ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୧୦୦୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୪୭୧ – ଖୋର୍ଦ୍ଧା ଜିଲ୍ଲାରୁ,
୮୧୪ – ସୁନ୍ଦରଗଡ଼ ଜିଲ୍ଲାରୁ,
୭୧୮ – କଟକ ଜିଲ୍ଲାରୁ,
୫୧୦ – ଅନୁଗୁଳ ଜିଲ୍ଲାରୁ,
୪୫୫ – ବରଗଡ ଜିଲ୍ଲାରୁ,
୪୩୭ – କଳାହାଣ୍ଡି ଜିଲ୍ଲାରୁ,
୪୦୭ – ଯାଜପୁର ଜିଲ୍ଲାରୁ,
୩୬୬ – ଗଞ୍ଜାମ ଜିଲ୍ଲାରୁ,
୩୫୬ – ନବରଙ୍ଗପୁର ଜିଲ୍ଲାରୁ,
୩୫୧ – ପୁରୀ ଜିଲ୍ଲାରୁ,
୩୪୨ – ବଲାଙ୍ଗୀର ଜିଲ୍ଲାରୁ,
୩୩୪ – ଝାରସୁଗୁଡା ଜିଲ୍ଲାରୁ,
୩୦୦ – ସମ୍ବଲପୁର ଜିଲ୍ଲାରୁ,
୨୫୦ – ଭଦ୍ରକ ଜିଲ୍ଲାରୁ,
୨୪୫ – ନୟାଗଡ଼ ଜିଲ୍ଲାରୁ,
୨୩୬ – ଢେଙ୍କାନାଳ ଜିଲ୍ଲାରୁ,
୨୩୦ – ବାଲେଶ୍ୱର ଜିଲ୍ଲାରୁ,
୨୧୮ – ବୌଦ୍ଧ ଜିଲ୍ଲାରୁ,
୨୦୨ – ନୁଆପଡା ଜିଲ୍ଲାରୁ,
୧୯୯ – ରାୟଗଡ଼ା ଜିଲ୍ଲାରୁ,
୧୮୬ – କେନ୍ଦୁଝର ଜିଲ୍ଲାରୁ,
୧୬୫ – ମୟୂରଭଞ୍ଜ ଜିଲ୍ଲାରୁ,
୧୫୫ – ଜଗତସିଂହପୁର ଜିଲ୍ଲାରୁ,
୧୪୮ – ସୋନପୁର ଜିଲ୍ଲାରୁ,
୧୪୧ – କେନ୍ଦ୍ରାପଡା ଜିଲ୍ଲାରୁ,
୧୩୮ – ଦେବଗଡ଼ ଜିଲ୍ଲାରୁ,
୧୧୧ – କୋରାପୁଟ ଜିଲ୍ଲାରୁ,
୧୦୨ – ଗଜପତି ଜିଲ୍ଲାରୁ,
୯୫ – କନ୍ଧମାଳ ଜିଲ୍ଲାରୁ,
୮୩ – ମାଲକାନଗିରି ଜିଲ୍ଲାରୁ,
୨୭୧ – ରାଜ୍ୟ ପୁଲ୍ ରୁ ସୁସ୍ଥ ହୋଇଛନ୍ତି।
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୪୬୬୩୧ ରେ ପହଞ୍ଚିଛି।