ଭୁବନେଶ୍ୱର ୩୧-୫ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୦୪୦୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୪୪୯ – ଖୋର୍ଦ୍ଧା ଜିଲ୍ଲାରୁ,
୯୫୪ – କଟକ ଜିଲ୍ଲାରୁ,
୯୦୮ – ଅନୁଗୁଳ ଜିଲ୍ଲାରୁ,
୭୦୫ – ସୁନ୍ଦରଗଡ ଜିଲ୍ଲାରୁ,
୫୬୪ – ମୟୂରଭଞ୍ଜ ଜିଲ୍ଲାରୁ,
୪୯୫ – ଯାଜପୁର ଜିଲ୍ଲାରୁ,
୪୮୨ – ଭଦ୍ରକ ଜିଲ୍ଲାରୁ,
୪୭୨ – ପୁରୀ ଜିଲ୍ଲାରୁ,
୩୫୪ – ସମ୍ବଲପୁର ଜିଲ୍ଲାରୁ,
୩୩୧ – ବରଗଡ ଜିଲ୍ଲାରୁ,
୩୦୯ – ଜଗତସିଂହପୁର ଜିଲ୍ଲାରୁ,
୩୦୫ – କେନ୍ଦ୍ରାପଡା ଜିଲ୍ଲାରୁ,
୨୭୪ – ବଲାଙ୍ଗୀର ଜିଲ୍ଲାରୁ,
୨୫୫ – ନବରଙ୍ଗପୁର ଜିଲ୍ଲାରୁ,
୨୫୧ – କୋରାପୁଟ ଜିଲ୍ଲାରୁ,
୨୪୨ – ଗଞ୍ଜାମ ଜିଲ୍ଲାରୁ,
୨୦୦ – ବୌଦ୍ଧ ଜିଲ୍ଲାରୁ,
୧୯୦ – ନୟାଗଡ଼ ଜିଲ୍ଲାରୁ,
୧୮୬ – ଝାରସୁଗୁଡା ଜିଲ୍ଲାରୁ,
୧୮୧ – ବାଲେଶ୍ୱର ଜିଲ୍ଲାରୁ,
୧୭୨ – ରାୟଗଡ଼ା ଜିଲ୍ଲାରୁ,
୧୫୫ – ଢେଙ୍କାନାଳ ଜିଲ୍ଲାରୁ,
୧୪୯ – କେନ୍ଦୁଝର ଜିଲ୍ଲାରୁ,
୧୨୩ – ସୋନପୁର ଜିଲ୍ଲାରୁ,
୧୦୬ – ଦେବଗଡ଼ ଜିଲ୍ଲାରୁ,
୧୦୨ – ମାଲକାନଗିରି ଜିଲ୍ଲାରୁ,
୮୨ – କନ୍ଧମାଳ ଜିଲ୍ଲାରୁ,
୬୮ – ଗଜପତି ଜିଲ୍ଲାରୁ,
୫୧ – ନୁଆପଡା ଜିଲ୍ଲାରୁ,
୩୬ – କଳାହାଣ୍ଡି ଜିଲ୍ଲାରୁ,
୨୫୪ – ରାଜ୍ୟ ପୁଲ୍ ରୁ,
ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୬୮୦୯୩୨ ରେ ପହଞ୍ଚିଛି।