Home କୋରାପୁଟ ରାଜସ୍ୱ ରଥ ମାଧ୍ୟମରେ ୯୦ ଜଣ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ

ରାଜସ୍ୱ ରଥ ମାଧ୍ୟମରେ ୯୦ ଜଣ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ

73

କୋରାପୁଟ ୧୮-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ସିପାଇପୁଟ ଗ୍ରାମର ୯୦ ଜଣ ହିତାଧିକାରୀଙ୍କୁ ରାଜସ୍ୱ ରଥ ମାଧ୍ୟମରେ ଗ୍ରାମ କଣ୍ଠ ପଟ୍ଟା(ଜିକେପି) ପ୍ରଦାନ କରାଯାଇଥିବା ଜଣାପଡିଛି ।ତହସିଲଦାର ହରିପଦ ମଣ୍ଡଳ ଓ ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା  ଉପସ୍ଥିତ ରହି ପଟ୍ଟା ପ୍ରଦାନ କରିଥିଲେ ।ପଟ୍ଟା ପ୍ରଦାନ ସମୟରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଭାସ୍କର ଡାକୁଆ , କନିଷ୍ଠ ରାଜସ୍ୱ ସହାୟକ ସୁଚିସ୍ମିତା ମହାନ୍ତି ଓ ଆରଆଇ ଗୁମାଗୁଡିଆ ଡମ୍ବୁରୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.