Home Top News ତାଳଚେର ରୋଡ୍‌ ଓ ଅନୁଗୁଳ ମଝିରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ କାରଣରୁ ୬ଟି ଟ୍ରେନ ବାତିଲ,...

ତାଳଚେର ରୋଡ୍‌ ଓ ଅନୁଗୁଳ ମଝିରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ କାରଣରୁ ୬ଟି ଟ୍ରେନ ବାତିଲ, ୩ଟି ଟ୍ରେନ ପଥ ପରିବର୍ତ୍ତନ ଏବଂ ୨ ଟି ଟ୍ରେନ ସମୟ ପରିବର୍ତ୍ତନ

67

ଭୁବନେଶ୍ୱର,୧୬/୦୯ (ଓଡ଼ିଆ ପୁଅ) : ତାଳଚେର ରୋଡ୍‌ ଓ ଅନୁଗୁଳ ମଝିରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାରୁ ଗୁରୁବାରଦିନ ୬ଟି ଟ୍ରେନକୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ତେବେ

୬ଟି ଟ୍ରେନକୁ ବାତିଲ

– ୦୨୮୬୧: ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ୧୬.୦୯.୨୦୨୧ ରେ ବାତିଲ ହୋଇଛି।
– ୦୨୮୬୨: ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ୧୬.୦୯.୨୦୨୧ ରେ ବାତିଲ ହୋଇଛି।
– ୦୮୧୦୫ ରାଉରକେଲା-ପୁରୀ ସ୍ପେଶାଲ୍ ୧୬.୦୯.୨୦୨୧ ରେ ବାତିଲ୍ ହୋଇଛି।
– ୦୮୧୦୬ ପୁରୀ-ରାଉରକେଲା ସ୍ପେଶାଲ୍ ୧୬.୦୯.୨୦୨୧ ରେ ବାତିଲ୍ ହୋଇଛି।
ଟ୍ରେନର ସମୟରେ ପରିବର୍ତ୍ତନ
୦୯୩୭୨ ପୁରୀ-ଇନ୍ଦୋର ସ୍ପେଶାଲ ୧୬.୦୯.୨୦୨୧ ରେ ୦୦୩୦ ଘଣ୍ଟାରେ ପୁରୀ ଛାଡିବାର ସ୍ଥିର ଥିଲା ତାହା ୧୬.୦୯.୨୦୨୧ ରେ ପୁରୀରୁ ୦୭୦୦ ଘଣ୍ଟା ଛାଡିବାକୁ ପୁନଃ ସ୍ଥିର କରାଯାଇଛି।

ଟ୍ରେନର ପଥ ପରିବର୍ତ୍ତନ
– ୦୨୮୭୯LTT-ଭୁବନେଶ୍ୱର ୧୫.୦୯.୨୦୨୧ ରୁ LTTରୁ ଭାୟା ଝାରସୁଗୁଡ଼ା-ଚକ୍ରଧରପୁର-ଜାରୋଲି-ଜଖପୁରା-ଭୁବନେଶ୍ୱର ରୁଟ୍‌ରେ ଚାଲିବ।
– ୦୨୦୩୮ ଆଜମର୍-ପୁରୀ ସ୍ପେସାଲ୍‌ ଆଜମର୍ ରୁ ୧୪.୦୯.୨୦୨୧ ରୁ ଭାୟା ଟିଟିଲାଗଡ-ବିଜୟ ନଗରମ୍‌-ଖୋର୍ଦ୍ଧା ରୋଡ୍ ଦେଇ ଚାଲିବ।

– ୦୯୩୭୨ ପୁରୀରୁ ଇନ୍ଦୋର ସ୍ୱତନ୍ତ୍ର ୧୬.୦୯.୨୦୨୧ ରେ ଜଖାପୁରା-ଜାରୋଲି-ଚକ୍ରଧରପୁର-ଝାରସୁଗୁଡ଼ା-ଆଇବି ରୁଟ୍‌ରେ ଚାଲିବ।

ଟ୍ରେନର ସମୟରେ ପରିବର୍ତ୍ତନ
– ୦୯୩୭୨ ପୁରୀରୁ ଇନ୍ଦୋର ସ୍ୱତନ୍ତ୍ର ୧୬.୦୯.୨୦୨୧ ଦିନ ୦୦୩୦ ଘଣ୍ଟା ବଦଳରେ ୦୭୦୦ ଘଣ୍ଟାରେ ପୁରୀ ଛାଡିବ।
– ୦୨୮୮୦ ଭୁବନେଶ୍ୱର-LTT ଭୁବନେଶ୍ୱରରୁ ୧୬.୦୯.୨୦୨୧ ରେ ୦୭.୨୦ ଘଣ୍ଟା ବଦଳରେ ୧୩.୨୦ ଘଣ୍ଟାରେ ଛାଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.