ନୂଆ ଦିଲ୍ଲୀ ୦୨-୧୦ (ଓଡ଼ିଆ ପୁଅ) ଦେଶରେ କମୁଛି ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୪,୩୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୭୩,୮୮୯ କୁ ହ୍ରାସ ପାଇଛି।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୮୧% ଅଟେ।
ସମଗ୍ର ଦେଶରେ ସମୁଦାୟ ୩,୩୦,୬୮,୫୯୯ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୨୫,୪୫୫ ରୋଗୀ ସୁସ୍ଥ ହୋଇଛନ୍ତି।
ଆରୋଗ୍ୟ ହାର ୯୭.୮୬% କୁ ବୃଦ୍ଧି ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୯୧,୦୬୧ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୩୩୫ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୩୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୮,୫୭୩ କୁ ବୃଦ୍ଧି ପାଇଛି।
ସକ୍ରୀୟ ଆକ୍ରାନ୍ତ ୦.୮୧%
ଆରୋଗ୍ୟ ହୋଇଛନ୍ତି ୯୭.୮୬%
ଏବଂ ମୃତ୍ୟୁ ସଂଖ୍ୟା ୧.୩୩%
ଟିକାକରଣ
ଦେଶରେ ମୋଟ ଟିକାକରଣ ୮୯, ୭୪, ୮୧, ୫୫୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୯, ୩୩, ୮୩୮
ପରୀକ୍ଷଣ
ଦେଶରେ ମୋଟ ପରୀକ୍ଷଣ ୫୭, ୧୯, ୯୪, ୯୯୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୨୯, ୨୫୮
ରାଜ୍ୟୱାରୀ ସମସ୍ତ ତଥ୍ୟ
କ୍ରମିକ ସଂଖ୍ୟା | ରାଜ୍ୟ | ସକ୍ରୀୟ ଆକ୍ରାନ୍ତ | ସୁସ୍ଥ ହୋଇଛନ୍ତି | ଗତକାଲି ସୁସ୍ଥ ହୋଇଛନ୍ତି | ମୋଟ ମୃତ୍ୟୁ ସଂଖ୍ୟା | ଦିନକରେ ମୃତ୍ୟୁ ସଂଖ୍ୟା |
୧ | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ | ୮ | ୭୪୮୪ | ୧ | ୧୨୯ | ୦ |
୨ | ଆନ୍ଧ୍ରପ୍ରଦେଶ | ୧୧୧୪୨ | ୨୦୨୫୮୦୫ | ୧୧୬୦ | ୧୪୧୮୬ | ୧୦ |
୩ | ଅରୁଣାଚଳ ପ୍ରଦେଶ | ୪୨୯ | ୫୩୯୭୪ | ୪୩ | ୨୭୭ | ୧ |
୪ | ଆସାମ | ୪୩୪୮ | ୫୯୨୨୪୨ | ୩୫୬ | ୫୮୭୬ | ୩ |
୫ | ବିହାର | ୪୨ | ୭୧୬୨୫୮ | ୧୫ | ୯୬୬୧ | ୦ |
୬ | ଚଣ୍ଡିଗଡ଼ | ୩୬ | ୬୪୩୭୭ | ୭ | ୮୧୯ | ୦ |
୭ | ଛତିଶଗଡ | ୨୭୭ | ୯୯୧୫୩୬ | ୪୫ | ୧୩୫୬୬ | ୦ |
୮ | ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ | ୦ | ୧୦୬୬୬ | ୦ | ୪ | ୦ |
୯ | ଦିଲ୍ଲୀ | ୪୦୯ | ୧୪୧୩୪୦୪ | ୨୩ | ୨୫୦୮୭ | ୦ |
୧୦ | ଗୋଆ | ୮୩୮ | ୧୭୨୩୬୦ | ୯୯ | ୩୩୧୭ | ୩ |
୧୧ | ଗୁଜୁରାଟ | ୧୫୮ | ୮୧୫୭୧୨ | ୧୬ | ୧୦୦୮୨ | ୦ |
୧୨ | ହରିୟାଣା | ୨୭୮ | ୭୬୦୭୩୮ | ୧୨ | ୯୮୭୪ | ୦ |
୧୩ | ହିମାଚଳ ପ୍ରଦେଶ | ୧୬୯୪ | ୨୧୩୮୭୧ | ୧୮୧ | ୩୬୭୯ | ୩ |
୧୪ | ଜାମ୍ମୁ କାଶ୍ମୀର | ୧୩୩୯ | ୩୨୩୮୦୧ | ୧୩୮ | ୪୪୨୩ | ୧ |
୧୫ | ଝାଡଖଣ୍ଡ | ୮୭ | ୩୪୩୦୧୬ | ୮ | ୫୧୩୫ | ୦ |
୧୬ | କର୍ଣ୍ଣାଟକ | ୧୨୪୯୮ | ୨୯୨୬୨୮୪ | ୮୮୭ | ୩୭୮୦୭ | ୧୩ |
୧୭ | କେରଳ | ୧୪୩୦୮୧ | ୪୫୨୬୪୨୯ | ୧୩୭୬୭ | ୨୫୧୮୨ | ୯୫ |
୧୮ | ଲଦାଖ | ୬୮ | ୨୦୫୩୪ | ୬ | ୨୦୭ | ୦ |
୧୯ | ଲକ୍ଷଦୀପ | ୦ | ୧୦୩୧୦ | ୨ | ୫୧ | ୦ |
୨୦ | ମଧ୍ୟପ୍ରଦେଶ | ୧୨୪ | ୭୮୧୮୯୬ | ୯ | ୧୦୫୨୨ | ୦ |
୨୧ | ମହାରାଷ୍ଟ୍ର | ୩୯୯୫୨ | ୬୩୭୪୮୯୨ | ୩୧୬୪ | ୧୩୯୧୧୭ | ୫୦ |
୨୨ | ମଣିପୁର | ୨୨୩୨ | ୧୧୬୬୫୩ | ୧୮୭ | ୧୮୫୮ | ୩ |
୨୩ | ମେଘାଳୟ | ୧୬୬୬ | ୭୮୩୭୫ | ୧୦୮ | ୧୪୦୪ | ୦ |
୨୪ | ମିଜୋରାମ | ୧୬୩୬୧ | ୭୯୭୮୧ | ୧୬୭୭ | ୩୧୪ | ୪ |
୨୫ | ନାଗାଲାଣ୍ଡ | ୩୪୭ | ୩୦୨୫୨ | ୩୧ | ୬୬୬ | ୧ |
୨୬ | ଓଡ଼ିଶା | ୪୯୧୮ | ୧୦୧୩୮୩୩ | ୬୯୧ | ୮୨୦୨ | ୪ |
୨୭ | ପୁଡୁଚେରୀ | ୭୯୧ | ୧୨୩୮୦୦ | ୧୦୩ | ୧୮୪୦ | ୦ |
୨୮ | ପଞ୍ଜାବ | ୨୭୯ | ୫୮୪୮୬୫ | ୩୩ | ୧୬୫୧୮ | ୨ |
୨୯ | ରାଜସ୍ଥାନ | ୭୩ | ୯୪୫୩୦୪ | ୮ | ୮୯୫୪ | ୦ |
୩୦ | ସିକ୍କିମ୍ | ୬୧୮ | ୩୦୪୭୭ | ୨୪ | ୩୮୭ | ୦ |
୩୧ | ତାମିଲନାଡୁ | ୧୭୦୯୯ | ୨୬୧୨୬୮୪ | ୧୬୨୩ | ୩୫୬୦୩ | ୨୫ |
୩୨ | ତେଲେଙ୍ଗାନା | ୪୫୯୯ | ୬୫୭୬୬୫ | ୨୪୪ | ୩୯୧୯ | ୧ |
୩୩ | ତ୍ରିପୁରା | ୨୦୬ | ୮୩୧୪୩ | ୪୭ | ୮୧୪ | ୧ |
୩୪ | ଉତ୍ତରାଖଣ୍ଡ | ୧୬୨ | ୩୩୫୯୯୩ | ୧୭ | ୭୩୯୫ | ୧ |
୩୫ | ଉତ୍ତରପ୍ରଦେଶ | ୧୫୯ | ୧୬୮୬୭୮୪ | ୨୯ | ୨୨୮୯୨ | ୦ |
୩୬ | ପଶ୍ଚିମବଙ୍ଗ | ୭୫୭୧ | ୧୫୪୩୪୦୧ | ୬୯୪ | ୧୮୮୦୬ | ୧୩ |
ମୋଟ | ୨୭୩୮୮୯ | ୩୩୦୬୮୫୯୯ | ୨୫୪୫୫ | ୪୪୮୫୭୩ | ୨୩୪ |