ନୂଆଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ ନୂତନ COVID୧୯ ମାମଲା ଚିହ୍ନଟ ହୋଇଛନ୍ତି। ୩,୫୩,୨୯୯ ଜଣ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି ଏବଂ ୩,୮୯୦ ଜଣଙ୍କର ମୃତ୍ୟୁ ଘଟିଛି।
ମୋଟ ମାମଲା: ୨,୪୩,୭୨,୯୦୭
ସମୁଦାୟ ଆରୋଗ୍ୟ ହୋଇ ଡିସ୍ଚାର୍ଜ ଡିସଚାର୍ଜ: ୨,୦୪,୩୨,୮୯୮
ମୋଟ ମୃତ୍ୟୁ ସଂଖ୍ୟା: ୨,୬୬,୨୦୭
ସକ୍ରିୟ ମାମଲା: ୩୬,୭୩,୮୦୨
ମୋଟ ଟୀକାକରଣ: ୧୮,୦୪,୫୭,୫୭୯
ଜାଣନ୍ତୁ ବିଭିନ୍ନ ରାଜ୍ୟର କରୋନା ପରିସଂଖ୍ୟାନ ଏହି କ୍ରମରେ –
କ୍ରମିକ ସଂଖ୍ୟା – ରାଜ୍ୟ – ସକ୍ରୀୟ ଆକ୍ରାନ୍ତ – ସୁସ୍ଥ ହୋଇଛନ୍ତି – ଗତକାଲି ସୁସ୍ଥ ହୋଇଛନ୍ତି – ମୋଟ ମୃତ୍ୟୁ ସଂଖ୍ୟା – ଦିନକରେ ମୃତ୍ୟୁ ସଂଖ୍ୟା
୧ – ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ – ୨୩୨ – ୬୨୨୫ – ୧୨ – ୮୫ – ୨
୨ – ଆନ୍ଧ୍ରପ୍ରଦେଶ – ୨୦୩୭୮୭ – ୧୧୭୫୮୪୩ – ୧୯୧୭୭ – ୯୧୭୩ – ୯୬
୩ – ଅରୁଣାଚଳ ପ୍ରଦେଶ – ୨୨୦୨ – ୧୯୦୯୪ – ୨୨୩ – ୭୭ – ୫
୪ – ଆସାମ – ୪୩୩୨୫ – ୨୭୪୨୪୭ – ୪୧୬୮ – ୨୦୬୦ – ୭୬
୫ – ବିହାର – ୮୯୫୬୪ – ୫୪୪୪୪୫ – ୧୪୧୩୧ – ୩୬୭୦ – ୭୭
୬ – ଚଣ୍ଡିଗଡ଼ – ୮୧୫୮ – ୪୫୨୬୮ – ୯୨୫ – ୬୧୭ – ୮
୭ – ଛତିଶଗଡ – ୧୧୫୯୬୪ – ୭୭୨୫୦୦ – ୧୦୯୦୮ – ୧୧୪୬୧ – ୧୭୨
୮ – ଦାଦ୍ରା ଏବଂ ନାଗର ହାଭେଲି ଏବଂ ଡାମନ୍ ଏବଂ ଡିୟୁ – ୯୨୭ – ୮୪୦୪ – ୨୦୭ – ୪ – ୦
୯ – ଦିଲ୍ଲୀ – ୭୧୭୯୪ – ୧୨୮୮୨୮୦ – ୧୪୧୪୦ – ୨୦୯୦୭ – ୨୮୯
୧୦ – ଗୋଆ – ୩୨୩୮୭ – ୯୮୨୦୦ – ୨୯୬୦ – ୧୯୯୮ – ୬୧
୧୧ – ଗୁଜୁରାଟ – ୧୧୭୩୭୩ – ୬୦୯୦୩୧ – ୧୫୩୬୫ – ୮୯୪୪ – ୧୦୪
୧୨ – ହରିୟାଣା – ୯୯୦୦୭ – ୫୭୦୨୨୭ – ୧୪୫୭୭ – ୬୪୦୨ – ୧୬୪
୧୩ – ହିମାଚଳ ପ୍ରଦେଶ – ୩୯୬୨୩ – ୧୧୧୮୯୬ – ୩୩୬୨ – ୨୧୯୮ – ୬୭
୧୪ – ଜାମ୍ମୁ କାଶ୍ମୀର – ୫୨୦୦୧ – ୧୮୧୭୬୨ – ୩୮୧୪ – ୩୦୨୭ – ୬୦
୧୫ – ଝାଡଖଣ୍ଡ – ୪୫୦୫୬ – ୨୬୦୬୦୨ – ୭୧୧୨ – ୪୩୬୬ – ୭୬
୧୬ – କର୍ଣ୍ଣାଟକ – ୫୯୮୬୨୫ – ୧୫୧୦୫୫୭ – ୩୫୮୭୯ – ୨୧୦୮୫ – ୩୭୩
୧୭ – କେରଳ – ୪୪୨୫୫୦ – ୧୬୩୬୭୯୦ – ୩୧୩୧୯ – ୬୨୪୩ – ୯୩
୧୮ – ଲଦାଖ – ୧୫୫୪ – ୧୪୪୩୯ – ୨୩୧ – ୧୬୩ – ୨
୧୯ – ଲକ୍ଷଦୀପ – ୧୧୬୩ – ୩୩୯୨ – ୧୦୨ – ୧୩ –
୨୦ – ମଧ୍ୟପ୍ରଦେଶ – ୧୦୪୪୪୪ – ୬୦୫୪୨୩ – ୧୧୬୭୧ – ୬୮୪୧ – ୮୮
୨୧ – ମହାରାଷ୍ଟ୍ର – ୫୨୧୬୮୩ – ୪୭୦୭୯୮୦ – ୫୩୨୪୯ – ୭୯୫୫୨ – ୬୯୫
୨୨ – ମଣିପୁର – ୫୮୯୮ – ୩୧୮୭୨ – ୩୮୧ – ୫୫୨ – ୧୬
୨୩ – ମେଘାଳୟ – ୪୦୧୪ – ୧୭୯୦୯ – ୩୨୭ – ୨୮୦ – ୧୨
୨୪ – ମିଜୋରାମ – ୨୦୬୫ – ୬୪୧୧ – ୨୦୭ – ୨୩ –
୨୫ – ନାଗାଲାଣ୍ଡ – ୩୭୪୧ – ୧୩୬୦୦ – ୭୨ – ୧୯୦ – ୧୩
୨୬ – ଓଡିଶା – ୯୪୭୪୦ – ୪୯୧୬୭୪ – ୯୩୨୯ – ୨୨୭୩ – ୨୨
୨୭ – ପୁଡୁଚେରୀ – ୧୭୪୨୪ – ୬୨୪୨୪ – ୧୦୮୮ – ୧୦୯୯ – ୩୦
୨୮ – ପଞ୍ଜାବ – ୭୯୩୫୯ – ୩୯୩୧୪୮ – ୮୪୪୬ – ୧୧୪୭୭ – ୧୮୦
୨୯ – ରାଜସ୍ଥାନ – ୨୧୨୭୫୩ – ୬୧୬୫୮୯ – ୧୩୨୭୦ – ୬୪୭୨ – ୧୫୫
୩୦ – ସିକ୍କିମ୍ – ୩୦୦୨ – ୭୬୫୫ – ୧୭୦ – ୧୯୮ – ୬
୩୧ – ତାମିଲନାଡୁ – ୧୯୫୩୩୯ – ୧୩୧୮୯୮୨ – ୨୦୦୩୭ – ୧୭୦୫୬ – ୨୮୮
୩୨ – ତେଲେଙ୍ଗାନା – ୫୪୮୩୨ – ୪୬୨୯୮୧ – ୬୩୬୧ – ୨୮୯୬ – ୨୯
୩୩ – ତ୍ରିପୁରା – ୪୨୩୦ – ୩୫୩୯୬ – ୨୫୦ – ୪୨୯ – ୩
୩୪ – ଉତ୍ତରାଖଣ୍ଡ – ୭୯୩୭୯ – ୧୯୩୭୮୦ – ୪୫୧୯ – ୪୪୨୬ – ୧୮୧
୩୫ – ଉତ୍ତରପ୍ରଦେଶ – ୧୯୩୮୧୫ – ୧୩୮୫୮୫୫ – ୨୬୧୭୯ – ୧୬୯୫୭ – ୩୧୧
୩୬ – ପଶ୍ଚିମବଙ୍ଗ – ୧୩୧୭୯୨ – ୯୫୦୦୧୭ – ୧୯୧୩୧ – ୧୨୯୯୩ – ୧୩୬
ମୋଟ # – – ୩୬୭୩୮୦୨ – ୨୦୪୩୨୮୯୮ – ୩୫୩୨୯୯ – ୨୬୬୨୦୭ – ୩୮୯୦