Home ଓଡ଼ିଶା ଆସାମର ତେଜପୁରରେ ୩.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଓଡ଼ିଶାଜାତୀୟ ଆସାମର ତେଜପୁରରେ ୩.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ By Bureau - May 18, 2021 52 Total0 0 0 0 0ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) ଆଜି ଆସାମର ତେଜପୁରରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରିଚ୍ଟର ସ୍କେଲରେ ୩.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। Tweet Total0 0 0 0 0