Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୩୫୩୬...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୩୫୩୬ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

128

ଭୁବନେଶ୍ୱର ୩୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୩୫୩୬ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୧୬

– ନୂଆ ଆକ୍ରାନ୍ତ : ୨୬୦୨

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୬୧

– ସ୍ଥାନୀୟ ଅଞ୍ଚଳରୁ୧୦୪୧

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୪

୨- ବାଲେଶ୍ୱର ଜିଲ୍ଲାରୁ –  ୧୦୩

୩- ବରଗଡ଼ ଜିଲ୍ଲାରୁ –  ୮୨

୪- ଭଦ୍ରକ ଜିଲ୍ଲାରୁ –  ୪୭

୫- ବଲାଙ୍ଗୀର ଜିଲ୍ଲାରୁ –  ୪୨

୬- ବୌଦ୍ଦ ଜିଲ୍ଲାରୁ –  ୯

୭- କଟକ ଜିଲ୍ଲାରୁ –  ୨୩୬

୮- ଦେବଗଡ଼ ଜିଲ୍ଲାରୁ –  ୩

୯- ଢେଙ୍କାନାଳ ଜିଲ୍ଲାରୁ –  ୬୭

୧୦- ଗଜପତି ଜିଲ୍ଲାରୁ –  ୭

୧୧- ଗଞ୍ଜାମ ଜିଲ୍ଲାରୁ –  ୧୯୦

୧୨- ଜଗତସିଂହପୁର ଜିଲ୍ଲାରୁ –  ୮୨

୧୩- ଯାଜପୁର ଜିଲ୍ଲାରୁ –  ୧୦୩

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୮୫

୧୫- କଳାହାଣ୍ଡି ଜିଲ୍ଲାରୁ –  ୬୩

୧୬- କନ୍ଧମାଳ ଜିଲ୍ଲାରୁ –  ୧୭

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୨୮

୧୮- କେନ୍ଦୁଝର ଜିଲ୍ଲାରୁ –  ୮୬

୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୧୬

୨୦- କୋରାପୁଟ ଜିଲ୍ଲାରୁ –  ୧୨୭

୨୧- ମାଲକାନଗିରି : ୮୦

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୭୨

୨୩- ନବରଙ୍ଗପୁର ଜିଲ୍ଲାରେ: ୧୮

୨୪- ନୟାଗଡ଼ ଜିଲ୍ଲାରୁ –  ୯୧

୨୫- ନୂଆପଡ଼ା ଜିଲ୍ଲାରୁ –  ୧୬

୨୬- ପୁରୀ ଜିଲ୍ଲାରୁ –  ୪୬

୨୭- ରାୟଗଡ଼ା ଜିଲ୍ଲାରୁ –  ୫୪

୨୮- ସମ୍ବଲପୁର ଜିଲ୍ଲାରୁ –  ୭୮

୨୯- ସୋନପୁର ଜିଲ୍ଲାରୁ –  ୨୧

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୯

– ନୂଆ ସୁସ୍ଥ ହୋଇଥିଲେ୨୫୧୯

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୭୮୯୪୩୩

– ମୋଟ ଆକ୍ରାନ୍ତ ୧୦୩୫୩୬

– ମୋଟ ସୁସ୍ଥ ହେଲେଣି ୭୩୨୩୩

– ସକ୍ରୀୟ ଆକ୍ରାନ୍ତ –  ୨୯୭୫୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.