Home ଆନ୍ତର୍ଜାତୀୟ ଆଫଗାନିସ୍ଥାନ: କାବୁଲରେ ତିନୋଟି ସ୍ଥାନରେ ବିଷ୍ପୋରଣ: ଧନ ଜୀବନ କ୍ଷତିର ଆଶଂକା

ଆଫଗାନିସ୍ଥାନ: କାବୁଲରେ ତିନୋଟି ସ୍ଥାନରେ ବିଷ୍ପୋରଣ: ଧନ ଜୀବନ କ୍ଷତିର ଆଶଂକା

114

ନୂଆ ଦିଲ୍ଲୀ ୯ ମଇ (ଓଡ଼ିଆ ପୁଅ) ବୁଧବାର ଦିନ ସକାଳେ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ୨୦ ମିନିଟ ସମୟ ବ୍ୟବଧାନରେ ତିନୋଟି ସ୍ଥାନରେ ବିଷ୍ପୋରଣ ଘଟିଛି। ବିଷ୍ପୋରଣ ପରେ ସୁରକ୍ଷାବଳ ସେଠାରେ ପହଁଚିଛନ୍ତି। କାବୁଲର ପିଡି୧୩ ଏବଂ କାଲା-ଏ-ଫାତୁଲ୍ଲା ସ୍ଥାନରେ ଏହି ବିଷ୍ପୋରଣ ଘଟିଛି। (ବିଶେଷ ଖବରକୁ ଅପେକ୍ଷା)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.