ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୧,୦୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟିନରୁ : ୬୨୧୪ ଏବଂ ସ୍ଥାନୀୟ ସମ୍ପର୍କ: ୪୮୮୫ ଜଣ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦, ସୁନ୍ଦରଗଡରୁ ୯୮୩, କଟକରୁ ୮୬୭, ଅନୁଗୁଳରୁ ୫୫୨, ମୟୂରଭଞ୍ଜ: ୫୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୩୭୮ କୁ ବୃଦ୍ଧି ପାଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
ବରଗଡ ଜିଲ୍ଲାରୁ ୧ ଜଣ .
ବଲାଙ୍ଗୀର ଜିଲ୍ଲାରୁ ୧ ଜଣ .
କଟକ ଜିଲ୍ଲାରୁ ୧ ଜଣ .
କଳାହାଣ୍ଡି ଜିଲ୍ଲାରୁ ୩ ଜଣ .
କନ୍ଧମାଳ ଜିଲ୍ଲାରୁ ୧ ଜଣ .
କେନ୍ଦୁଝର ଜିଲ୍ଲାରୁ ୧ ଜଣ .
ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ .
କୋରାପୁଟ ଜିଲ୍ଲାରୁ ୨ ଜଣ .
ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ .
ନୟାଗଡ଼ ଜିଲ୍ଲାରୁ ୧ ଜଣ .
ନୂଆପଡ଼ା ଜିଲ୍ଲାରୁ ୧ ଜଣ .
ପୁରୀ ଜିଲ୍ଲାରୁ ୧ ଜଣ .
ସମ୍ବଲପୁର ଜିଲ୍ଲାରୁ ୨ ଜଣ .
ସୋନପୁର ଜିଲ୍ଲାରୁ ଜଣ .
ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ .
ମୋଟ ୨୧ ଜଣ
ନୂତନ ସକରାତ୍ମକ ମାମଲା: ୧୧୦୯୯
କ୍ୱାରେଣ୍ଟିନରେ: ୬୨୧୪
ସ୍ଥାନୀୟ ସମ୍ପର୍କ: ୪୮୮୫
ଜିଲ୍ଲା ୱାରୀ ମାମଲା:
୧ – ଅନୁଗୁଳ: ୫୫୨
୨ – ବାଲେଶ୍ୱର: ୪୦୮
୩ – ବରଗଡ: ୩୩୯
୪ – ଭଦ୍ରକ: ୪୩୧
୫ – ବଲାଙ୍ଗୀର: ୨୮୮
୬ – ବୌଦ୍ଧ: ୨୧୩
୭ – କଟକ: ୮୬୭
୮ – ଦେବଗଡ଼: ୧୦୭
୯ – ଢେଙ୍କାନାଳ: ୧୬୨
୧୦ – ଗଜପତି: ୮୨
୧୧ – ଗଞ୍ଜାମ: ୧୯୬
୧୨ – ଜଗତସିଂହପୁର: ୩୦୨
୧୩ – ଯାଜପୁର: ୩୭୮
୧୪ – ଝାରସୁଗୁଡା: ୩୦୭
୧୫ – କଳାହାଣ୍ଡି: ୨୯୯
୧୬ – କନ୍ଧମାଳ: ୮୮
୧୭ – କେନ୍ଦ୍ରାପଡା: ୧୫୬
୧୮ – କେନ୍ଦୁଝର: ୧୬୫
୧୯ – ଖୋର୍ଦ୍ଧା: ୧୪୬୦
୨୦ – କୋରାପୁଟ: ୨୮୦
୨୧ – ମାଲକାନଗିରି: ୧୦୨
୨୨ – ମୟୂରଭଞ୍ଜ: ୫୦୭
୨୩ – ନବରଙ୍ଗପୁର: ୩୫୧
୨୪ – ନୟାଗଡ଼: ୨୭୭
୨୫ – ନୁଆପଡା: ୨୩୨
୨୬ – ପୁରୀ: ୩୫୬
୨୭ – ରାୟଗଡ଼ା: ୧୭୦
୨୮ – ସମ୍ବଲପୁର: ୫୪୭
୨୯ – ସୋନପୁର: ୨୫୨
୩୦ – ସୁନ୍ଦରଗଡ: ୯୮୩
୩୧ – ରାଜ୍ୟ ପୁଲ୍: ୨୪୨
ନୂତନ ଆରୋଗ୍ୟ: ୧୦୨୪୨
ସଂଗୃହିତ ପରୀକ୍ଷଣ: ୧୧୦୫୮୩୮୬ |
ସକରାତ୍ମକ: ୬୪୪୪୦୧
ମୋଟ ଆରୋଗ୍ୟ: ୫୩୬୫୯୫
ସକ୍ରିୟ ମାମଲା: ୧୦୫୩୭୫
Covid-19 Report For 18th May
New positive Cases: 11099
In quarantine: 6214
Local contacts: 4885(Details of local contacts will be shared by concerned Dist Administration)
District Wise Cases:
1. Angul: 552
2. Balasore: 408
3. Bargarh: 339
4. Bhadrak: 431
5. Balangir: 288— I & PR Department, Odisha (@IPR_Odisha) May 19, 2021
6. Boudh: 213
7. Cuttack: 867
8. Deogarh: 107
9. Dhenkanal: 162
10. Gajapati: 82
11. Ganjam: 196
12. Jagatsinghpur: 302
13. Jajpur: 378
14. Jharsuguda: 307
15. Kalahandi: 299
16. Kandhamal: 88
17. Kendrapada: 156
18. Keonjhar: 165
19. Khurda: 1460
20. Koraput: 280— I & PR Department, Odisha (@IPR_Odisha) May 19, 2021
21. Malkangiri: 102
22. Mayurbhanj: 507
23. Nawarangpur: 351
24. Nayagarh: 277
25. Nuapada: 232
26. Puri: 356
27. Rayagada: 170
28. Sambalpur: 547
29. Sonepur: 252
30. Sundargarh: 983
31. State Pool: 242— I & PR Department, Odisha (@IPR_Odisha) May 19, 2021
New recoveries: 10242
Cumulative tested: 11058386
Positive: 644401
Recovered: 536595
Active cases: 105375— I & PR Department, Odisha (@IPR_Odisha) May 19, 2021