁ,
୨୫୬ – ନୁଆପଡା ଜିଲ୍ଲାରୁ,
୨୫୧ – ବୌଦ୍ଧ ଜିଲ୍ଲାରୁ,
୨୧୮ – କୋରାପୁଟ ଜିଲ୍ଲାରୁ,
୨୦୬ – କେନ୍ଦୁଝର ଜିଲ୍ଲାରୁ,
୧୭୭ – ଯାଜପୁର ଜିଲ୍ଲାରୁ,
୧୬୩ – ଢେଙ୍କାନାଳ ଜିଲ୍ଲାରୁ,
୧୫୭ – ଭଦ୍ରକ ଜିଲ୍ଲାରୁ,
୧୪୭ – ଜଗତସିଂହପୁର ଜିଲ୍ଲାରୁ,
୧୪୪ – ସୋନପୁର ଜିଲ୍ଲାରୁ,
୧୪୩ – କେନ୍ଦ୍ରାପଡା ଜିଲ୍ଲାରୁ,
୧୩୧ – ରାୟଗଡ଼ା ଜିଲ୍ଲାରୁ,
୧୧୦ – ଦେବଗଡ଼ ଜିଲ୍ଲାରୁ,
୯୭ – ବାଲେଶ୍ୱର ଜିଲ୍ଲାରୁ,
୯୧ – ଗଜପତି ଜିଲ୍ଲାରୁ,
୭୬ – କନ୍ଧମାଳ ଜିଲ୍ଲାରୁ,
୬୭ – ମାଲକାନଗିରି ଜିଲ୍ଲାରୁ ଏବଂ
୨୮୨ – ରାଜ୍ୟ ପୁଲ୍ ରୁ,
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୦୨୪୫୫ ରେ ପହଞ୍ଚିଛି।