Home Top News ଜାପାନର ସାଗରରେ ୬.୧ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ Top Newsଆନ୍ତର୍ଜାତୀୟଓଡ଼ିଶାଜାତୀୟ ଜାପାନର ସାଗରରେ ୬.୧ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ By Bureau - September 29, 2021 37 Total0 0 0 0 0ଟୋକିଓ, ସେପ୍ଟେମ୍ବର ୨୯ (ଓଡ଼ିଆ ପୁଅ) ଜାପାନ ପାଣିପାଗ ବିଭାଗ (ଜେଏମଏ) ଅନୁଯାୟୀ ବୁଧବାର ଦିନ ଜାପାନ ସାଗରର ମଧ୍ୟ ଭାଗରେ ୬.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୫:୩୭ ସମୟରେ ଏହି ଭୂକମ୍ପ ଘଟିଥିଲା ଏପର୍ଯ୍ୟନ୍ତ କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ। Tweet Total0 0 0 0 0