Home Top News ନବନିଯୁକ୍ତ ବିଜେପି ରାଜ୍ୟ ସଭାପତି ମନମୋହନଙ୍କ ଜଗନ୍ନାଥ ଦର୍ଶନ ..

ନବନିଯୁକ୍ତ ବିଜେପି ରାଜ୍ୟ ସଭାପତି ମନମୋହନଙ୍କ ଜଗନ୍ନାଥ ଦର୍ଶନ ..

41

ଭୁବନେଶ୍ୱର/ପୁରୀ: ନବ ନିଯୁକ୍ତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱାଗତ, ସମ୍ବର୍ଦ୍ଧନା ସମାବେଶ ପରେ ମନମୋହନ ସାମଲ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି। ଏହି ଅବସରରେ ମନମୋହନଙ୍କ ସହିତ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ରଙ୍କ ବ୍ୟତୀତ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା, ସିମନ୍ତିନୀ ଜେନା, ଡ. ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ପ୍ରମୂଖ ସାମିଲ୍ ଥିଲେ।

ଏଥର ଲଢ଼େଇ ହେବ, ଜୋରଦାର୍ ହେବ ଏବଂ ପରିଣତି ନିର୍ଣ୍ଣାୟକ ତଥା ଶୁଭଙ୍କର ହେବ ..


Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.