Home ଓଡ଼ିଶା ନାଗାଲାଣ୍ଡରେ ଭୂମିକମ୍ପ

ନାଗାଲାଣ୍ଡରେ ଭୂମିକମ୍ପ

78

ନୂଆ ଦିଲ୍ଲୀ ୧୪-୭ (ଓଡ଼ିଆ ପୁଅ) ଭାରତର ଉତ୍ତର-ପୂର୍ବ ଭାଗରେ ପୁଣି ଥରେ ଭୂମିକମ୍ପ ହୋଇଛି। ମଙ୍ଗଳବାର ସକାଳେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡର ଲୋଲେଙ୍ଗ ଜିଲ୍ଲାରେ ଏହି ଭୂକମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.