Home ଓଡ଼ିଶା ଲାଦାଖରେ ୪.୨ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଓଡ଼ିଶାଜାତୀୟ ଲାଦାଖରେ ୪.୨ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ By Bureau - May 21, 2021 130 Total0 0 0 0 0ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଆଜି ଲାଦାଖରେ ରିଚ୍ଟର ସ୍କେଲରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଏହା ପୂର୍ବାହ୍ନ୧୧.୦୨ ରେ ଅନୁଭୂତ ହୋଇଥିଲା। Tweet Total0 0 0 0 0